Browsing Category

ଦେଶ ବିଦେଶ

ଯେବେ ଦିଲ୍ଲୀରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ, ସେବେ ଆରବିନ୍ଦ କେଜ୍ରିୱାଲ ହିଁ ଥିଲେ ମୁଖ୍ୟମନ୍ତ୍ରୀ , ଜାଣନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ଯାଉଛି କି? ଏଲଜି ଭି.କେ ସାକ୍ସେନାଙ୍କ ବିବୃତ୍ତି ପରେ 'ଦିଲ୍ଲୀ ସରକାରୀ ଶାସନ ଜେଲରୁ ଚାଲିବ ନାହିଁ' ପରେ ଏକ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ…

ଟୋଲ୍ ପ୍ଲାଜା ରହିବନି କି ଫାଷ୍ଟଟ୍ୟାଗ ବି ରହିବନି: ଏହିପରି ହେବ ଟୋଲ୍ ସଂଗ୍ରହ, କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟୋଲ୍ କଲେକ୍ସନ ସିଷ୍ଟମକୁ ନେଇ ବଡ ଘୋଷଣା କରିଛନ୍ତି । ଏକ ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ଟୋଲ୍ ସିଷ୍ଟମ ଉଠିଯିବ । ନୂଆ ସାଟେଲାଇଟ୍ ବେସଡ୍ ଟୋଲ୍…

ସଂସଦରେ କେଉଁ ସାଂସଦ ପଚାରିଥିଲେ ସର୍ବାଧିକ ପ୍ରଶ୍ନ, ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

ନୂଆଦିଲ୍ଲୀ: ୧୭ତମ ଲୋକସଭାର କାର୍ଯ୍ୟକାଳ ସମୟରେ କେଉଁ ସାଂସଦ ଅଧିକ ଉପସ୍ଥାନ ରହିଛି, କିଏ ସର୍ବାଧିକ ପ୍ରଶ୍ନ ପଚାରିଥିଲେ ଏବଂ କେତେ ସମୟ ମଧ୍ୟରେ କେତେଟା ବିଲ୍ ପାସ୍ ହୋଇଥିଲା । ଏନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍…

ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ହତ୍ୟା, ସକାଳୁ ଦୁଇ ଅଜ୍ଞାତ ବାଇକ୍ ଆରୋହୀ ଚଳାଇଥିଲେ ଗୁଳି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ନାନକମତ୍ତା ଗୁରୁଦ୍ୱାରର ପ୍ରମୁଖ ବାବା ତରସେମ୍ ସିଂହଙ୍କୁ ହତ୍ୟା କରାଯାଇଛି । ବାବାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ବାଇକ୍‌ରେ ଆସି ଗୁଳିକରି ହତ୍ୟା କରିଛି । ଆଜି ସକାଳେ ଏହି…

(Video) ଚଳନ୍ତା ବାଇକରେ ବସି ୨ କପଲଙ୍କ ଅଶ୍ଳୀଳ କାର୍ଯ୍ୟାଳାପ, ପୋଲିସ ଦେଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ହୋଲି ଉତ୍ସବରେ ସାଧାରଣତଃ ଲୋକେ ନିଜ ପରିବାର ସହ କିମ୍ଭା ସାଙ୍ଗ ସାଥୀଙ୍କ ସହ ରଙ୍ଗ ଖେଳନ୍ତି ଏବଂ ଉତ୍ସବର ମଜା ନିଅନ୍ତି । ହେଲେ ଏପରି କିଛି ଲୋକେ ଅଛନ୍ତି, ଯେଉଁମାନେ ଉତ୍ପାତ ହେବା ସହ ଅଶ୍ଳୀଳ…

ନିର୍ବାଚନରେ ଟିକେଟ ନ ମିଳିବାରୁ ଚରମ ପଦକ୍ଷେପ ନେଲେ ସାଂସଦ

ଚେନ୍ନାଇ: ତାମିଲନାଡୁର ଇରୋଡ ସାଂସଦ ତଥା ଏମ୍‌ଡିଏମ୍‌କେ ନେତା ଏ ଗଣେଶମୂର୍ତ୍ତିଙ୍କର ଆଜି ଭୋର ପ୍ରାୟ ୫ଟା ବେଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ…

ବିଶ୍ୱବିଦ୍ୟାଳୟରେ ଜାତିଆଣ ସ୍ଲୋଗାନ୍‌, ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କୁ ସମାଲୋଚନା, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ହରିୟାଣାର ଅଶୋକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତିଆଣ ସ୍ଲୋଗାନ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’…

ବଢିଲା ମନରେଗା ପାରିଶ୍ରମିକ, ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଓଡ଼ିଶାର ଶ୍ରମିକ…

ନୀରବ ମୋଦୀଙ୍କୁ ବଡ଼ ଝଟକା: ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍ ହେବ ବିକ୍ରି, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଦୁର୍ନୀତିର ମାଷ୍ଟରମାଇଣ୍ଡ ନୀରବ ମୋଦୀଙ୍କୁ ଲାଗିଛି ବଡ଼ ଝଟକା । ବ୍ରିଟେନ୍ ସ୍ଥିତ ଲଣ୍ଡନ ହାଇକୋର୍ଟ ଅଭିଯୁକ୍ତ ନୀରବ ମୋଦୀଙ୍କ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍…

ଲୋକସଭା ନିର୍ବାଚନ ପରେ ମହଙ୍ଗା ହୋଇଯିବ କି ରିଚାର୍ଜ ପ୍ଲାନ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀଙ୍କୁ ଝଟକା ଲାଗିପାରେ। ଅବଶ୍ୟ, ଏହି ବଡ଼ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି। ନିକଟରେ…