Browsing Category
ଦେଶ
ନିଯୁକ୍ତି ପାଇଁ ବଡ଼ ସୁଯୋଗ: ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ଦେବ ଟିସିଏସ୍
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବିଗତ କିଛି ବର୍ଷ ଧରି ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଛି ଉକ୍ରଟ ସମସ୍ୟା । ତେବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ନିଯୁକ୍ତି ବଜାରରେ ମଧ୍ୟ ଉତ୍ସାହ ଫେରୁଛି । ଦେଶର…
ଆସନ୍ତା ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଜନସନ ଭାରତ ଗସ୍ତରେ ଆସୁଛନ୍ତି । ଜନସନ ଭାରତ ଆସିବା ନେଇ…
ଦିଲ୍ଲୀ: ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା, ପଥରମାଡ଼ରେ ଅନେକ ପୋଲିସ କର୍ମୀ ଆହତ
ଦିଲ୍ଲୀର ଜାହାଙ୍ଗୀର ପୁରୀରେ ହନୁମାନ ଜୟନ୍ତୀ ଅବସରରେ ଦୁଇ ପକ୍ଷ ମଧ୍ୟରେ ହିଂସା ହେବାର ଖବର ଆସିଛି । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା । ଘଟଣାରେ ପୋଲିସ କର୍ମିଙ୍କ ସମେତ ଅନେକ ଲୋକ ଆହତ…
ଆଇପିଏଲ ଇତିହାସରେ ମୁମ୍ବାଇର ସବୁଠୁ ଖରାପ ପ୍ରଦର୍ଶନ, ପ୍ରଥମ ଥର ପାଇଁ ପ୍ରାରମ୍ଭିକ ୬ ମ୍ୟାଚ୍ ରେ ପରାଜିତ
ଚଳିତ ଆଇପିଏଲରେ ମୁମ୍ବାଇ ଏହାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି । ଆଜି ଲକ୍ଷ୍ନୌ ସୁପର୍ ଜିଆଣ୍ଟ ବିଜୟ ସହିତ ୬ ମ୍ୟଚ୍ ରୁ ଚାରୁି ମ୍ୟାଚ୍ ରେ ବିଜୟ ହାସଲ କରି ସାରିଛି । ଦଳ ଏବେ ୮ ପଏଣ୍ଟ ସହିତ ଗୁଜୁରାଟ…
କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପ୍ରସଙ୍ଗ: ସାଂସଦ କୋଟା ଫେରାଇବାକୁ ଦାବିକଲେ ବିଜେଡି, କଂଗ୍ରେସ
କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସୟ, ଏବଂ ଜିଲ୍ଲାପାଳ କୋଟା ରେ ଆଡମିଶନକୁ ବନ୍ଦ କରିବା ନିଷ୍ପତିକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ଏବଂ କଂଗ୍ରେସ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ଏହି କୋଟା…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା, ମଦ ପିଇ ଗୁରୁଦ୍ୱାରରେ ପ୍ରବେଶ କରିଥିବା ଅଭିଯୋଗ
ଚଣ୍ଡୀଗଡ଼: ଭାରତୀୟ ଜନତା ପାର୍ଟୀର ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅନଲାଇନ ଅଭିଯୋଗ କରିଛନ୍ତି । ସିଏମ ମାନଙ୍କ ଉପରେ ନିଶାସକ୍ତ ଅବସ୍ଥାରେ…
ଜାଣନ୍ତୁ କିପରି ବିବାହ କରିଥିଲେ ହନୁମାନ ମହାରାଜ! ଏହି ରାଜ୍ୟରେ ଏକା ସାଙ୍ଗରେ ସ୍ତ୍ରୀ’ଙ୍କ ସହ ପାଆନ୍ତି ପୂଜା
କୁହାଯାଏ ଯେ ଭଗବାନ ହନୁମାନ ଏପରି ଦେବତା ଯିଏ ଅମର ଅଟନ୍ତି । ହନୁମାନ ତାଙ୍କର ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ଆରାଧନାରେ କଟାଇ ଦେଇଥିଲେ । ତାଙ୍କର ବାଲ୍ୟଲୀଳା ବିଷୟରେ ସମସ୍ତେ ପ୍ରାୟତଃ ଜାଣନ୍ତି । ବର୍ତ୍ତମାନର…
ନାଗକୁ ହତ୍ୟା କରିଦେଲା ଯୁବକ, ଏହାପରେ ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗିନ
ନୂଆଦିଲ୍ଲୀ: ନାଗ-ନାଗୁଣୀଙ୍କୁ ନେଇ ଆପଣମାନେ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ । ମାତ୍ର ନିକଟରେ ଉତ୍ତରପ୍ରଦେଶରୁ ଯେଉଁ କାହାଣୀଟି ସାମ୍ନାକୁ ଆସିଛି ତାହା କୌଣସି ଫିଲ୍ମର ଷ୍ଟୋରୀ ଠାରୁ କମ୍ ନୁହେଁ । ନାଗର ମୃତ୍ୟୁର…
ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ
ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ…
ଆଉ ମହଙ୍ଗା ହେବନି ଖାଇବା ତେଲ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତେଲ ଦର ଲଗାତାର ବଢ଼ିବାରେ ଲାଗିଛି । ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…