Browsing Category
ଦେଶ ବିଦେଶ
Post Office ଆଣିଲା ଜବରଦସ୍ତ ସ୍କିମ୍… ମାତ୍ର ୨ ବର୍ଷରେ ମିଳିବ ୨.୩୨ ଲକ୍ଷ ଟଙ୍କା: ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି ରଖିଛନ୍ତି କେନ୍ଦ୍ର ସରକାର । ମହିଳା ଏବଂ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ…
ଗାଡ଼ି ସହ ନଈକୁ ପେଲିଦେଲା Google Map: ଭରସା କରି ଠକାମୀରେ ପଡ଼ିଲେ ୟୁଜର
ଓଡ଼ିଶା ଭାସ୍କର: କିଛି ଅଜଣା ରାସ୍ତା ବା ଅଜଣା ଜାଗାକୁ ଗଲେ ଅନେକ ଲୋକଙ୍କ ଭରସା ଥାଏ ଗୁଗଲ ମ୍ୟାପ୍ । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଏବଂ ଅଳ୍ପ ବାଟ ଦେଖାଇଥାଏ ସ୍ମାର୍ଟ ଫୋନର ଏହି ଫିଚର । କିନ୍ତୁ…
ଭୋଟିଙ୍ଗ ସମୟରେ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଗଲା ବଡ଼ ଭୁଲ, ୨୦ ମିନିଟ ପରେ ଅନୁତାପ କଲେ ଜୟଶଙ୍କର!
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସାତୋଟି ସିଟରେ ଭୋଟିଂ ଜାରି ରହିଛି । ଦିଲ୍ଲୀରେ ବଡ଼ ବଡ ଭିଭିଆଇପି ଲୋକେ ମତଦାନ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କଂଗ୍ରେସ ନେତା ରାହୁଲ…
ବାର୍ଡ ଫ୍ଲୁରେ ସଂକ୍ରମିତ ଗାଈର କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ: ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ସମ୍ବନ୍ଧରେ ଏବେ ଏକ ସର୍ଭେ ରିପୋର୍ଟରେ ଏକ ନୂଆ ଖୁଲାସା ହୋଇଛି । ବାର୍ଡ ଫ୍ଲୁରେ ସଂକ୍ରମିତ ଗାଈର କଞ୍ଚା କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ ବୋଲି କୁହାଯାଉଛି ।
ସର୍ଭେ…
ଭୋଟ୍ ଦିନ ଚାଲିଗଲା ବିଧାୟକଙ୍କ ଜୀବନ; ଏହି କାରଣ ଯୋଗୁଁ ହେଲା ମୃତ୍ୟୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଷଷ୍ଠ ପର୍ଯ୍ୟାୟରେ ମତଦାନ ସମୟରେ ହରିୟାଣାରେ ଜଣେ ସ୍ୱାଧୀନ ବିଧାୟକଙ୍କ ମୃତ୍ୟୁ ହୋଇଛି । ମୃତ ବିଧାୟକଙ୍କ ନାମ ରାକେଶ ଦୌଲତାବାଦ, ଯିଏ ଗୁରୁଗ୍ରାମ ଜିଲ୍ଲାର ବାଦଶାହପୁର…
ମନ୍ଦିରର ମହିଳା ଚେଞ୍ଜିଂ ରୁମ୍ ଉପରେ ଲାଗାଇଥିଲା ସିସିଟିଭି; ବିବାଦ ପରେ ଆତ୍ମ ଘୋଷିତ ମହନ୍ତ ଫେରାର
ଗାଜିଆବାଦ: ଉତ୍ତରପ୍ରଦେଶର ମୁରାଦନଗରସ୍ଥିତ ଏକ ମନ୍ଦିରରେ ମହିଳାଙ୍କ ଚେଞ୍ଜିଂ ରୁମ୍ ରେ ସିସିଟିଭି କ୍ୟାମେରାକୁ ନେଇ ବିବାଦ । ଆତ୍ମଘୋଷିତ ମହନ୍ତ ମୁକେଶ ଗୋସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ…
ଚାର୍ଲସ୍ ଶୋଭରାଜଙ୍କ ନା ନେଇ କେଜ୍ରିୱାଲଙ୍କ ଉପରେ ଏପରି ବର୍ଷିଲେ ମୋଦୀ, କହିଲେ ଅଭିଯୁକ୍ତଙ୍କୁ କାନ୍ଧରେ ବସାଇ ନାଚୁଛନ୍ତି
ନୂଆଦିଲ୍ଲୀ:ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୁଖ୍ୟାତ ଅପରାଧୀ ଚାର୍ଲସ୍ ଶୋଭରାଜର ନାଁ ନେଇ ସମାଲୋଚନା କରିଛନ୍ତି ।…
ଭୋଟ୍ ଦେବା ପରେ ମା’ ସୋନିଆ ଗାନ୍ଧୀଙ୍କ ସହ ସେଲଫି ସେୟାର କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଭୋଟ୍ ଦେବା ପରେ ତାଙ୍କ ମା' ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଏକ ସେଲ୍ଫି ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୁଁ ଓ ମୋ ମା' ଭୋଟ୍…
କୋଭିଡ ପରେ ସର୍ବଭାରତୀୟ ସ୍ତରରେ ବଞ୍ଚିବାର କ୍ଷମତାରେ ଦୁଇ ବର୍ଷ ହ୍ରାସ ଘଟିଛି: WHOର ରିପୋର୍ଟ
ନୂଆଦିଲ୍ଲୀ: କରୋନା ମହାମାରୀ ଆସିଲା ଓ ଅନେକ ଲୋକଙ୍କ ଜୀବନ ନେଇଗଲା । କେତେ ପରିବାର ନଷ୍ଟ ହୋଇଗଲେ । କୋଭିଡର ପ୍ରଭାବ ଲୋକଙ୍କ ଜୀବନରେ ଏପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି । ବିଶେଷ କଥା ହେଉଛି କୋଭିଡ ପରେ ଲୋକଙ୍କ…
ମତଦାନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଦେଶରେ ଷଷ୍ଠ ପର୍ଯ୍ୟୟ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀର ଏକ ପୋଲିଂ…