Browsing Category
ଦେଶ
ପୁଣି ଦୁଇଟି ଗାଁରେ କରୋନା କହର: ୧୫ ଦିନରେ ୩୮ ଜଣଙ୍କ ମୃତ୍ୟୁ
ସହାରନପୁର, ୧୪ା୫: ଗତ ୧୧ ତାରିଖରେ ଆଗ୍ରାର ଦୁଇଟି ଗାଁରେ କରୋନାର କହର ଦେଖିବାକୁ ମିଳିଥିଲା । କରୋନାରେ ୨୦ ଦିନରେ ଦୁଇଟି ଗାଁର ୬୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସହାରନପୁରର ଦେବବନ୍ଦ ଅଞ୍ଚଳର ଦୁଇଟି ଗ୍ରାମରେ…
କମୁନି କରୋନା: ଆଜି ୪ ହଜାର ମୃତ
ନୂଆଦିଲ୍ଲୀ, ୧୪ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୦ ଜଣଙ୍କ…
କରୋନା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି
ନୂଆଦିଲ୍ଲୀ,୧୪ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ମିଳିଛି ଅନୁମତି । କରୋନା ଚିକିତ୍ସା ପାଇଁ କଫସୁରା କୁଦିନିର ଓ ଆୟୁଷ-୬୪କୁ ଅନୁମତି…
କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ
ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା…
ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ
ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…
ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତଦେହ ଠାବ
ଗୌହାଟୀ,୧୪ ।୫: ଆସାମର ନ'ଗାଁ ଅଞ୍ଚଳ ଜଙ୍ଗଲ ଭିତରେ ପଡ଼ିରହିଛି ୧୮ ହାତୀଙ୍କ ମୃତଦେହ । ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । କୁନ୍ଦେଲି ସଂରକ୍ଷିତ ଜଙ୍ଗଲର ୨ଟି…
Times Group Chairperson Indu Jain is no more
Times Group Chairperson Indu Jain passed away on Thursday at the age of 84. As per reports she passed away due to Covid-related complications.
Jain was also the founder of the …
ସୁପ୍ରିମକୋର୍ଟରେ ହେଉଥିବା ଶୁଣାଣିର ସିଧା ପ୍ରସାରଣ ଉପରେ ଗମ୍ଭୀରତାର ସହ ଭାବରେ ବିଚାର କରାଯାଉଛି: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ, ୧୩/୫: ସୁପ୍ରିମକୋର୍ଟରେ ଶୁଣାଣିର ସିଧା ପ୍ରସାରଣ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଥିବା ନେଇ କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣ । ଜଷ୍ଟିସ ରମଣ କହିଛନ୍ତି ଯେ ଏ ବାବଦରେ କୌଣସି ଠୋସ୍ ପଦକ୍ଷେପ…
ପୂର୍ବତନ କ୍ରିକେଟର ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ ନିଯୁକ୍ତ
ନୂଆ ଦିଲ୍ଲୀ,୧୩/୦୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରମେଶ ପାୱାରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ କୋଚ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ପଦବୀ ପାଇଁ ବିସିସିଆଇ ୩୫ ରୁ…
ଅନ୍ୟ କମ୍ପାନୀ ସହ କୋଭାକ୍ସିନ ଫର୍ମୂଲା ସେୟାର କରିବ ଭାରତ ବାୟୋଟେକ୍ : ଭି.କେ.ପଲ୍
ନୂଆଦିଲ୍ଲୀ,୧୩ ।୫: ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । କିନ୍ତୁ ଅଗଷ୍ଟରୁ…