Browsing Category

ଦେଶ

ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହେଲେ ୪ ପଡୋଶୀ ଦେଶର ଟପ୍ କମାଣ୍ଡର

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ । ତାଙ୍କର ଶେଷ କୃତ୍ୟରେ ହଜାର ସଂଖ୍ୟକ ଲୋକ ସାମିଲ୍ ହୋଇଛନ୍ତି । କାମକାଜ ମାର୍ଗରୁ ଆରମ୍ଭ ହୋଇଥିବା ତାଙ୍କର…

ପଞ୍ଚଭୂତରେ ବୀଲିନ ହେଲେ CDS ବିପିନ ରାୱତ

ନୂଆଦିଲ୍ଲୀ: ଚପର କ୍ରାସରେ ପ୍ରାଣ ହରାଇଥିବା ଭାରତର ସେନା ପ୍ରମୁଖ(ସିଡିଏସ୍)ଙ୍କ ଅନ୍ତିମ ସଂସ୍କାର ସମାପ୍ତ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କର ମଧ୍ୟ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ…

ଦେଶରେ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ଲବ୍ ଅଗ୍ରୱାଲ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟ୍ ରେ ଓମିକ୍ରନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଯୁଗ୍ମ ସଚିବ କହିଛନ୍ତି…

ଆପଣଙ୍କ ନାମରେ ରହିଛି କି ଏକାଧିକ ସିମ୍; ଜାଣନ୍ତୁ କଣ ରହିଛି TRAI ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପ୍ରାୟ ସବୁ ପ୍ରକାର ଫୋନରେ ଡୁଆଲ୍ ସିମ ବ୍ୟବସ୍ଥା ରହିଛି । ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ନିଜ ନାମରେ ଏକାଧିକ ସିମ କାର୍ଡ କିଣୁଛନ୍ତି । ଏଭଳି କିଛି ଲୋକ ଅଛନ୍ତି…

ସାବଧାନ୍! ଆଧାର ଅପଡେଟ କରୁଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ବାତିଲ୍ ହେବ ନାଁ ଓ ଜନ୍ମତିଥି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରରେ ପରିଣତ ହୋଇଛି । ଆଜିର ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟ ଆଧାର କାର୍ଡ ବିନା ହୋଇପାରିବ ନାହିଁ । ପିଲାମାନଙ୍କର ସ୍କୁଲ ଆଡମିଶନ…

(See Video) ଏଇଟା ପୋଲିସ ନା ରାକ୍ଷସ? ଛୋଟ ଛୁଆକୁ ବି ଗାଈଗୋରୁ ପରି ପିଟୁଛି: ଭିଡିଓ ଭାଇରାଲ୍ ପରେ ପୋଲିସ ବାବୁ ସସପେଣ୍ଡ

ନୂଆଦିଲ୍ଲୀ: ପୋଲିସ ଯେ ଏତେ ତଳକୁ ଖସିପାରେ, ତା’ର ଏକ ନଗ୍ନଚିତ୍ର ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଛୋଟ ଛୁଆକୁ ଧରିଥିବା ଅବସ୍ଥାରେ ପଶୁସମ ପୋଲିସ ବାବୁ ଗାଈଗୋରୁ ପରି ପ୍ରହାର କରୁଛି । ଏପରିକି…

ସ୍ଥଳସେନା ମୁଖ୍ୟ ନରୱଣେ ହୋଇପାରନ୍ତି ଦେଶର ପରବର୍ତ୍ତୀ CDS

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ ଦେଶର ଅପୂରଣୀୟ କ୍ଷତି ଘଟାଇଛି । ତେବେ ପ୍ରତିରକ୍ଷା ବିଭାଗ ଦେଶର ସବୁଠାରୁ…

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ…

ସଦନରେ ଓଡ଼ିଆ ଭାଷାରେ ନିଜ କଥା ରଖିଲେ ସାଂସଦ ପ୍ରମିଳା ବିଶୋୟୀ, ପ୍ରଶଂସା କଲେ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଶୁନ୍ୟକାଳରେ ବିଜେଡ଼ିର ମହିଳା ସାଂସଦ ପ୍ରମିଳା ବିଶୋୟୀଙ୍କ ପାଇଁ ପ୍ରଥମଥର ଜୋରଦାର ତାଳି ବାଜିଥିଲା ଓ ଅଧ୍ୟକ୍ଷ ଓମ୍‌ ବିର୍ଲା ତାଙ୍କର ପ୍ରଶଂସା କରି କରିଥିଲେ । ଶୂନ୍ୟକାଳରେ ଶ୍ରୀ…

ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି…