Browsing Category
ଦେଶ ବିଦେଶ
ଫ୍ରାନ୍ସର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ, ଜାଣନ୍ତୁ Rankingର କେତେ ନମ୍ବର ସ୍ଥାନରେ ଅଛନ୍ତି ଭାରତ ଏବଂ ପାକିସ୍ତାନ
ନୂଆଦିଲ୍ଲୀ : ୨୦୨୪ ବର୍ଷର ହେନଲେ ପାସପୋର୍ଟ ଇଣ୍ଡେକ୍ସରେ ବିଭିନ୍ନ ଦେଶର ପାସପୋର୍ଟର ରାଙ୍କିଙ୍ଗ ଜାରି କରାଯାଇଛି । ତାଲିକାରେ ଭାରତୀୟ ପାସପୋର୍ଟ ୮୫ ତମ ସ୍ଥାନରେ ଅଛି, ଯେଉଁଠାରେ ଫ୍ରାନ୍ସ ପାସପୋର୍ଟ ସବୁଠାରୁ…
ଅଚାନକ ବଢିଗଲା ପିଆଜ ମୂଲ୍ୟ: ସରକାରଙ୍କ ଏହି ନିଷ୍ପତ୍ତିରେ ବଦଳିଲା ମାର୍କେଟ ରେଟ୍
ନୂଆଦିଲ୍ଲୀ: ନାସିକର ଲାସଲଗାଓଁ ମଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ଅଚାନକ ବୃଦ୍ଧି ପାଇଛି । ପିଆଜର ମୂଲ୍ୟ ଅଚାନକ ୪୦% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧,୨୮୦ ଟଙ୍କାରୁ ୧୮୦୦ ଟଙ୍କାରେ ପହଞ୍ଚିଛି । ସୋମବାର ଦିନ…
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶକୁ ଉପହାର ଦେବେ ୩ଟି IIMs, IITs, 20KVs, ୧୩ଟି ନବୋଦୟ ବିଦ୍ୟାଳୟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦ ଫେବୃଆରୀ ଦିନ ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପକୁ ମୂଳଦୁଆ…
ଭୂମିକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ଶ୍ରୀନଗର: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ସୋମବାର ରାତି ୨.୩୫ ସୁଦ୍ଧା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା…
ଏକ ଅଜବ ପ୍ରକାରର ଛାଡ଼ପତ୍ର ମାମଲା: ପତ୍ନୀ ଦେଲେ ଡିଭୋର୍ସ, ପତି କହିଲେ- ‘ମୁଁ ତୁମକୁ କିଡନୀ ଡୋନେଟ୍ କରିଥିଲି, ଏବେ ମୋତେ କିଡନୀ ଫେରସ୍ତ…
ନୂଆଦିଲ୍ଲୀ: ଆଜିକାଲି ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ବଢ଼ୁଥିବା ଦେଖାଯାଉଛି । ତେବେ ସାଧାରଣ ଭାବେ ଡିଭୋର୍ସ ପରେ ପତ୍ନୀ ଓ ଛୁଆପିଲାଙ୍କ ଭରଣପୋଷଣ ପାଇଁ ସ୍ୱାମୀ ପ୍ରତି ମାସରେ ଅର୍ଥରାଶି ପ୍ରଦାନ କରିଥାନ୍ତି ।…
କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲା ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ
ଲକ୍ଷ୍ନୌ: କନଷ୍ଟେବଳ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଖବର ଉପରେ ଜବାବ ରଖିଲା ୟୁପି ପୋଲିସ ବୋର୍ଡ । ଉତ୍ତରପ୍ରଦେଶ ପୋଲିସ ବିଭାଗ ୬୦୨୪୪ କନଷ୍ଟେବଳ ପଦବୀ ଲାଗି ବିଜ୍ଞାପନ ଦେଇଥିଲା, ଯେଉଁଥିପାଇଁ ଫେବୃଆରୀ ୧୭-୧୮…
କେନ୍ଦ୍ର ସରକାରଙ୍କ ୫ ବର୍ଷିଆ MSP ଚୁକ୍ତି ଅଫରକୁ ପ୍ରତ୍ୟାଖ୍ୟାନ କଲା କୃଷକ ସଂଘ
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ନିକଟରେ କୃଷକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ଅବସରରେ କେନ୍ଦ୍ର ସରକାର ୫…
ଗୋମାଂସ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲିଲା ବୁଲଡୋଜର
ଅଲଓ୍ଵାର: ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର କିଶନଗଡ଼ବାସ ଥାନା ଅଞ୍ଚଳର ଜଙ୍ଗଲରେ ଗୋମାଂସ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୯ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୋଲିସ ଏତଲା ରୁଜୁ…
ବିଶ୍ୱ ରେକର୍ଡ ସୃଷ୍ଟି କଲା ୪ ମାସର ବିସ୍ମୟ ଶିଶୁ! ପଶୁ, ପକ୍ଷୀ, ପନିପରିବା ପରି ୧୨୦ ପ୍ରକାର ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରୁଛି
ନୂଆଦିଲ୍ଲୀ: ସାଧାରଣ ଭାବେ ଦଶମ, ଯୁକ୍ତଦୁଇ ଓ ଯୁକ୍ତତିନିରେ ପଢ଼ୁଥିବା ପିଲାମାନେ କେତେ ପ୍ରକାରର ଜିନିଷ ମନେରଖି ପାରିବେ ଓ ଚିହ୍ନଟ କରିପାରିବେ? ଏଭଳି ସ୍ଥିତିରେ ଗୋଟିଏ ୪ ମାସର ଶିଶୁ କେତେ ପ୍ରକାର ଜିନିଷର ନାମ…
ୱେବ ଡିଜାଇନ୍, ଡାଟା ସାଇନ୍ସ, ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି AI; ଆଇବିଏମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯେତିକି ଚାକିରି ଛଟେଇ କରିବ, ତା'ଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଏନେଇ ଆଇବିଏମ୍ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପଟେଲ କହିଛନ୍ତି। ପଟେଲ ଆଇଏଏନଏସକୁ କହିଛନ୍ତି…