CHARIDHAM
Browsing Category

ଦେଶ ବିଦେଶ

ଦାମ ରାଉତଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ଦାମୋଦର ରାଉତଙ୍କ ଅବଦାନ ସ୍ମରଣୀୟ । ପରିବାର…

ଦୁଇ ଦିନିଆ ଗସ୍ତରେ ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ସାହର ସହ କରାଯାଉଛି ସ୍ୱାଗତ

ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନରେ ପହଞ୍ଚିଛନ୍ତି। ଭୁଟାନର ପାରୋ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଉଛି। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ…

‘Pushpak Mission’ ଲଞ୍ଚ୍ କଲା ଇସ୍ରୋ: ତୃତୀୟ ମିଶନରେ ବି ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଭାରତର କହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଇସ୍ରୋ ।…

ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାରେ TMC ନେତ୍ରୀ ମହୁଆ ମୈଇତ୍ରାଙ୍କ ବିରୋଧରେ FIR ରୁଜୁ କଲା CBI

କୋଲକାତା : ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକପାଳଙ୍କ…

ଭୁଷୁଡ଼ିଲା ନଦୀ ବ୍ରିଜ: ୧ ଶ୍ରମିକ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ବିହାରର ସୁପାଲରେ ନିର୍ମାଣ ହେଉଥିବା ବ୍ରିଜର ସ୍ଲାବ ଖସିପଡି ଏକ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଅନେକ ଶ୍ରମିକ ବ୍ରିଜ ତଳେ ଦାବି…

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ କ’ଣ କହିଲେ ‘ଇଣ୍ଡିଆ’ ମେଣ୍ଟର ନେତା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଭାରତୀୟ ମେଣ୍ଟରେ ସଂପୃକ୍ତ ଦଳଗୁଡ଼ିକ ବିରୋଧ କରିଛନ୍ତି। ଏହି ମେଣ୍ଟରେ ସାମିଲ ଥିବା ଅନେକ ଦଳ କହିଛନ୍ତି ଯେ ବିଜେପି…

ଆପଲ ବିରୋଧରେ ମାମଲା ରୁଜୁ, ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି

ନୂଆଦିଲ୍ଲୀ: ଦୁନିଆର ବଡ଼ ଟେକ କମ୍ପାନୀ ଆପଲ ବିରୋଧରେ ଆମେରିକାରେ ମକଦ୍ଦମା କରାଯାଇଛି । ସ୍ମାର୍ଟଫୋନକୁ ମାର୍କେଟରେ ଏକଚାଟିଆ କାରିବା ଏବଂ ପ୍ରତିଯୋଗିତା ହଟାଇବାର ଅଭିଯୋଗ ଲାଗିଛି । ଆମେରିକା ନ୍ୟାୟ ବିଭାଗ ଏହି…

କାନ୍ଧାରରେ ଆତ୍ମଘାତୀ ବିସ୍ଫୋରଣ; ୨୧ ଜଣଙ୍କ ମୃତ୍ୟୁ ପାଇଁ ଆଇଏସଆଇଏସ୍ ଦାୟୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦକ୍ଷିଣ ସହର କାନ୍ଧାରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ଗୁରୁବାର ହୋଇଥିବା ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି।…

ଦିଲ୍ଲୀ ମଦ ଦୁର୍ନୀତି ମାମଲା କ’ଣ? କାହିଁକି ଗିରଫ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ?

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି। ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଛଡା କେଉଁମାନେ ସବୁ ଗିରଫ ହୋଇଛନ୍ତି? ଜାଣନ୍ତୁ

ନୂଆଦିଲ୍ଲୀ: ଥରେ କିମ୍ବା ୨ ଥର ନୁହେଁ ୯ ଥର ସମନ ପଠାଇବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ…