Browsing Category

ଦେଶ ବିଦେଶ

ଏହି ୫ଟି କାରଣ ପାଇଁ ଆପଣଙ୍କୁ ଆସିପାରେ ଇନକମ ଟ୍ୟାକ୍ସର ନୋଟିସ, ଦେବାକୁ ପଡିବ ଉତ୍ତର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ବର୍ତ୍ତମାନ ସରିବାକୁ ଯାଉଛି ଏବଂ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ତାରିଖ ମଧ୍ୟ ପାଖେଇ ପାଖେଇ ଆସୁଛି । ଦେଶର ଅର୍ଥନୀତିକୁ ଗତି କରିବା ପାଇଁ ଟ୍ୟାକ୍ସପେୟର୍ସର ବଡ଼ ଯୋଗଦାନ ରହିଛି । ଇନକମ…

ମଲ୍ଲିକାର୍ଜୁନ ଖାର୍ଗେ କେବଳ ନାମକୁ ମାତ୍ର କଂଗ୍ରେସ ମୁଖ୍ୟ, ସମସ୍ତେ ଜାଣିଛନ୍ତି ରିମୋର୍ଟ କଣ୍ଟ୍ରୋଲ କାହା ହାତରେ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମ୍ପର୍କରେ ଗାନ୍ଧୀ ପରିବାରରେ ଏକ ଖୋଳତାଡ଼ କରିଛନ୍ତି। ସେ କହିଛନ୍ତି, "ମଲ୍ଲିକାର୍ଜୁନ ଖାର୍ଗେ କେବଳ ନାମରେ…

ସିସୋଦିଆଙ୍କ ପରେ କାହା ପାଳି ? ଜାଣନ୍ତୁ ବିଜେପିର ଆଗାମୀ ଟାର୍ଗେଟ କିଏ …!

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳରେ ଗିରଫଦାରୀ ସେତିକି ବଢିବାରେ ଲାଗିଛି । କୁହାଯାଉଛି ଭୋଟ୍ ହାତେଇବା ପାଇଁ ବିଜେପି ଏବେ ନୂଆ ରଣକୌଶଳ ଆପେଣାଇଛି । ସିବିଆଇ କୁ ହାତ କରି ବିପକ୍ଷ…

କୋଟି କୋଟି କୃଷକଙ୍କୁ ଉପହାର ହେଲେ ପ୍ରଧାନମନ୍ତ୍ରୀ, ୧୩ତମ କିସ୍ତି ପାଇଁ ଜାରି କଲେ ଏତିକି କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଚାଷୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଆଜି ସେ ପିଏମ କିସାନ ନିଧି ସମ୍ମାନର ୧୩ ତମ କିସ୍ତି ରିଲିଜ୍ କରିଛନ୍ତି । ଏହା ଅଧୀନରେ ୮ କୋଟିରୁ ଅଧିକ…

କେଜ୍ରିୱାଲଙ୍କ ବିବୃତ୍ତିରେ ମନୋଜ ତିୱାରୀ କହିଲେ ଆପଣ ମିଥ୍ୟା ଖବର ପ୍ରଚାର କରୁଛନ୍ତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଦ ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବାକୁ ନେଇ ବିଜେପି ଉପରେ ଆପ ବିରୋଧ କରିଆସୁଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ…

ସିସୋଦିଆଙ୍କୁ କୋର୍ଟରୁ ଝଟକା ; ମାର୍ଚ୍ଚ ୪ ଯାଏଁ ସିବିଆଇ ରିମାଣ୍ଡରେ ନେଲା

ନୂଆଦିଲ୍ଲୀ : ମଦ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ପଞ୍ଚ ଦିନିଆ ରିମାଣ୍ଡରେ ନେଇଛି । ମାର୍ଚ୍ଚ ୪ ପର୍ଯ୍ୟନ୍ତ କୋର୍ଟ ସିସୋଦିଆଙ୍କୁ ସିବିଆଇ ରିମାଣ୍ଡରେ ପଠାଇଛି ।…

ଉମେଶ ପାଲ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଗାଡି ଚାଳକ ଅରବାଜର ମୃତ୍ୟୁ

ନୂଆଦିଲ୍ଲୀ : ପ୍ରୟାଗରେ ଉମେଶ ପାଲ ଏବଂ ତାଙ୍କ ବନ୍ଧୁକଧାରୀ ବା ଗନରଙ୍କୁ ହତ୍ୟା ମାମଲାରେ ନୁଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଏନକାଉଣ୍ଟରରେ ଅରବାଜ ନାମକ ଜଣେ ନିହତ ହୋଇଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ…

ଐତିହାସିକ ସ୍ଥାନ ଓ ସହରର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଦେଶର ଧାର୍ମିକ ସ୍ଥାନ, ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀଗୁଡ଼ିକର ନାମ ବଦଳାଇବା ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନାମ ପରିବର୍ତ୍ତନ ଦାବି କରି କୋର୍ଟରେ ଏକ…

ଚା’ ନପିଇ ବନିଯିବେ କୋଟିପତି? ପ୍ରତିଦିନ ସଂଚୟ କରନ୍ତୁ ମାତ୍ର ୧୦ଟଙ୍କା, ବୁଝନ୍ତୁ ପୂରା ଗଣିତ

ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତେ କୋଟିପତି ହୋଇପାରିବେ । କିନ୍ତୁ ଏଥିପାଇଁ ଇଚ୍ଛାଶକ୍ତି ରହିବା ଉଚିତ୍ । ଏହାର ସରଳ ସୂତ୍ର ହେଉଛି ସଞ୍ଚୟ । ଆପଣ ଚା ପିଇବା ବନ୍ଦ କରି କୋଟିପତି ହୋଇପାରିବେ । ଆପଣ ହୁଏତ ଭାବୁଥିବେ…

ସେ ଦିନ ବେଶୀ ଦୂର ନୁହେଁ, ‘ମେଡ୍ ଇନ୍ ଇଣ୍ଡିଆ’ ବିମାନରେ ଉଡିବେ ଭାରତୀୟ – କର୍ଣ୍ଣାଟକରେ କହିଲେ ପିଏମ ମୋଦୀ

ବାଙ୍ଗାଲୁର : ‘ମେଡ୍ ଇନ୍ ଇଣ୍ଡିଆ' ବିମାନରେ ଉଡ଼ିବେ ଭାରତୀୟ । ସେ ଦିନ ବେଶୀ ଦୂର ନୁହେଁ, ଯେଉଁ ଦିନ ଭାରତୀୟମାନେ ‘ମେଡ୍ ଇନ୍ ଇଣ୍ଡିଆ' ବିମାନରେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ଏକ…