Browsing Category

ଦେଶ

Facebook ସର୍ଭର ଡାଉନ୍ ଷଡଯନ୍ତ୍ର ଗୁମର ଖୋଲିବା କାଳ ହେଲା; ସତ କହି ସୁରକ୍ଷା ଚାହୁଁଛନ୍ତି ମହିଳା ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ପ୍ରାୟ ୭ ଘଣ୍ଟା ଧରି ଡାଉନ୍ ରହିଥିଲା । ଏହି ୩ କମ୍ପାନୀର ମାଲିକ ମାର୍କ ଜୁକରବର୍ଗ ଏହି ସମୟ…

ବଡ଼ ଖବର: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ

ସୀତାପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡର ପୀଡିତାଙ୍କୁ ଦେଖାକରିବାକୁ ପହଞ୍ଚିଥିବା କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ନୁହେଁ, ବରଂ ଗିରଫ କରାଯାଇଛି ।…

Horn ଜାଗାରେ ଶୁଣିବାକୁ ମିଳିବ ମଧୁର ଭାରତୀୟ ସଙ୍ଗୀତ! ଆସୁଛି ନୂଆ ଯୋଜନା, ନୀତିନ୍ ଗଡକରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଏକ ନୁତନ ଯୋଜନା ଆଣିବାକୁ ଯାଉଛନ୍ତି । ଯାହା ଆଧାରରେ ଗାଡ଼ି ଗୁଡ଼ିକର ହର୍ଣ୍ଣରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ବ୍ୟବହାର କରାଯିବ । ନାସିକ୍ ର ଏକ ରାଜପଥର…

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ଏତିକି ଟଙ୍କା, ମୋଦୀ ସରକାରଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା ପାଇଁ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବାର ଏକ ଘଣ୍ଟା ମଧ୍ୟରେ ପୀଡିତଙ୍କୁ ଡାକ୍ତରଖାନାକୁ ନେଇଥିବା ବ୍ୟକ୍ତିଙ୍କୁ…

ଦେଶ ଭିତରେ ସେ ଦେବାଳିଆ କିନ୍ତୁ ବିଦେଶରେ ଖୋଲିଛନ୍ତି ୧୮ଟି କମ୍ପାନୀ, Pandora Papers ଖୋଲିଲା ଅନିଲ ଅମ୍ବାନିଙ୍କ ସିକ୍ରେଟ୍ ରାଜ୍

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଖୋଲିଦେଇଛି ଅନିଲ ଅମ୍ବାନୀଙ୍କର ଅସଲ ମୁଖା । ଯେଉଁ ଅନିଲ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିକା ବୋଲି ଘୋଷଣା କରିଥିଲେ, ତାଙ୍କ ପାଖରେ ୧୮ଟି ବିଦେଶୀ କମ୍ପାନୀ ଥିବା ରିପୋର୍ଟରୁ ସ୍ପଷ୍ଟ…

ଲଖୀମପୁର ହିଂସା: ଆସିଲା ମୃତ କୃଷକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ହୋଇଥିବା ହିଂସାକୁ ନେଇ ଏବେ ତେଜିଛି ରାଜନୀତି । ଏହାରି ମଧ୍ୟରେ ହିଂସାରେ ମୃତ କୃଷକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଗୁଳିରେ କୌଣସି କୃଷକଙ୍କ ମୃତ୍ୟୁ ହୋଇନଥିବା…

କେଉଁ କାରଣରୁ ଠପ୍ ହୋଇଥିଲା ଫେସବୁକ୍, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍? କମ୍ପାନୀ କହିଲା କାରଣ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପ୍ଲାଟଫର୍ମ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ସାରା ବିଶ୍ୱରେ ବନ୍ଦ ହୋଇଯାଇଥିଲା । ଯାହାଫଳରେ କୋଟି କୋଟି ୟୁଜର୍ସ ଅନେକ ସମସ୍ୟା ଦେଇ ଗତି…

ଲଖୀମପୁର ହିଂସା: କଂଗ୍ରେସ-AAPର ନେତା ସେୟାର କଲେ ଦୁର୍ଘଟଣାର ଭିଡିଓ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ…

ଯେସାକୁ ତେସା: ୧୦ ଦିନିଆ ବାଧ୍ୟତାମୁଳକ କ୍ୱାରେଣ୍ଟାଇନକୁ ଗଲେ ବ୍ରିଟେନରୁ ଆସିଥିବା ୭୦୦ ଯାତ୍ରୀ

ନୂଆଦିଲ୍ଲୀ: ବ୍ରିଟେନକୁ ଯାଉଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ରହିଥିବା ପ୍ରତିବନ୍ଧକରେ ଯେସାକୁ ତେସା ନୀତି ଆପଣାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଲଣ୍ଡନରୁ ଆସିଥିବା ୭୦୦ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ପରେ…

ଆର୍ଯ୍ୟନଙ୍କ ପାଖରୁ ମିଳିଲାନି ଡ୍ରଗ୍ସ: ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସୋମବାର ଦିନ ଅଦାଲତକୁ କହିଛନ୍ତି ଯେ, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ । ତେବେ ଆର୍ଯ୍ୟନଙ୍କୁ ରବିବାର ଦିନ ବିଳମ୍ବିତ ରାତିରେ…