Browsing Category

ଦେଶ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର! ପୁଣି ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଏଚବିଏ ସୁଧ ହ୍ରାସ ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ପାଇଁ ଆଉ ଏକ ଖୁସି ଖବର ମିଳିପାରେ । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ଜୁଲାଇରେ ବଢ଼ିପାରେ । ବର୍ତ୍ତମାନ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା…

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କର୍ମଚାରୀଙ୍କୁ ପାଇଁ ଘର ତିଆରି ହେବ ସହଜ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଘର ତିଆରି କରିବା ପାଇଁ ଦିଆଯାଉଥିବା ଆଡଭାନ୍ସ ଉପରେ ମିଳୁଥିବା ସୁଧ ହ୍ରାସ କରିଛନ୍ତି । ଏହି ସମ୍ବନ୍ଧରେ ଆବାସ ଏବଂ ସହରୀ ମନ୍ତ୍ରାଳୟ ଅଫିସ…

ଧୃବୀକରଣ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର, ଦେଶରେ ଭୟରେ ରହୁଛନ୍ତି ଅଳ୍ପସଂଖ୍ୟକ ଲୋକେ-ସୋନିଆ ଗାନ୍ଧୀ

ରାଜସ୍ଥାନ: କଂଗ୍ରେସର ଉତ୍ଥାନ ପାଇଁ ରାଜସ୍ଥାନର ଉଦୟପୁରରେ ଚାଲିଛି ମାନସ ମନ୍ଥନ । ୨୦୨୪ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ "ଚିନ୍ତନ ଶିବିର'ରେ ଯୋଜନା ଚାଲିଛି । ଏହି ବୈଠକରେ କଂଗ୍ରେସ ସଭାପତି…

ଟ୍ୱିଟରରେ ମ୍ୟାନେଜମେଣ୍ଟ ପଦରୁ ଦୁଇ ଜଣଙ୍କ ଛୁଟି: ନୂଆ ନିଯୁକ୍ତି ବି ବନ୍ଦ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ମ୍ୟାନେଜମେଣ୍ଟ ପଦର ୨ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି ଏହି ସୋଶିଆଲ ସୋଶିଆଲ…

ଜ୍ଞାନବ୍ୟାପୀ ପରେ ମଥୁରା ଇଦଗାହର ସର୍ଭେ କରାଇବାକୁ ଦାବି, ଜୁଲାଇ ୧ରେ କୋର୍ଟରେ ଶୁଣାଣି

ମଥୁରା: କାଶୀ-ବିଶ୍ଵନାଥ-ଜ୍ଞାନବ୍ୟାପୀ ମସଜିଦର ସର୍ଭେ ପରେ ଏବେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମାମଲା ଚର୍ଚ୍ଚାର ପରିସରକୁ ଆସିଛି। ମଥୁରା ଇଦଗାହର ସର୍ଭେ ପାଇଁ ଦାବି କରି କୋର୍ଟରେ ଯାଚିକା ଦାଖଲ କରାଯାଇଛି। ଏହା ଉପରେ…

କଂଗ୍ରେସରେ ‘ଏକ ପରିବାର, ଏକ ଟିକଟ୍’ ନିୟମ ଉପରେ ସହମତି ପ୍ରକାଶ, କ’ଣ ଗାନ୍ଧୀ ପରିବାର ଉପରେ ଲାଗୁ ହେବ ?

ନୂଆଦିଲ୍ଲୀ: ଚିନ୍ତନ ଶିବିର ପାଇଁ ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚାଲିଛି ଜୋରଦାର ପ୍ରସ୍ତୁତି। ପାର୍ଟିର କେମିତି ପୁନରୁଥାନ ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ତିନି ଦିନିଆ ଚିନ୍ତନ ଶିବିର ପୂର୍ବରୁ…

ରିସେପ୍ସନ ପାର୍ଟିରେ ଷ୍ଟେଜ ଉପରେ ଫୁଟିଲା ଗୁଳି: ଏମିତି ଅନ୍ଦାଜରେ ସେଲିବ୍ରେଟ କଲେ ନବବଧୂ

ରିସେପ୍ସନ ପାର୍ଟିକୁ ସେଲିବ୍ରେଟ କରିବା ପାଇଁ ଏ ନୂଆ ଅନ୍ଦାଜ ଆପଣେଇଛନ୍ତି ନବବିବାହିତ ଦମ୍ପତ୍ତି । ଗୁଳି ଫୁଟାଇ ନିଜ ପାର୍ଟିରେଦୂମ ମଚାଇଛନ୍ତି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଆସନ୍ତା ୨୧ରେ ହେବ NEET PG 2022: ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ନିଟ-୨୦୨୨ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାକୁ ସ୍ଥଗିତ କରିବାକୁ ଆଗତ କରାଯାଇଥିବା ୟାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପରୀକ୍ଷା ସ୍ଥଗିତ ହେବା ଫଳରେ ୨ ଲକ୍ଷରୁ…

ମିଶିଲା ଭାରତ ପାକିସ୍ତାନଙ୍କ ମନ: ଶେଷରେ UN ଭୋଟିଙ୍ଗରେ ଉଭୟ ଦେଶ ଦେଲେ ସମାନ ମତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ, ସେଥିରେ ଉଭୟ ଦେଶର କୌଣସି ମତ ସମାନ ହେବା ନିଶ୍ଚୟ ବିରଳ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଏହି ଅଜବ ଘଟଣା ଘଟିଯାଇଛି । ଉଭୟ ଦେଶ ଏବେ ଯୁଦ୍ଧକୁ ନେଇ ଗୋଟିଏ…

ଗାଡି ଉପରେ ନିୟନ୍ତ୍ରଣ କରି ପାରିଲେନି ନିଶାଶକ୍ତ ଯୁବକ: ଚକା ତଳେ ଫସିଲା ୬ଜଣଙ୍କ ଜୀବନ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିଶାଶକ୍ତ ଅବସ୍ଥାରେ ଆତଙ୍କ ସୃଷ୍ଟି କରିଛନ୍ତି ୨ ଯୁବକ । ଜଣେ କି ୨ ଜଣ ନୁହେଁ ୬-୭ ଜଣଙ୍କୁ ନିଜ ଗାଡି ତଳେ ଦଳି ଦେଇଥିବା ଅଭିଯୋଗ ହୋଇଛି । ମଦ୍ୟପାନ କରି ଦ୍ରୁତ…