Browsing Category
ଦେଶ ବିଦେଶ
ଶେଷ ହେଲା ସୁନୀଲ ଛେତ୍ରୀଙ୍କ ଦୀର୍ଘ ୨୦ ବର୍ଷର କ୍ୟାରିୟର; ଡ୍ର ରହିଲା କୁଏତ-ଭାରତ ମ୍ୟାଚ୍
ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ…
ଆମାଜନ ଜଙ୍ଗଲର ଜନଜାତି ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇଲା ଷ୍ଟାରଲିଙ୍କ: ଲୋକମାନେ କିନ୍ତୁ ଅଶ୍ଲୀଳ ଭିଡିଓ ସହିତ ଜଡ଼ିତ ହେଉଛନ୍ତି
ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଜଙ୍ଗଲରେ ମାରୁବୋ ନାମକ ଏକ ଜନଜାତି ଏକାକୀ ବାସ କରୁଛନ୍ତି । ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଉକ୍ତ ଜନଜାତି ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚାଇଥିଲା । ମାତ୍ର…
କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; ମହିଳା ଗାର୍ଡଙ୍କୁ ନିଲମ୍ବିତ କଲେ CISF ଡିଜି
ମୁମ୍ବାଇ: କଙ୍ଗନାଙ୍କୁ ଚାପୁଡ଼ା ମାରିବା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆ ଯାିଇଛି। ଅଭିଯୁକ୍ତ ମହିଳା ଗାର୍ଡଙ୍କୁ ନିଲମ୍ବିତ କରିଛନ୍ତି CISF ଡିଜି । ସୂଚନା ଅନୁଯାୟୀ, ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନା…
ନିର୍ବାଚନରେ ଜିତିବା ପରେ ବିଜେପି ଦେଉଛି ୫୯୯ ଟଙ୍କାର ମାଗଣା ରିଚାର୍ଜ…..: ଏହା କେତେ ସତ
ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ଆସନ ପାଇବା ସହିତ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର…
ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର…
ଚଣ୍ଡିଗଡ଼ରେ କଙ୍ଗନା ରାଣାୱତଙ୍କୁ ଆକ୍ରମଣ; ବିମାନବନ୍ଦରେ ଚାପୁଡ଼ା ମାରିଲେ CISF ଗାର୍ଡ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମାଡ଼ ମରାଯାିଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼…
ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ତେବେ ଖବର ଅନୁସାରେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ…
ଏବେ ଲିଫ୍ଟରେ ବସି ୪୦ ଦିନରେ ମଙ୍ଗଳ ଗ୍ରହରେ ପହଞ୍ଚିଯିବ ମଣିଷ, ଏହି କମ୍ପାନୀ କରୁଛି ପ୍ରସ୍ତୁତି
ନୂଆଦିଲ୍ଲୀ: ଆପଣ ଭାବୁଛନ୍ତି କି ଏପରି କୌଣସି ଲିଫ୍ଟ ରହିଛି ଯାହା ଆପଣଙ୍କୁ ମହାକାଶ ପର୍ଯ୍ୟନ୍ତ ନେଇପାରିବ । ଲିଫ୍ଟ ସାହାଯ୍ୟରେ ମଣିଷ ନିଜ ଆବଶ୍ୟକୀୟ ଜିନିଷ ଧରି ସତରେ କ’ଣ ମହାକାଶରେ ପହଞ୍ଚିଯିବ! ଏହା ମନର ଏକ…
ଭାରତରେ X ହେବ କି ବ୍ୟାନ୍ ? ଏଲନ୍ ମସ୍କ ପର୍ଣ୍ଣ ଲୋଡ୍ କରିବାକୁ ଅନୁମତି ଦେବା ପରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏହାର ପଲିସି ଅପଡେଟ୍ କରିଛି । ଏଲନ୍ ମସ୍କ ଏହି ପ୍ଲାଟଫର୍ମରେ ଆଡଲ୍ଟ ଅର୍ଥାତ୍ ପର୍ଣ୍ଣ କଣ୍ଟେଣ୍ଟ ପୋଷ୍ଟିଂକୁ ମଞ୍ଜୁରୀ ଦେଇଛନ୍ତି । ଏଲନ୍ ମସ୍କ ନିଜେ ଅନ୍ୟ ସୋସିଆଲ…
(Video) ‘କିଛି ମାସ ଭିତରେ ଭାଙ୍ଗିଯିବ NDA ସରକାର’, ଏଭଳି ସିଗନାଲ ଦେଲେ INDIA ମେଣ୍ଟର ନେତା
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ କରିବା ଲାଗି ପସ୍ତୁତ ଅଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଦାନମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିବେ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଠନ…