Browsing Category
ଦେଶ
ଗାଁରେ ମିଳୁନାହିଁ ଜଳ, ପାଠପଢ଼ା ବନ୍ଦ କରି ୨ କିମି ଚାଲିଚାଲି ୪୦ ଫୁଟ ଗଭୀର କୂଅରୁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ଦିନ ଆସିଯାଇଥିବା ବେଳେ ଦେଶର ଅନେକ ସ୍ଥାନରେ ଏବେ ଆରମ୍ଭ ହୋଇଯାଇଛି ଜଳସଙ୍କଟ । ତେବେ ଏପରି ସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ଭୟଙ୍କର ଜଳ ସଙ୍କଟ ଖବର ଆସିଛି । ମହିଳାମାନେ ୪୦ ଫୁଟ…
ଭଗବାନ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚର ମୂର୍ତ୍ତି ଲୋକାର୍ପଣ କଲେ ପିଏମ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହନୁମାନ ଜୟନ୍ତୀ ଅବସରରେ ଗୁଜରାଟର ମୋରବିରେ ନିର୍ମିତ ୧୦୮ ଫୁଟ୍ ଉଚ୍ଚର ଭଗବାନ ହନୁମାନଙ୍କ ମୂର୍ତ୍ତିର ଅନାବରଣ କରିଛନ୍ତି। ଏହା ଭଗବାନ ହନୁମାନଙ୍କ…
ଚାଷୀଙ୍କ ଝିଅଙ୍କ ଶିକ୍ଷା ଉପରେ ନିଜ ଦରମା ଖର୍ଚ୍ଚ କରିବେ ହରଭଜନ, ଟୁଇଟ୍ କରି ଜଣାଇଲେ ଆପ୍ ସାଂସଦ
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ସ୍ପିନର ତଥା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂହ ବଡ ଘୋଷଣା କରିଛନ୍ତି। ନିଜ ବେତନ କୃଷକଙ୍କ ଝିଅଙ୍କ ଶିକ୍ଷା ଏବଂ କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ବୋଲି…
କଂଗ୍ରେସରେ ମିଶିବେ କି ପ୍ରଶାନ୍ତ କିଶୋର ? ଦିଲ୍ଲୀରେ ସୋନିଆ ଓ ରାହୁଲଙ୍କ ସହିତ ଚାଲିଛି ବୈଠକ
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ଯୋଗ ଦେବା ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ…
ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ: କୋଲକାତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ ଅଟେ । ସ୍ତନ ବିକଶିତ ହୋଇନଥିଲେ ମଧ୍ୟ ଏହାକୁ ଯୌନ ଶୋଷଣ ଭାବରେ ଗ୍ରହଣ କରାଯିବ ବୋଲି ୨୦୧୭ର ଏକ…
ମହାଶକ୍ତି ରୁଷିଆର ସମସ୍ତ ରଣକୌଶଳକୁ ପଣ୍ଡ କରିଛି ୟୁକ୍ରେନର ଶକ୍ତିଶାଳୀ ଡ୍ରୋନ୍! ଭବିଷ୍ୟତର ଯୁଦ୍ଧ ପାଇଁ ଡ୍ରୋନ କ୍ଷେତ୍ରରେ ଭାରତ କେତେ…
ନୂଆଦିଲ୍ଲୀ: ସମୟ ଥିଲା ନିଜର ସୈନ୍ୟ ଦମରେ ପ୍ରତ୍ୟେକ ଦେଶ ଯୁଦ୍ଧରେ ବିଜୟ ଲାଭ କରୁଥିଲେ । ମାତ୍ର ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବହୁତ ଆଗକୁ ଚାଲିଯାଇଛି । ଏବେ ମିସାଇଲ, ଲେଜର ଆଟାକ, ପରମାଣୁ ଆଦି ବିଭିନ୍ନ…
ଉପ ନିର୍ବାଚନରେ ବିଜେପିକୁ ଝଟକା: ଆରଜେଡି, ଟିଏମସି ଏବଂ କଂଗ୍ରେସ ଫାଇଦାରେ
ନୂଆଦିଲ୍ଲୀ: ଫଶ୍ଚିମବଙ୍ଗର ଆସନସୋଲ ଲୋକସଭା ଏବଂ ଚାରି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ ଝଟକା ଲାଗିଛି। ସେହି ପରି ବିହାରର ବୋଚହାନ ଆସନରେ ପ୍ରତିଦ୍ଵନ୍ଦ୍ଵୀ ଆରଜେଡି…
ଆଜି ଆକାଶରେ ଚମକିବ ‘ଗୋଲାପି ଜହ୍ନ’
ଭୁବନେଶ୍ବର (ଭାସ୍କର ନ୍ୟୁଜ୍) ଆଜି ଆକାଶରେ ଚମକିବ ‘ଗୋଲାପି ଚନ୍ଦ୍ର’ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ…
ପୁଣି ମାହାଙ୍ଗା ଘଟଣାର ପୁନରାବୃତ୍ତି: ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ଗୋଟିଏ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରାଯାଇଥିଲା । ବଡ଼ଭାଇର ପୂରା ପରିବାରକୁ ହତ୍ୟା କରିଥିଲା ସାନଭାଇ । ଘଟଣା ଘଟାଇବା…
ଆଶା ଭୋସଲେଙ୍କ ସାନ ପୁଅ ଅନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ: ବଲିଉଡର ସୁନାମଧନ୍ୟା କଣ୍ଠ ଶିଳ୍ପୀ ଆଶା ଭୋଁସଲେ ପୁଅ ଆନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘତ। ଦୁବାଇକ ଏକ ହସ୍ପିଟାଲରେ ଆଇସିୟୁରେ ହେଲେ ଭର୍ତ୍ତି। ତେବେ ଆନନ୍ଦଙ୍କ କିଛି ଦିନ ହେବ ସ୍ୱାସ୍ଥ୍ୟ ଖରାପ…