Browsing Category

ଦେଶ

ଅଭିନେତ୍ରୀ କ୍ରିତି ସାନନଙ୍କୁ କରୋନା

ମୁମ୍ବାଇ ୮/୧୨: ଦେଶରେ କରୋନା ଭାଇରସ  ର ପ୍ରକୋପ ବଢ଼ିବାରେ ଲାଗିଛି।ନିକଟରେ ଅନେକ ଅଭିନେତା ଓ ଅଭିନେତ୍ରୀ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ଏବେ  ଅଭିନେତ୍ରୀ  କୃତି ସାନନ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।…

୨୦୨୧ ସୁଦ୍ଧା ୫ଜି: ପିଏମ୍

ନୂଆଦିଲ୍ଲୀ, ୮ା୧୨: ସ୍ୱଦେଶୀ ଜ୍ଞାନ କୌଶଳରେ ଆଧାରିତ ୫ଜି ୨୦୨୧ରେ ଭାରତରେ ଉପଲବ୍ଧ ହେବ । ଏନେଇ ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ପ୍ରଦାନ କରିଛନ୍ତି । ଏହାଫଳରେ ଭାରତ…

କେଜରିୱାଲ ଗୃହବନ୍ଦୀ!

ନୂଆଦିଲ୍ଲୀ,୮ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅରବିନ୍ଦଙ୍କୁ ଗୃହବନ୍ଦୀ କରିଥିବା ଆପ୍ ଅଭିଯୋଗ କରିଛି । ଏନେଇ ଆମ୍ ଆଦମୀ ପାର୍ଟି…

ଦିନକରେ ଦେଶରେ କରୋନାରେ ୩୮୫ ମୃତ

ନୂଆଦିଲ୍ଲୀ, ୮ା୧୨ (ଓଡିଶା ଭାସ୍କର): ଦେଶରେ କରୋନାରେ ଦିନକରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ହଜାର ୫୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ଓ ସକ୍ରିୟ ଆକ୍ରାନ୍ତ ୩…

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବନ୍ଦ ପାଳନର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ…

ଅନ୍ୟ ଉପରେ ଭରସା କଲେ ବଢିଥାଏ ବୟସ

ଅନ୍ୟ ଉପରେ ବିଶେଷ କରି ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ଆପଣ ଅଧିକ ସମୟ ବଞ୍ଚିପାରିବେ । ଆମେରିକୀୟ ବୈଜ୍ଞାନିକଙ୍କ ମତରେ, ଅଜଣା ଲୋକଙ୍କୁ ଉପରେ ଭରସା କରିବା ଦ୍ୱାରା ଭୟ ସୃଷ୍ଟି ହୁଏ ନାହିଁ, ଯାହାକି…

ବଡ ଖବର : ଏଥର ହେବନି ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର,୭ ।୧୨: ମହାମାରୀ କରୋନା ହେତୁ ହେବନି ୟୁଜି, ପିଜି ପରୀକ୍ଷା । କରୋନା ମହାମାରୀ ହେତୁ ଏବେ ଅନଲାଇନ ପାଠପଢା ଚାଲିଛିି ହେଲେ ସବୁ ପିଲା ସୁବିଧା ପାଇନାହାନ୍ତି । ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା…

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି ।  ଏହା  କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ …

ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା ହେବ ଆଉ କଣ ବନ୍ଦ ରହିବ

ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି । ଡିସେମ୍ବର ୯ରେ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ବସିବାକୁ…