Browsing Category
ଦେଶ
ବର୍ଷେ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍, ନଷ୍ଟ ହେଲା ଗରିବଙ୍କ ଚାଉଳ
ରାଞ୍ଚି: ଗତବର୍ଷ ଛତିଶଗଡରୁ ଚାଉଳ ନେଇ ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବା ପାଇଁ ଏକ ମାଲ୍ବାହୀ ଟ୍ରେନ୍କୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲୱେ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି। ଗତବର୍ଷ ଚାଉଳ ବୋଝେଇ…
ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଭୁଶୁଡି ପଡ଼ିଲା ପଡୋଶୀଙ୍କ ଘର: ଚାପି ହୋଇ ୪ ମୃତ, ୨ ଗୁରୁତର
ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋଟିଏ ଘରେ ଗ୍ୟାସ୍ ସସିଲିଣ୍ଡର ବିସ୍ଫୋରଣ ହେବାରୁ ଚାଲିଯାଇଛି ୪ ଜୀବନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପଡୋଶୀ ଘରର କାନ୍ଥ ମଧ୍ୟ…
୪ବର୍ଷର ସେବା ପରେ ସମସ୍ତ ସୈନିକଙ୍କୁ ଦିଆଯିବ ଅବସର, ଜାଣନ୍ତୁ କ’ଣ ପୂରା ଖବର
ନୁଆଦିଲ୍ଲୀ: ଟୁର୍ ଅଫ ଡ୍ୟୁଟି ଯୋଜନାରେ ତିନି ସେବା(ସ୍ଥଳ ସେନା, ନୌସେନା ଏବଂ ବାୟୁସେନା)ରେ ଭର୍ତ୍ତି ପାଇଁ ନୂଆ ପ୍ରଣାଳୀରେ କିଛି ଅମୁଳଚୂଳ ପରିବର୍ତ୍ତନର ପ୍ରାସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ନିଯୁକ୍ତ…
ମହିଳା ପୋଲିସ କର୍ମୀଙ୍କ ସହ ଅଶ୍ଳୀଳ କାମ କରୁଥିବା ନଜର ଆସିଲେ କନେଷ୍ଟବଳ, ସିସିଟିଭ ଫୁଟେଜ୍ ଭାଇରାଲ
ୟୁପି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ ଷ୍ଟେସନରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଡେସ୍କ ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ କାନପୁରରେ ପୁରୁଷ ପୋଲିସ କର୍ମଚାରୀ ନିଜ ବିଭାଗର ମହିଳା…
ମଙ୍କିପକ୍ସ ପରୀକ୍ଷା ପାଇଁ ଭାରତରେ ଲଞ୍ଚ ହେଲା ନୂଆ RT-PCR କିଟ୍, ଘରେ ବସି କରିପାରିବେ ଟେଷ୍ଟ୍
ନୂଆଦିଲ୍ଲୀ: ଦୁନିଆରେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହାକୁ ନେଇ ସାଧାରଣ ଲୋକ ଓ ସରକାରଙ୍କ ଚିନ୍ତା ବଢ଼ିଛି । ଅବଶ୍ୟ ଭାରତରେ ଏହି ଭାଇରସର କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି ।…
ଦଶମ ଏବଂ ITI ପାସ୍ କରିଛନ୍ତି, ବିନା ପରୀକ୍ଷାରେ ରେଲୱେରେ ମିଳିବ ଚାକିରି, ଆଜିଠୁ ଆରମ୍ଭ ହେଉଛି ଆବେଦନ
ନୁଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୋଟିଏ ସରକାରୀ ଚାକିରିର ମୂଲ୍ୟ କାହିଁରେ କେତେ। ଜଣେ ବ୍ୟକ୍ତି ଭଲ ଦରମା ସହିତ ଘରୋଇ କମ୍ପାନୀରେ ଚାକିରି କରିଥିଲେ ମଧ୍ୟ କମ୍ ଦରମାରେ ସରକାରୀ ଚାକିରି ଆଗରେ ତାହାର ମୂଲ୍ୟ ତୁଚ୍ଛ…
ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଏହି ରାଜ୍ୟରେ ଶସ୍ତା ହେବ ୱାଇନ୍ ଓ ବିୟର, ସରକାର ଦେବେ ରିହାତି
ନୂଆଦିଲ୍ଲୀ: ମଦ ଏବଂ ବିୟର ପିଉଥିବା ଲୋକଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ମଧ୍ୟ ପ୍ରଦେଶ ସରକାର । ଏହି ରାଜ୍ୟରେ ବିୟର ଓ ୱାଇନ୍ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରିବାକୁ ଯାଉଛନ୍ତି ସରକାର । ରାଜ୍ୟର…
୩୬ ଇଞ୍ଚ୍ର ବର ଓ ୩୧ଇଞ୍ଚ୍ର କନ୍ୟାଙ୍କ ବିରଳ ବିବାହ, ଦମ୍ପତିଙ୍କୁ ଦେଖିବାକୁ ମଣ୍ଡପରେ ଲାଗିଲା ଭିଡ..
ମୁମ୍ବାଇ: ମହରାଷ୍ଟ୍ରର ଜଲଗାଓଁର ଏକ ବିବାହ ଏବେ ଖୁବ୍ ଜୋରସୋରରେ ଚର୍ଚ୍ଚା ପାଲଟିଛି । ଏହି ବିବାହରେ ବରର ଉଚ୍ଚତା ୩୫ ଇଞ୍ଚ୍ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୧ ଇଞ୍ଚ୍ । ଦୁଇ ଜଣଙ୍କୁ ମଣ୍ଡପରେ ଦେଖିବା ପରେ…
ବ୍ୟାଙ୍କରେ ହେଉଥିବା ଠକେଇ ଉପରେ ଲାଗିଲା ବ୍ରେକ: ଜାଣନ୍ତୁ ତଥ୍ୟ
ନୂଆଦିଲ୍ଲୀ: ଦେଶରେ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ଠକେଇ ପ୍ରାୟ ୫୬ ପ୍ରତିଶତ ହ୍ରାସ ପାଇଛି । ଚଳିତ ମାର୍ଚ୍ଚ ୨୦୨୨ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୨ ଟି ଯାକ ରାଷ୍ଟ୍ରାୟତ…
ଖୁବ ଶୀଘ୍ର ଗରମରୁ ମିଳିବ ମୁକ୍ତି: କେରଳ ମୁହାଁ ମୌସୁମୀ
ନୂଆଦିଲ୍ଲୀ: ଆସନ୍ତା ୨-୩ ଦିନ ମଧ୍ୟରେ କେରଳରେ ପାଦ ଥାପି ପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।…