Browsing Category
ଦେଶ
ଅଦାଲତରେ ମଧ୍ୟ କୁହନି ଦୁଷ୍କର୍ମ ପୀଡ଼ିତାଙ୍କ ନାଁ, ସୁପ୍ରିମ୍ କୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ କ୍ରମେ ଦେଶର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ଦୁଷ୍କର୍ମ ପୀଡ଼ିତାଙ୍କ ନାମ ସାର୍ବଜନୀନ କରନାହିଁ । ଏପରିକି କୋର୍ଟ କାରବାର ଚାଲିବା ସମୟରେ ମଧ୍ୟ…
କିଏ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦୌଡରେ ମହାରାଜ ଆଗରେ, ଆଜି ସ୍ପଷ୍ଟ ହେବ ଚିତ୍ର
ଡେରାଡୁନ : ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏହାର ଚିତ୍ର ଶନିବାର ବିଜେପି ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ। ବର୍ତ୍ତମାନର ସମୀକରଣ ହିସାବରେ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ…
ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦିଆଯାଉ ସୁରକ୍ଷା- ମମତା ସରକାରଙ୍କୁ ହାଇକୋର୍ଟର ଆଦେଶ
କୋଲକାତା: କୋଲକାତା ହାଇକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାରଙ୍କ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁରକ୍ଷା ଦେବା ମାମଲାର ଶୁଣାଣି କରିବା ସମୟରେ…
ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣକୁ ମୁକାବିଲା କରିବାରେ ଭାରତର ଶକ୍ତି ବହୁତ ଦୁର୍ବଳ, ଆସନ୍ତୁ ଜାଣିବା ଏ ବିଷୟରେ
ନୂଆଦିଲ୍ଲୀ: ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଆତଙ୍କବାଦୀମାନେ ପ୍ରଥମ ଥର ପାଇଁ ଆକ୍ରମଣ କରି ନୂଆ ଆତଙ୍କ ସୃଷ୍ଟି କରିଥିଲେ । ଏହି ଆକ୍ରମଣରେ କିଛି ଯବାନ ସାମାନ୍ୟ ଭାବେ ଆହତ ହୋଇଥିଲେ । ତେବେ ଏହାପରେ…
ରାଫେଲ୍ ଚୁକ୍ତିର ଯାଞ୍ଚ ପାଇଁ ଫ୍ରାନ୍ସ ନେଲା ବଡ଼ ପଦକ୍ଷେପ, ସ୍ୱତନ୍ତ୍ର ବିଚାରପତି ହେଲେ ନିଯୁକ୍ତ
ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ରେ ଫ୍ରାନ୍ସ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ସହିତ ହୋଇଥିବା ୫୯ ହଜାର କୋଟି ଟଙ୍କାର ହୋଇଥିବା ରାଫେଲ୍ ଚୁକ୍ତିରେ ତଥାକଥିତ ଦୁର୍ନୀତିର ଏବେ ଫ୍ରାନ୍ସରେ ନ୍ୟାୟିକ ଯାଞ୍ଚ…
୧୧୫ ଦିନରେ CMରୁ ‘ ତୀରଥ’ ଓହରିଲେ, ଦେବଭୂମିରେ ରାଜନୀତିକ ସଂକଟ
ଓଡ଼ିଶା ଭାସ୍କର ବ୍ୟୁରୋ: ଉତ୍ତରାଖଣ୍ଡ ତଥା ଦେବଭୂମିରେ ପୁଣି ଦେଖାଗଲା ରାଜନୀତିକ ସଂକଟ। ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ତୀରଥ ସିଂ ରାୱତ।
ସୂଚନା ଅନୁସାରେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ରି ବେଳକୁ…
ଏହି ରାଜ୍ୟରେ ୧୨ ତାରିଖ ଯାଏଁ ବଢିଲା ଲକଡାଉନ୍
ଚେନ୍ନାଇ: ଦେଶ ବ୍ୟାପୀ କରୋନା ମାମଲା ହ୍ରାସ ପାଉଥିଲେ ହେଁ କରୋନା ଭୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଏପରି ସ୍ଥିତିରେ ଶୁକ୍ରବାର ଆଉ ଏକ ରାଜ୍ୟ ଲକଡାଉନ୍ ଅବଧିକୁ ବଢାଇଛି । ଶୁକ୍ରବାର ତାମିଲନାଡୁରେ ଲକଡାଉନକୁ…
ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଅଗଷ୍ଟ ୧୩ ପର୍ୟ୍ୟନ୍ତ ଜାରି ରହିବ । ସଂସଦର କ୍ୟାବିନେଟ୍ କମିଟି ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏହି ଘୋଷଣା କରାଯାଇଛି। ତେଣୁ…
ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ!
ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ…
CDS ବିପିନ ରାୱତଙ୍କ ବଡ ଘୋଷଣା: ପ୍ରତିଷ୍ଠା ହେବ AIR Defence Command
ନୂଆଦିଲ୍ଳୀ : ଜମ୍ମୁ କଶ୍ମୀରରେ ଡ୍ରୋନ୍ ଆକ୍ରମଣ ପରେ ଭାରତୀୟ ସେନା ବର୍ତ୍ତମାନ ଫୁଲ ଆକ୍ସନ ମୋଡରେ । ଆକାଶ ମାର୍ଗରୁ ଦେଖା ଦେଉଥିବା ବିପଦର ମୁକାବିଲା ପାଇଁ ଏୟାର ଡିଫେନ୍ସ କମାଣ୍ଡ ନେଇ ଘୋଷଣା କରିଛନ୍ତି ସିଡିଏସ୍…