Browsing Category

ଦେଶ

ବହୁତ ହୋଇଗଲା ‘ବାଇକ ବାବା’ଙ୍କର ଖତରନାକ ଷ୍ଟଣ୍ଟ, ଏବେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଚାଲାଣ (Video)

ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ବନାଇବାର ନିଶା କେବଳ ଯୁବକ, ଯୁବତୀଙ୍କ ମଧ୍ୟରେ ସୀମିତ ରହିନାହିଁ । ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ଏଥିରେ ଖୁବ୍ ମାତିଲେଣି । ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶର ‘ବାଇକ ବାବା’ଙ୍କର ଖତରନାକ…

କଂଗ୍ରେସର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ପ୍ରଥମ ଥର ମୁହଁ ଖୋଲିଲେ ପ୍ରଶାନ୍ତ କିଶୋର, କହିଲେ…

ନୂଆଦିଲ୍ଲୀ: କଂଗ୍ରେସରେ ସାମିଲ୍ ହେବାର ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏକ ହିନ୍ଦୀ ଚ୍ୟାନେଲରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର। ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ…

ସଂପର୍କ ଆହୁରି ସୁଦୃଢ ପାଇଁ ଆମର ଚଟଗାଓଁ ବନ୍ଦର ବ୍ୟବହାର କରୁ ଭାରତ, ଅଫର ଦେଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା ସମୟରେ ଦୁଇ ଦେଶର ଦ୍ଵିପାକ୍ଷିକ ସଂପର୍କ ଆହୁରି ଦୃଢ ହେବା ଉପରେ ଗୁରୁତ୍ଵ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ସେ ଗୁରୁବାର…

ନିଆଁରେ ଜଳିଗଲାଣି ଦୁଇ ଡଜନ ଇଲେକ୍ଟ୍ରିକ୍ ଯାନ, ନୂଆ ଦୁଇଚକିଆ ଯାନ ଲଞ୍ଚ ନେଇ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ବଜାରକୁ ଆସିବା ପରେ ଲୋକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା । ପେଟ୍ରୋଲ ଦର ବୃଦ୍ଧିରୁ ଏହି ଯାନ ନିସ୍ତାର ଦେବ ବୋଲି ସରକାର ବିଚାର କରୁଥିଲେ । ତେବେ କିଛିଦିନ ଧରି ଏକାଧିକ…

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ! ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ, ଏହା ବିଶ୍ୱାସ ନହେଲେ ବି ସତ । ନିକଟରେ ନାସା ଦ୍ୱାରା ଏମିତି ଏକ ଫଟୋ ସେୟାର କରାଯାଇଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ…

ଏକ୍ସପ୍ରେସ୍‌ କାର୍‌ ଲୋନ୍‌: ମାତ୍ର ୩୦ ମିନିଟ୍‌ରେ ଏଚ୍‌ଡିଏଫ୍‌ସି ଯେଗାଇବ କାର୍‌

ମୁମ୍ବାଇ : ପ୍ରାଇଭେଟ୍‌ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଗ୍ରାହକଙ୍କୁ କାର୍‌ ଲୋନ୍‌ ଦେବା ପାଇଁ ଏକ ନୂଆ ସର୍ଭିସ୍‌ ଲଞ୍ଚ କରିଛି । ଏହି ସର୍ଭିସ୍‌ ଅନୁଯାୟୀ ଗ୍ରାହକଙ୍କୁ ଏବେ କାର୍‌ ନେବା ଅତି ସହଜ…

ବିଚ୍ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିଜ ମୁଣ୍ଡକୁ ଗୁଳି ମାରି ଟଳିପଡିଲେ ରାଜୀବ, ସିସିଟିଭରେ କଏଦ ହେଲା ଲାଇଭ ମୃତ୍ୟୁର ଦୃଶ୍ୟ

ପାଟନା: ବିହାରର ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ ପତ୍ନୀ ଓ ଝିଅର ମୁଣ୍ଡକୁ ଗୁଳି କରିଥିଲେ । ଏହାପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲେ । ଘଟଣାସ୍ଥଳରେ ହିଁ ଟଳି ଡିଥିଲେ ତିନି ଜଣ ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକରେ ଅଳସ ଭାଙ୍ଗିଲେ ଅରବିନ୍ଦ କେଜ୍ରିୱାଲ, ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରି କରୋନା ବର୍ତ୍ତମାନ ଦେଶରେ କରୋନା ସ୍ଥୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ…

(Video) ଇଂରାଜୀ ଶିକ୍ଷକଙ୍କୁ ଡାନ୍ସ ଶିଖାଇଲେ ଛାତ୍ରୀ, ଦେଖିଲେ ଆପଣ ବି କହିବେ ଖୁବ୍ ସୁନ୍ଦର

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ତ’ ପୁଣି କିଛି ଭିଡିଓ ଲୋକଙ୍କୁ ମଜାଦାର ଲାଗିଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ଭାଇରାଲ…

ସଫଳ ହେଉଛି ସରକାରଙ୍କ ମେଡ ଇନ୍ ଇଣ୍ଡିଆ ଯୋଜନା, ଚଳିତ ବର୍ଷ ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଆପଲ୍ ର ଚୁକ୍ତିଭିତ୍ତିକ ଉତ୍ପାଦନକାରୀମାନେ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବେ ବୋଲି ଆଶା ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ଥିକ ବର୍ଷ୨୦୨୧-୨୨ ରେ ଦେଶରେ…