Browsing Category

ଦେଶ

ଆଜି ମିଳିବ ପିଏମ୍‌- କିଷାନର ପରବର୍ତ୍ତୀ କିସ୍ତି, ୯.୫ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତକୁ ଯିବ ଏହି ଅର୍ଥ

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର…

ସୋମବାର UNSCର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ସାମୁଦ୍ରିକ ସୁରକ୍ଷା ଉପରେ ହେବ ଆଲୋଚନା

ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ‘ସାମୁଦ୍ରିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା'…

ମୋଦୀଙ୍କ ବୈଠକରେ ଯୋଗ ଦେବେ ପୁତିନ ଓ ଅନ୍ୟ ବିଶ୍ୱ ନେତା

ନୂଆଦିଲ୍ଳୀ: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ଅସ୍ଥାୟୀ ସୁରକ୍ଷା ପରିଷଦ(ୟୁଏନଏସସି)ର ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଏହି ବୈଠକରେ…

ସୋମବାର ମିଳିବ ପିଏମ କିଷାନ ଟଙ୍କା; ୯.୭୫ କୋଟି ପରିବାର ହେବେ ଉପକୃତ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ସୋମବାର ଦେଶର ୯.୭୫ କୋଟି କୃଷକ ପରିବାରକୁ ମିଳିବ ପିଏମ-କିଷାନ ଟଙ୍କା । ଭିସି ଜରିଆରେ ଯୋଜନାର ପରବର୍ତ୍ତୀ କିସ୍ତି ପ୍ରଦାନ କରିବେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ବର୍ଷେ ଯାଏଁ ମାଗଣାରେ ଉଡ଼ିବେ ନୀରଜ; ସୁନାପୁଅକୁ ମିଳିଲା ଅଫର୍

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କୁ ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏକ ବଡ଼ ଉପହାର ଦେଇଛି । ଇଣ୍ଡିଗୋ କମ୍ପାନୀ…

NAMSର ମେମ୍ବର ହେଲେ SUM ପ୍ରଫେସର, ଜାଣନ୍ତୁ କିଏ….

ଓଡ଼ିଶା ଭାସ୍କର ବ୍ୟୁରୋ:  ନାସନାଲ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସେସ (ନାମ୍ସ)ର ସଦସ୍ୟ ହୋଇଛନ୍ତି ସମ୍ ହସପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ। ଫଳରେ ଓଡ଼ିଶା ଲାଗି ଆଉ ଏକ…

ଡାନ୍ସରେ ହୃଦୟ ଜିତୁଛନ୍ତି ପୋଲିସ ଯବାନ, ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ

ମୁମ୍ବାଇ ପୋଲିସର ୩୮ ବର୍ଷୀୟ ପୋଲିସକର୍ମୀ ଅମୋଲ ଯଶବନ୍ତ କାମ୍ବଲେ ନିଜର ଡାନ୍ସ ଭିଡିଓ ପାଇଁ ଏବେ ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ । ସୋସିଆଲ ମିଡିଆରେ ମିଳିଛି ତାଙ୍କୁ ନୂଆ ପରିଚୟ । ଆଉ ତାଙ୍କର ଡାନ୍ସ ଭିଡିଓ…

ଦେଶଭକ୍ତି ଭରା ୨୦ଟି ହିନ୍ଦୀ ଗୀତ, ଶୁଣି ଶୁଣାନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଦେଶ ସ୍ୱାଧୀନତାର ଗାଥା ଓ ବ୍ୟଥାକୁ ନେଇ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେହିପରି ଅନେକ ଦେଶାତ୍ମବୋଧକ ଗୀତ-ସଂଗୀତ ମନପ୍ରାଣକୁ ଉଲ୍ଲସିତ କରିଥାଏ । ବ୍ରିଟିଶ୍ ଶାସନ କାଳର କରୁଣ ଦୃଶ୍ୟ ଓ…

୧ ମିନିଟ୍ ଭିତରେ କଣ କଣ ହୁଏ ଇଣ୍ଟରନେଟରେ? ୪.୧ କୋଟି ହ୍ୱାଟସଆପ୍ ମେସେଜ୍, ୧୮ କୋଟି ଇମେଲ୍, ୩୮ ଗୁଗୁଲ ସର୍ଚ୍ଚ ଆହୁରି ଅନେକ କିଛି

ନୂଆଦିଲ୍ଲୀ: ଆପଣ ମାନେ ମୋବାଇଲ୍ ଫୋନ୍ ବିନା କେତେ ସମୟ ରହିପାରିବେ? ବୋଧ ହୁଏ କିଛି ଘଣ୍ଟା ମାତ୍ର । କାରଣ ଆଜିକା ସମୟରେ ମୋବାଇଲ୍ ଠାରୁ ଆମେ ଦୂରେଇ ରହିପାରୁନେ । ଆଉ ଇଣ୍ଟରନେଟ୍ ସହିତ ଆମେ ପୂରା ଦୁନିଆକୁ ନିଜ ହାତ…

ହ୍ୟାକର କଦାପି ଚୋରି କରିପାରିବ ନାହିଁ ଆପଣଙ୍କର ଅନଲାଇନ୍ ତଥ୍ୟ, ଏହି ୪ଟି କଥାକୁ ସର୍ବଦା ଧ୍ୟାନ ରଖନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଯେତିକି ଯେତିକି ଆଗକୁ ବଢ଼ୁଛି, ସେହି ମାତ୍ରାରେ ଠକାମି ମଧ୍ୟ ବଢ଼ିଚାଲିଛି । ସାଧାରଣ ଲୋକଙ୍କର ଅନଲାଇନ ଉପରେ ଜ୍ଞାନର ଅଭାବ ହିଁ ଏହି ଠକାମି ପଛର ଅସଲ କାରଣ । ଯଦି ଲୋକମାନେ ଅନଲାଇନ୍…