Browsing Category

ଦେଶ

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଆଜି ଭାରତୀୟ ଜନତା ପାଟି(ବିଜେପି)ରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଜିତିନ୍ ।…

ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ବଡ ହସ୍ତୀ, ଏହି କଂଗ୍ରେସ ନେତାଙ୍କୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାର୍ଟିକୁ ଲାଗିପାରେ ବଡ ଝଟକା । ବିଜେପି ସାଂସଦ ତଥା ମୁଖପାତ୍ର ଅନିଲ ବଲୁନି ବୁଧବାର ଟ୍ୱିଟ୍ କରି ଜାତୀୟ ରାଜନୀତିରେ ଚହଳ ପକାଇଛନ୍ତି…

ବିଗିଡିଲା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ଗୁରୁଗ୍ରାମ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଛି । ଫଳରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ମୌସୁମୀ ଛୁଇଁଲା ପରେ… ଉବୁଟୁବୁ ହେଉଛି ମୁମ୍ବାଇ

ମୁମ୍ବାଇ: କେବେ ଆସିବ ମୌସୁମୀ... ଚଳିତ ବର୍ଷ ବିଳମ୍ବ ହେବ ବୋଲି ପୂର୍ବରୁ ଜଣାପଡ଼ିଥିଲା । କିନ୍ତୁ ମୌସୁମୀ ଆସୁ ଆସୁ ମୁମ୍ବାଇ ଅବସ୍ଥା ସାଂଘାତିକ । ଉବୁଟୁବୁ ହେଉଛି ଅନେକ ଅଞ୍ଚଳ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର…

ବିଶ୍ୱର ସବୁଠାରୁ ପ୍ରସିଦ୍ଧ ୫ଟି ବଡ଼ ଓ ସୁନ୍ଦର ଆକ୍ୱାରିୟମ୍

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ସେହିପରି ସାଧାରଣ ଭାବେ ଆକର୍ଷଣ କରୁଥିବା ଆକ୍ୱାରିୟମ ବିଷୟରେ ବିଚାର କରନ୍ତୁ । ଚାଲନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ଼ ଓ…

ମେହୁଲ ଚୋକସି ମାମଲାରେ ଭାରତର ପକ୍ଷ ରଖିବେ ହରିଶ ସାଲଭେ, ସରକାରଙ୍କ ସହ ଚାଲିଛି ବିଚାର ବିମର୍ଶ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ନେଇ ପ୍ରୟାସ ଜାରି ରହିଛି । ଏବେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ…

ମୋବାଇଲ୍ ଆପରେ ଠକିନେଲେ ୨୫୦ କୋଟି: ୧୫ ଦିନରେ ପଇସା ଡବଲ୍ ଥିଲା ବାହାନା, ୫୦ ଲକ୍ଷ ଲୋକ କରିସାରିଥିଲେ ଡାଉନଲୋଡ୍, ଜାଣନ୍ତୁ ଆହୁରି ଅନେକ…

ଡେରାଡୁନ: ଦେଶର ଏକ ବଡ଼ଧରଣର ଠକାମି ଘଟଣା ଡେରାଡୁନରୁ ଆସିଛି । ମୋବାଇଲ ଆପରେ ସାଧାରଣଲୋକଙ୍କୁ ୨୫୦ କୋଟି ଟଙ୍କାର ଚୁନା ଲଗାଇଛନ୍ତି ଠକମାନେ । ଏହି ଆପକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଥିଲେ । ଉତ୍ତରାଖଣ୍ଡ…

ସରକାରୀ କେନ୍ଦ୍ରରେ ଗହମ ବିକ୍ରି କରିବା ପାଇଁ ଭଗବାନ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର, ବିବାଦରେ ଫସିଲେ ଏସଡିଏମ୍

ବାନ୍ଦା: ରାମରାଜ୍ୟ ଉତ୍ତରପ୍ରଦେଶରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅଜବ ମାମଲା ସାମନାକୁ ଆସିଛି । ଗହମ ବିକ୍ରି କରିବା ପାଇଁ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର । ଏନେଇ ଅଭିଯୋଗ କରିଛନ୍ତି ବାନ୍ଦା ଜିଲ୍ଲାର ରାମ ଜାନକୀ…

ଦେଶରେ ଆଜି ୨୨୧୯ ଜଣଙ୍କ ମୃତ୍ୟୁ, ୯୨ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୧୯ ଜଣଙ୍କ…