Browsing Category
ଦେଶ
କୋଭିଡ ଆକ୍ଟିଭ କେସରେ ଟପ୍ ଟେନରେ ଓଡ଼ିଶା: ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଟପ୍ ଟେନ ଆକ୍ଟିଭ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ଥିବା ସୂଚନା । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଥିବା ନେଇ କହିଛନ୍ତି…
୫ଜି ଟେଷ୍ଟିଂ: ଆମେରିକାକୁ ପୁଣି ଉଡ଼ାଣ ଆରମ୍ଭ କଲା ଏୟାର ଇଣ୍ଡିଆ
ଆମେରିକାରେ ୫ ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବା ପରେ ଏହାର ରେଡିଏସନ ଯୋଗୁଁ ଆମେରିକାକୁ ବିମାନ ଉଡ଼ାଣ ବନ୍ଦ ନିଷ୍ପତ୍ତି ନେଇଥିଲା ଏୟାର ଇଣ୍ଡିଆ । ବୁଧବାର ଏୟାର ଇଣ୍ଡିଆ ଭାରତ-ଆମେରିକା ରୁଟରେ ୧୪ ଉଡ଼ାଣ ରଦ୍ଦ କରିଥିଲେ…
ଧର୍ମ ପରିବର୍ତ୍ତନ ପାଇଁ ଚାପ ପକେଇଲେ: ଆତ୍ମହତ୍ୟା କଲେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ, ୱାର୍ଡେନ୍ ଗିରଫ
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା କାରଣରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ ୱାର୍ଡେନ୍ ଧର୍ମ ପରିବର୍ତ୍ତନ ପାଇଁ ନିର୍ଯାତନା ଦେବା କାରଣରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଜଣଙ୍କ ଆତ୍ମହତ୍ୟା…
ସୁରକ୍ଷା ବଳଙ୍କୁ ବଡ ସଫଳତା: ଦାନ୍ତେୱାଡେରେ ଟଳିଲେ ମାଓବାଦୀ
ମାଲକାନଗିରି (ଓଡ଼ିଶା ଭାସ୍କର): ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ । କଟେକଲ୍ୟାଣ…
ଏବେ ଘରେ ରଖିପାରିବେ ୪ ପେଟି ବିୟର୍, ୨୪ ବୋତଲ ମଦ; ଏହି ରାଜ୍ୟରେ ଲାଗୁ ହେଲା ନୂଆ ନିୟମ
ନୂଆଦିଲ୍ଲୀ: ୨୦୨୧-୨୨ (ଏଫୱାଇ୨୨) ଆର୍ଥିକ ବର୍ଷର ଶେଷ ପାଇଁ ଆଉ ମାତ୍ର କିଛି ବାକି ଅଛି । ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଅନେକ ନିୟମ ପରିବର୍ତ୍ତନ କରାଯାଏ । ରାଜ୍ୟ ସରକାର ସାଧାରଣତଃ ପ୍ରତ୍ୟେକ ଆର୍ଥିକ…
ଗଣତନ୍ତ୍ର ଦିବସ ଦିନ ଇଣ୍ଡିଆ ଗେଟ୍ ଓ ଲାଲକିଲ୍ଲା ଉପରେ କାର୍ ବମ୍ ଦ୍ୱାରା ଆତଙ୍କୀ ଆକ୍ରମଣ ଆଶଙ୍କା; ଆଲର୍ଟ ଜାରି
ନୂଆଦିଲ୍ଲୀ: ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ହମଲାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ଦିଲ୍ଲୀ ପୋଲିସ୍ ଗଣତନ୍ତ୍ର ଦିବସ…
ୟୁପି ନିର୍ବାଚନ ୨୦୨୨: ଯୋଗୀଙ୍କୁ ଟକ୍କର୍ ଦେବେ ଚନ୍ଦ୍ରଶେଖର ଆଜାଦ୍, ଗୋରଖପୁର ସଦର ଆସନରୁ କରିବେ ପ୍ରତିଦ୍ୱନ୍ଦିତା
ଗୋରଖପୁର: ଉତ୍ତରପ୍ରଦେଶ (ୟୁପି ନିର୍ବାଚନ ୨୦୨୨) ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଗୋରଖପୁର ସଦର ଆସନରୁ ଏକ ବଡ଼ ରାଜନୈତିକ ଲଢ଼େଇ ଦେଖିବାକୁ ମିଳେ । ଭୀମ ଆର୍ମିର ପ୍ରତିଷ୍ଠାତା ତଥା ଆଜାଦ ସମାଜ ପାର୍ଟିର…
ମଦ ପିଇବାକୁ ରୋକିବାରୁ ପତ୍ନୀ ଉପରେ ଏସିଡ୍ ଫୋପାଡ଼ିଦେଲା ସ୍ୱାମୀ, ଟିଫିନରେ ଆଣିଥିଲା ଏସିଡ୍
ନୂଆଦିଲ୍ଲୀ: ଲଗାତର ମଦ୍ୟପାନ କରୁଥିବାରୁ ଜଣେ ବ୍ୟକ୍ତିର ପତ୍ନୀ ତାଙ୍କୁ ରୋକୁଥିଲେ । ଏଥିରେ ଅତିଷ୍ଠ ହୋଇ ଉକ୍ତ ବ୍ୟକ୍ତି ନିଜ ପତ୍ନୀ ଉପରେ ଏସିଡ୍ ଫୋପାଡ଼ି ଦେଇଛି । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।…
ଅରୁଣାଚଳ ପ୍ରଦେଶରେ ପଶି ୧୭ ବର୍ଷିୟ ଯୁବକଙ୍କୁ ଅପହରଣ କଲା ଚୀନ୍, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଏକ ବଡ଼ କାଣ୍ଡ କରିଛନ୍ତି । ଚୀନ୍ ଲାଗାତାର ଭାବେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଅଂଶକୁ ନିଜର ବୋଲି ଦାବି…
୨ ଡୋଜ୍ ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଏ ଓମିକ୍ରନର ଏହି ବଡ଼ ଲକ୍ଷଣ, ହୋଇଯାଆନ୍ତୁ ସତର୍କ
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ବିରୋଧରେ ଭାକସିନ୍ କୁ ବଡ଼ ଅସ୍ତ୍ର ଭାବରେ ଗ୍ରହଣ କରାଯାଇଛି । ହେଲେ କୋଭିଡ୍ ଭାକସିନ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ବର୍ତ୍ତମାନ ଟିକାର ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମଧ୍ୟ…