Browsing Category

ଦେଶ

ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର…

ମୋଦୀଙ୍କ କ୍ୟାବିନେଟର ସବୁଠୁ ଗରିବ ମନ୍ତ୍ରୀ, ରହିଛି କେବଳ ୧୦ ଲକ୍ଷର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ସଂପ୍ରସାରଣ କରିବା ସହ ୪୩ ସାଂସଦ ମନ୍ତ୍ରୀ ହୋଇଛନ୍ତି  । ମନ୍ତ୍ରୀପରିଷଦରେ ୩୬ ନୂଆ ମୁହଁ ସାମିଲ କରାଯାଇଛି । ଯେଉଁଥିରେ ୧୫ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮…

କଳିଯୁଗର ପତ୍ନୀ! ସ୍ୱାମୀଙ୍କୁ ମୃତ କହି ବୀମା କମ୍ପାନୀକୁ ଲଗାଇଲେ ୧୮ ଲକ୍ଷର ଚୂନ

ଅହମ୍ମଦାବାଦ: କଳିଯୁଗରେ ଟଙ୍କା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । କିଏ ନିଜ ସ୍ୱାମୀଙ୍କୁ ଭାଇ କରିଦେଉଛି ତ ଆଉ କିଏ ମୃତ କହି ଟଙ୍କା ଲୁଟୁଛି । ସେହିପରି ଏକ ମାମଲା ଗୁଜରାଟର ଅହମ୍ମଦାବାଦରୁ ଆସିଛି,…

ମଦ ଦୋକାନ ଖୋଲିବାରୁ ରେସ୍ତୋରାଁ ମାଲିକ ଖୁସି ହୋଇ ମନ୍ତ୍ରୀଙ୍କ ଫଟୋର ଉତାରିଲେ ଆଳତୀ

ଚନ୍ଦ୍ରପୁର: କରୋନା ମହାମାରୀର ପ୍ରକୋପ କମିବାରୁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରେସ୍ତୋରାଁଗୁଡିକ ପୁଣି ଥରେ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କଲେ । ମଦ ଉପରୁ ବି କଟକଣା ହଟାଇଲେ । ରେସ୍ତୋରାଁ ଖୋଲିବାରୁ…

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍ ସହ ୪ ଗିରଫ; ପାକିସ୍ତାନୀ ଲିଙ୍କ ସନ୍ଦେହ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି…

ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି କରୋନା, ୮୦% ପ୍ରତିଶତ ଲୋକଙ୍କଠାରେ ଦେଖାଯାଉଛି ଲକ୍ଷଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥାଏ । ବୈଜ୍ଞାନିକ ଅଧ୍ୟୟନରୁ ଏହାର ନୂଆ ସମସ୍ୟା ସାମ୍ନାକୁ ଆସିବାରେ ଲାଗିଛି । ପ୍ରତିଷ୍ଠିତ ପତ୍ରିକା ନେଚରରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ…

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି! ଜାଣନ୍ତୁ କେଉଁଠି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ନିୟମ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ର ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଖୁବ ଶୀଘ୍ର ଆୟୋଗ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନନ୍ତନାଗ: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳକୁ ବଡ ସଫଳତା । ଅନନ୍ତନାଗ ଜିଲ୍ଲାରେ ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଜାରି ରହିଥିବା ଏନକାଉଣ୍ଟରରେ ଭାରତୀୟ ଯବାନ ୨ ଆତଙ୍କୀଙ୍କୁ…

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ: ଦେଖନ୍ତୁ ଭାଇରାଲ ଭିଡିଓ

ବେଙ୍ଗାଲୁରୁ: ନିଜର ବିବାଦୀୟ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ତେବେ ଏଥର ନିଜର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି ଶିବକୁମାର । କର୍ମୀ ଜଣଙ୍କୁ…

ଏହି ରାଜ୍ୟରେ ଏକ ସପ୍ତାହ ବଢିଲା ଲକଡାଉନ୍: ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା

ଚେନ୍ନାଇ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୪୨ ହଜାରରେ ପହଞ୍ଚିଥିଲେ ମଧ୍ୟ ଲକଡାଉନ ବନ୍ଦ ହେବାର ନାମ ନେଉନାହିଁ । ତାମିଲନାଡୁ ସରକାର ଶନିବାର ଲକଡାଉନକୁ ଏକ ସପ୍ତାହ ବଢାଇ ଦେଇଛନ୍ତି । ଶନିବାର ତାମିଲନାଡୁ…