Browsing Category
ଦେଶ ବିଦେଶ
ଭାରତୀୟ ବଜାର ପାଇଁ ଟେସଲାର ବଡ ଘୋଷଣା, ଅଧା ଦାମ୍ରେ ବିକିବ ଇ-ବାହାନ ବ୍ୟାଟେରୀ
ନୂଆଦିଲ୍ଲୀ: ଆମେରିକାର ଏକ କମ୍ପାନୀ ଧୀରେ ଧୀରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଆମେରିକୀୟ କମ୍ପାନୀ ଟେସଲା ପାୱାର ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜ ବଜାର ଖୋଲିବାକୁ ଯାଉଛି । କମ୍ପାନୀ ଘୋଷଣା…
ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡ଼ିଲେ: ନବୀନଙ୍କ ପରେ ମାଆ ପଦ୍ମ ଧରିଲେ
ନୂଆଦିଲ୍ଲୀ: ଏପ୍ରିଲ ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ…
କେଜ୍ରିୱାଲଙ୍କୁ ପୁଣି ଝଟକା: ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇଡି ରିମାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଏକ ଝଟକା । ଗିରଫ ପରେ ଇଡି କେଜ୍ରିୱାଲଙ୍କୁ…
ହ୍ୱାଟ୍ସଆପରେ ପୋଲିସ ନମ୍ବରରୁ ଆସିବ କଲ୍! ମିଳିବ ଧମକ ଓ ଗାଳି, ଯଦି ଭୟଭୀତ ହେବେ ତେବେ ସବୁଦିନ ପାଇଁ ହୋଇଯିବେ କାଙ୍ଗାଳ
ନୂଆଦିଲ୍ଲୀ: ‘ଦୁଇମାସ ପୂର୍ବେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଭାବରେ ଦର୍ଶାଯାଇଥିବା ନମ୍ବରରୁ ହ୍ୱାଟ୍ସଆପରେ କଲ୍ ପାଇଥିଲେ । ସେ ଏହାକୁ ଉଠାଇବା ମାତ୍ରେ ସେଠାରୁ ଏକ ସ୍ୱର ଆସିଲା, ‘ଶୁଣ, ଦିଲ୍ଲୀରୁ…
ଭୋଟିଂ ପୂର୍ବରୁ ଆସିଲା ନିର୍ବାଚନ କମିଶନଙ୍କ ବଡ ଆଦେଶ, ଭୋଟରଙ୍କ ପାଇଁ ରହିଛି ସର୍ବାଧିକ ଗୁରୁତ୍ୱ
ନୂଆଦିଲ୍ଲୀ: ନିର୍ବାଚନ ଅଧିକାରୀ ସେହି ଭୋଟରଙ୍କ ଉପରେ ଭୋଟ ଦେବା ପାଇଁ ଚାପ ପକାଇ ପାରିବେ ନାହିଁ ଯେଉଁମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ମନା କରିବେ । ଯେତେବେଳେ ନିର୍ବାଚନ କମିଶନ ଯୋଗ୍ୟ ମତଦାତାଙ୍କୁ…
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ଘରକୁ ଆସିଲା ଲକ୍ଷ୍ମୀ, ଝିଅକୁ ଜନ୍ମ ଦେଲେ ପତ୍ନୀ ଗୁରପ୍ରୀତ
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘର ଖୁସିରେ ପରିପୂର୍ଣ୍ଣ। ତାଙ୍କ ପତ୍ନୀ ଡାକ୍ତର ଗୁରୁପ୍ରୀତ କୌର ଗୁରୁବାର ଦିନ ଏକ ଝିଅ ଜନ୍ମ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ନିଜେ ସୋସିଆଲ ମିଡିଆ…
କୋଟାରୁ ପୁଣି ଆସିଲା ଦୁଃଖଦ ଖବର, NEET ପାଇଁ ପସ୍ତୁତ ହେଉଥିବା ଛାତ୍ର ହାରିଦେଲେ ଜୀବନ
ଜୟପୁର: ଦେଶର କୋଚିଂ ହବ୍ ଭାବରେ ପ୍ରସିଦ୍ଧ ରାଜସ୍ଥାନର କୋଟାରେ ଛାତ୍ରଙ୍କ ଜୀବନ ହାରିବା ଧାରା ଶେଷ ହେଉନାହିଁ। ବର୍ତ୍ତମାନ ଉତ୍ତରପ୍ରଦେଶର .. ନିବାସୀ ୧୯ ବର୍ଷୀୟ ଛାତ୍ରୀ ସୌମ୍ୟା କୋଟାସ୍ଥିତ ଏକ ଘରୋଇ ହଷ୍ଟେଲରେ…
କେଜ୍ରିୱାଲଙ୍କ ପାଇଁ ଭଲ ଖବର, ତାଙ୍କ ବିରୁଦ୍ଧରେ ଏହି ଆବେଦନକୁ ହାଇକୋର୍ଟ କଲେ ଖାରଜ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ଲାଗି ହୋଇଥିବା ଜନହିତ ଯାଚିକା ଉପରେ ଶୁଣାଣୀ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି ଓ ଏହାସହ ଯାଚିକାକୁ ଖାରଜ କରି ଦେଇଛନ୍ତି । ଏହି…
ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେଲା ୯ଟି ଲେମ୍ବୁ, ଜାଣନ୍ତୁ ରହସ୍ୟ ବିଷୟରେ..
ନୂଆଦିଲ୍ଲୀ: ତାମିଲନାଡୁର ମନ୍ଦିର ଭବ୍ୟ, ସୁନ୍ଦରତା ଏବଂ ସମ୍ପନ୍ନତା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ଏଠାରେ ଅନେକ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଆଜ୍ଞା ହଁ, ତାମିଲନାଡୁର ଏକ ପ୍ରସିଦ୍ଧ ମନ୍ଦିର…
(Video)ନିର୍ବାଚନୀ ଚିହ୍ନକୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ଏହି ପ୍ରାର୍ଥୀ, ଭିଡିଓ ହେଉଛି ଭାଇରାଲ୍
ନୂଆଦିଲ୍ଲୀ: ଭୂପତିରାଜୁ ଶ୍ରୀନିବାସ ବର୍ମା ବିଜେପିରେ ଗତ ୩୦ ବର୍ଷ ଧରି କାମ କରୁଛନ୍ତି । ଚଳିତ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ ଆନ୍ଧ୍ରପ୍ରଦେଶ ନରସାପୁରମ୍ରୁ ଲୋକସଭା ଟିକେଟ ମିଳିଛି । ଟିକେଟ୍…