Browsing Category

ଦେଶ

୧୪ ବର୍ଷର ବାଳକକୁ ଚାପୁଡା ମାରିଲା ପୋଲିସ୍: CCTV ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଅଧିକାରୀ

ନୂଆଦିଲ୍ଲୀ: ଗୁଜରାଟରେ ଘଟିଯାଇଛି ଏକ ଅଘଟଣ । ଜଣେ ୧୪ ବର୍ଷର ବାଳକକୁ ପୋଲିସ ଅଧିକାରୀ ଚାପୁଡା ମାରିବାର ଭିଡିଓ ଭାଇରାଲ ହୋଇଛି । ଗୁଜରାଟର ଭଦୋଦରାରେ ଶନିବାର ଦିନ ଏହି ଘଟଣା ଘଟିଛି । ଶନିବାର ରାତି ୮.୪୫ ମିନିଟରେ…

ଛାଡପତ୍ର ପରେ ସ୍ତ୍ରୀ ଦେବ ସ୍ୱାମୀଙ୍କୁ ଭରଣପୋଷଣ ଅର୍ଥ, ଔରଙ୍ଗାବାଦ ହାଇକୋର୍ଟ ରାୟକୁ ବମ୍ବେ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: କୌଣସି ବିବାହ ବିଚ୍ଛେଦ ମାମଲାରେ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ସମସ୍ତଙ୍କର ନଜିର୍‌ ରହିଛି । କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା ପୁରା ଓଲଟା ।…

ଶ୍ରୀଲଙ୍କାରେ ଜରୁରୀ ପରସ୍ଥିତି: ମଧ୍ୟରାତ୍ରିରେ ଇସ୍ତଫା ଦେଲା ସମ୍ପୂର୍ଣ୍ଣ କ୍ୟାବିନେଟ

ନୂଆଦିଲ୍ଳୀ: ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବର୍ତ୍ତମାନ ଗଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି । ଏହା ମଧ୍ୟରେ ଅର୍ଥନୈତିକ ସଙ୍କଟ ସହିତ ରାଜନୈତିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏକା ସାଥୀରେ ସମ୍ପୂର୍ଣ୍ଣ…

ପ୍ରେମରେ ଅସଫଳ ହେବାରୁ ଜୀବନ ହାରିଲା ପ୍ରେମିକା, ରକ୍ତରେ ଲେଖାଥିବା ସୁଇସାଇଡ୍ ନୋଟ୍ ଜବତ

ନୂଆଦିଲ୍ଲୀ: ପ୍ରେମରେ ଅସଫଳ ହେବା ପରେ ଆତ୍ମହତ୍ୟାର ଏକ ମାମଲା ଇନ୍ଦୌରରୁ ଆସିଛି । ଜଣେ ଯୁବତୀ ରକ୍ତରେ ସୁଇସାଇଡ୍ ନୋଟ୍ ଛାଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରେମ ସମ୍ବନ୍ଧିତ ଏହି ସୁଇସାଇଡ୍ ନୋଟରେ ଲେଖାରହିଛି…

ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର: ରେଳଯାତ୍ରା ପାଇଁ ଏଣିକି ଆଗ ଟିକେଟ୍‌, ପରେ ଦେବେ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର । ଏଣିକି ଆଗ ଟିକେଟ୍‌, ପରେ ଅର୍ଥ ପୈଠ । ଏଣିକି ରେଳଯାତ୍ରା କଲେ ପ୍ରଥମେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ ଯାତ୍ରୀ ।…

ଆନ୍ଧ୍ରରେ ସୃଷ୍ଟି ହେଲା ଆଉ ୧୩ ନୂଆ ଜିଲ୍ଲା, ସଂଖ୍ୟା ୨୬କୁ ବୃଦ୍ଧି: ଆଜି ଉଦ୍‌ଘାଟନ କରିବେ ମୁଖମନ୍ତ୍ରୀ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶର ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇ ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଉକ୍ତ ନୂଆ ଜିଲ୍ଲାଗୁଡ଼ିକୁ ଉଦ୍‌ଘାଟନ କରିବେ…

‘କଶ୍ମୀରୀ ପଣ୍ଡିତ ଶୀଘ୍ର କାଶ୍ମୀରରେ ନିଜ ଘରକୁ ଫେରିବେ, ସଂକଳ୍ପ ପୂରା କରିବାର ସମୟ ଆସି ଯାଇଛି’: ମୋହନ ଭାଗବତ

ଜାମ୍ମୁ: ଗତ କିଛି ସମୟ ହେବ ଦେଶରେ କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ପ୍ରମୁଖ ମୋହନ ଭାଗବତ କହିଛନ୍ତି କଶ୍ମୀରୀ ପଣ୍ଡିତ ଶୀଘ୍ର କଶ୍ମୀରରେ ନିଜ ଘରକୁ ଫେରିବେ।…

ମସଜିଦ ସାମ୍ନାରେ ଲାଉଡସ୍ପିକରରେ ହେଉଛି ହନୁମାନ ଚାଳିସା ପାଠ, ମସଜିଦରେ ଜୋରରେ ନମାଜ ପଢ଼ିବାକୁ ବିରୋଧ

କର୍ଣ୍ଣାଟକରେ  ହିଜାବ, ଝଟକା-ହଲାଲ ମାଂସର ବିରୋଧ ପରେ ଏବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଉଡସ୍ପିକର ଦ୍ୱାରା ନମାଜ ପଢ଼ିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲାଉଡସ୍ପିକରରେ ନମାଜ ପଢ଼ିବାକୁ ନେଇ…

ନାସିକରେ ବଡ ଟ୍ରେନ ଦୁର୍ଘଟଣା: ପବନ ଏକ୍ସପ୍ରେସର ୧୦ ବଗି ଲାଇନଚ୍ୟୁତ ହେବା ପରେ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଘଟିଯାଇଛି ଏକ ବଡ ଧରଣର ରେଳ ଦୁର୍ଘଟଣା । ନାସିକ ନିକଯରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ବିହାର ଯିବା ବାଟରେ ଲୋକମାନ୍ୟ ତିଲକ-ଜୟନଗର…

କମୁଛି ବେରୋଜଗାରୀ ସଂଖ୍ୟା: ବେକାରୀ ସମସ୍ୟାରେ ସମାଧାନ ଆଣିବାରେ ସଫଳ ହୋଇଛି ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ: ଭାରତରେ ସବୁଠୁ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି ବେକାରୀ ସମସ୍ୟା । ଦିନକୁ ଦିନ ଏହି ସମସ୍ୟାରେ ଅଭିବୃଦ୍ଧି ଘଟିଚାଲିଛି । କିନ୍ତୁ ଏହି ସମୟରେ କର୍ଣ୍ଣାଟକ ଏବଂ ଗୁଜୁରାଟରେ ବେକାରୀ ସମସ୍ୟା ହାରରେ ସାମାନ୍ୟ…