Browsing Category

ଦେଶ

ପଶ୍ଚିମବଙ୍ଗ ହିଂସାକାଣ୍ଡ: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୨ଲକ୍ଷ ଟଙ୍କା

କୋଲକାତା, ୦୬/୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ନିର୍ବାଚନ ପରେ ସେଠାରେ ହିଂସାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏହି ବଡ ଧରଣର ହିଂସାକାଣ୍ଡର ଶିକାର ହେଉଛନ୍ତି । ଏହା ଭିତରେ…

ଭାରତର ଏହି ଭୟାବହତା ସ୍ଥିତି ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି: UNICEF

ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କୋଭିଡ-୧୯ର ଭୟାନକ ସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ଏବଂ ଏହାର ପ୍ରତିଧ୍ୱନି, ଭାଇରସ ସମ୍ବନ୍ଧୀୟ ମୃତ୍ୟୁ, ଭାଇରସରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଳମ୍ବର…

ବର ବେକରେ ମଙ୍ଗଳସୁତ୍ର ପିନ୍ଧାଇଲା କନ୍ୟା, ଫଟୋ ପୋଷ୍ଟ ପରେ ଟ୍ରୋଲ ହେଉଛନ୍ତି କପଲ୍

ନୂଆଦିଲ୍ଲୀ, ୦୬/୦୫ (ଓଡ଼ିଶା ଭାସ୍କର) : ଆମ ଭାରତୀୟ ସଂସ୍କୃତିରେ ବିବାହ ବେଦିରେ ବର ସାଧାରଣତଃ କନ୍ୟା ବେକରେ ମଙ୍ଗଳସୁତ୍ର ବାନ୍ଧି ଥାଏ । କାରଣ ଏହି ମଙ୍ଗଳସୁତ୍ର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ବିବାହର ଡୋରିକୁ ସାରା…

ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବ ଏଲଆଇସି

ନୂଆ ଦିଲ୍ଲୀ, ୦୫/୦୫: କରୋନାର ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ସହ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡିଛି । ଏଭଳି ସ୍ଥିତିରେ ସରକାର ନିଜର ବିନିବେଶ ଜାରି ରଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଆଇଡିବିଆଇ…

ପଶ୍ଚିମବଙ୍ଗ ହିଂସା: କେନ୍ଦ୍ରମନ୍ତ୍ରୀ ମୁରଲୀଧରନଙ୍କ ଉପରେ ଆକ୍ରମଣ କଲେ ଟିଏମସି କର୍ମୀ

ମେଦିନିପୁର , ୬/୫ : ପଶ୍ଚିମବଙ୍ଗରେ ତୀବ୍ର ରୁପ ନେଉଛି ହିଂସା । ନିର୍ବାଚନରେ ଭୋଟ ଗଣତୀ ପରଠାରୁ ଏହି ହିଂସା ଲାଗି ରହିଛି । ତେବେ ଆଜି କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କୁ ଟିଏମସି ସପକ୍ଷବାଦୀ ମାନେ ଆକ୍ରମଣ…

୧ରେ କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ, ୬/୫ : ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆକଳନ ଅନୁସାରେ ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ କେରଳ ଛୁଇଁବ ଏବଂ ଚଳିତ ବର୍ଷର ପ୍ରଥମ ମୌସୁମୀ…

ଅଦାର ପୁନାୱାଲାଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବା ପାଇଁ ଉଠିଲା ଦାବି

ନୁଆଦିଲ୍ଲୀ, ୬/୫ : ଦେଶରେ କରୋନା ଭାଇରସ୍ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ସିରମ୍ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବାକୁ ଦାବି ହୋଇଛି । ଏଥିପାଇଁ ବମ୍ବେ…

କରୋନା କୋପ: କେରଳରେ ଘୋଷଣା ହେଲା ଲକଡାଉନ୍

ଥିରୁବନନ୍ତପୁରମ୍, ୬/୫ : କେରଳରେ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଆଜି ଏକ ବଡ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କେରଳ ସରକାର ମେ ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା…

ଘରେ ଘରେ ବଣ୍ଟାଯିବ କୋଭିଡ୍ ଟ୍ରିଟମେଣ୍ଟ କିଟ୍, ସରକାର କଲେ ଘୋଷଣା

ରାଜସ୍ଥାନ, ୬/୫ : କରୋନା ସଂକ୍ରମଣରେ ସାରା ଦେଶ ହନ୍ତସନ୍ତ ହେଉଥିବା ବେଳେ ରାଜସ୍ଥାନ ଏଥିରୁ ବାଦ୍ ପଡିନି । ସେଠାରେ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଗେହଲଟ୍ ସରକାର ଏନେଇ ଏକ ବଡ…