
Browsing Category
ଦେଶ
ଧୋନୀଙ୍କ ମା’ ବାପା କରୋନା ପଜିଟିଭ୍, ରାଞ୍ଚି ହସ୍ପିଟାଲରେ ଭର୍ତ୍ତି
ରାଞ୍ଚି, ୨୧ା୪ : ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମା ଏବଂ ବାପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବୁଧବାର ସେମାନେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ରାଞ୍ଚିର ପଲ୍ସ ସୁପର…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ସମସ୍ତ ପ୍ରାଇଭେଟ ହସ୍ପିଟାଲରେ କରାଯିବ କରୋନା ରୋଗୀଙ୍କ ଚିକିତ୍ସା
ଅହମ୍ମଦାବାଦ, ୨୧ା୪: କରୋନାର ସଂକ୍ରମଣ ବୃଦ୍ଧିକୁ ଦେଖି ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ରାଜ୍ୟର ସମସ୍ତ ବେସରକାରୀ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେ । ରାଜ୍ୟ ସରକାରଙ୍କ ବିନା…
ଜେଲ୍ ଫେରନ୍ତା ରେପ୍ ଅଭିଯୁକ୍ତର କାରନାମା: ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା
ଭୋପାଳ, ୨୧ା୪: ମଧ୍ୟପ୍ରଦେଶରେ ଜଣେ ଜେଲ ଫେରନ୍ତା ଅଭିଯୁକ୍ତର କଳାକାରନାମା ଦେଖିବାକୁ ମିଳିଛି । ଦୁଷ୍କର୍ମ ଅଭିଯୁକ୍ତ ଜଣକ ଜେଲରୁ ଫେରିବା ପରେ ପୀଡ଼ିତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଗୁରୁତର…
ଦିନକରେ ଚାଲିଗଲା ୨୦୨୩ ଜୀବନ
ନୂଆଦିଲ୍ଲୀ, ୨୧ ।୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୩ ଲକ୍ଷ ମୁଁହା ହେବାରେ ଲାଗିଲାଣି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ…
ଆସାମ ସରକାରଙ୍କ ବଡ ନିଷ୍ପତ୍ତି: ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକା
ଆସାମ,୨୧ ।୪: କରୋନା ମହାମାରୀ ଦ୍ରୁତଗତିରେ ମାଡିଚାଲିଥିବା ବେଳେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଟିକାକରଣ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ…
କ୍ୟାବିନେଟର ବଡ ନିଷ୍ପତ୍ତି: ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟିକା
ଲକ୍ଷ୍ନୌ,୨୦ ।୪: କରୋନା ଭାଇରସ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୟୁପିରେ ଆସନ୍ତା ମାସ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା…
State governments should treat lockdown only as a measure of the last resort: PM
New Delhi: Addressing the nation on the COVID-19 situation today, Prime Minister Narendra Modi asked state governments to treat lockdown only as a measure of the last resort. …
କରୋନାର ଦ୍ୱିତୀୟ ଲହର ଝଡ ପରି ଆସିଛି, ଲକଡାଉନ ହେଉ ଅନ୍ତିମ ବିକଳ୍ପ : ମୋଦୀ
ନୂଆଦିଲ୍ଲୀ,୨୦ ।୪: କରୋନା କାଳରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପକ୍ଷରେ…
ଗର୍ଭବତୀ ଥାଇ ମଧ୍ୟ ଦେଶର କରୋନା ମୋର୍ଚ୍ଚା ସମ୍ଭାଳିଛନ୍ତି ଡିଏସପି ଶିଳ୍ପା ,କର୍ତ୍ତବ୍ୟ ଦେଖି ଲୋକେ କରୁଛନ୍ତି ପ୍ରଶଂସା
ଛତିଶଗଡ ୨୦ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ନିୟମକୁ କଡାକଡି ପାଳନ କରିବା ପାଇଁ ଦେଶର ପୋଲିସ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କରୋନା ନିୟମ ଲୋକମାନେ…
୭ ଦିନ ଲକଡାଉନ୍ ଘୋଷଣା କଲେ ଏହି ରାଜ୍ୟ ସରକାର
ଦେଶରେ ବଢୁଥିବା କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି । ଏହାକୁ ଦେଖି ଅନେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । କରୋନାର ପ୍ରଭାବକୁ ଭାଙ୍ଗିବା ପାଇଁ ଝାଡଖଣ୍ଡ ସରକାର ନିଜ ରାଜ୍ୟକୁ ଲାକଡାଉନ୍ କରିବା ପାଇଁ…