Browsing Category
ଦେଶ
ଦେଶରେ ନିମ୍ନମୁଖୀ କରୋନା ଗ୍ରାଫ୍, ଆଜି ୪୧୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…
କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଧରାଶାୟୀ କଲେ, ହେଲେ ୨୨ ବର୍ଷ ପରେ ବି ପୂର୍ବତନ ସେନାଧ୍ୟକ୍ଷଙ୍କ ମନରେ ରହିଗଲା ବଡ ଅବଶୋଷ
ନୂଆଦିଲ୍ଲୀ : ବେଳେ ବେଳେ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଭୁଲ୍ ହୋଇଯାଏ। ଏଥିରୁ କିଛି ଏମିତି ଭୁଲ୍ ହୋଇଯାଏ ଯାହା ଭବିଷ୍ୟତରେ ମଧ୍ୟ ଆମକୁ ବହୁତ ବିଚଳିତ କରିଥାଏ। ଇତିହାସର ସେହି ଭୁଲ୍ ଯେବେ…
‘ଆପଣଙ୍କ ବାଥରୁମ୍ ଝରକା ପଟରୁ ସବୁକିଛି ବାହାରକୁ ଦେଖାଯାଉଛି’; ମହିଳାଙ୍କୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଚିଠି
ନୂଆଦିଲ୍ଲୀ: ଅନେକ ସମୟରେ ଲୋକମାନଙ୍କ ସହିତ କିଛି ଏପରି ଘଟଣା ଘଟିଯାଏ ଯାହା ସେମାନେ କେବେ ବି ଆଶା କରିନଥାନ୍ତି । ଆଉ କିଛି କଥା ଏପରି ରହିଛି ଯାହା ଆମ ସହିତ ଚାରିପଟରେ ଘଟୁଛି କିନ୍ତୁ ସେସବୁର ଆମେ ଟେର୍ ପାଇପାରୁନେ…
ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପାଙ୍କ ଇସ୍ତଫା
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଇସ୍ତଫା ନେଇ ୟେଦ୍ୟୁରପ୍ପା ଘୋଷଣା କରିଛନ୍ତି । ମଧ୍ୟାହ୍ନ…
ସପ୍ତାହକ ମଧ୍ୟରେ ପ୍ରାଣ ହରାଇଲେଣି ୧୦୦ ଶିଶୁ, ତୃତୀୟ ଲହର ନେଇ ବଢ଼ିଲା ଆଶଙ୍କା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଫିକା ପଡ଼ିଯାଇଥିବା ବେଳେ ତୃତୀୟ ଲହରକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତୃତୀୟ ଲହରରେ ଛୋଟ ପିଲାମାନେ ବେଶିମାତ୍ରାରେ ପ୍ରଭାବିତ ହେବା ନେଇ…
ହିମାଚଳପ୍ରଦେଶ ଭୁସ୍ଖଳନ: ପାହାଡ଼ର ହେଲା ଦୀପାଙ୍କ ମୃତ୍ୟୁର କାରଣ, ମରିବା ପୂର୍ବରୁ ପ୍ରକୃତିକୁ ସୂଚାଇଥିଲେ ସବୁକିଛି
କିନ୍ନୌର୍: ଜୀବନରେ କେତେବେଳେ କଣ ଘଟିଯିବ ତାହା କହିବା ଅବସମ୍ଭବ, ଜୀବନ ଅନିଶ୍ଚିତତାରେ ଭରପୂର.....ଏହି କଥାଟି ଆପଣ ମାନେ ଅନେକ ଥର ଶୁଣିଥିବେ ନିଶ୍ଚୟ । ଅନେକ ଥର ଆମେ ନିଜେ ଏହିକଥାର ତାତ୍ପର୍ଯ୍ୟକୁ ଅଙ୍ଗେ ନିଭେଇଛେ…
ଖୋଲିଲା ସିନେମା ହଲ୍, ସ୍ପା, ୧୦୦ ପ୍ରତିଶତ କ୍ଷମତା ସହିତ ଚାଲିବ ମେଟ୍ରୋ-ବସ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପ୍ରଭାବ ହ୍ରାସ ପାଉଥିବା ବେଳେ ଆଜି ଠାରୁ ଅନଲାକ୍-୮ ଲାଗୁ ହୋଇଛି । ୩ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ସିନେମା ହଲ୍ ଓ ପାର୍ଲର୍ ସ୍ପା ଆଦିକୁ ଆଜି ଆଶ୍ୱସ୍ତି…
ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ
ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ…
ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହେଲେ କଂଗ୍ରେସ ଓ ଟିଏମସି, ଏବେ ଜମିବ ଖେଳ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଥିବା ଅହି ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ମମତା ଦିଲ୍ଲୀ ରାଜନୀତିରେ ପ୍ରବେଶ ନେଇ ପୂର୍ବରୁ ବହୁବାର ଚର୍ଚ୍ଚା ହେଉଥିଲା…
Reliance Jio ଲଞ୍ଚ କଲା ଶାନଦାର ପ୍ଲାନ୍, ୩୬୫ ଦିନ ପର୍ଯ୍ୟନ୍ତ ଦୈନିକ ୩ GB ଡାଟା ଓ ମାଗଣା କଲିଂ
ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟର ଚାହିଦା ବହୁତ ବଢ଼ିଯାଇଥିବାରୁ ସମସ୍ତେ ଅଧିକାଂଶ ସମୟରେ ଶସ୍ତା ପ୍ଲାନ ଖୋଜିଥାନ୍ତି । ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଶାନଦାନ ଅଫର ଆସିଯାଇଛି…