Browsing Category
ଦେଶ ବିଦେଶ
ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
ଶ୍ରୀନଗର: ଲାଦାଖକୁ ରାଜ୍ୟର ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଶନିବାର ହଜାର ହଜାର ସଂଖ୍ୟାରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଲାଦାଖ ବନ୍ଧ ରହିଥିଲା । ଲେହ ଏପେକ୍ସ ବଡି…
ମୋଦୀଙ୍କୁ ସିଏମ ପଦରୁ ହଟାଇବାକୁ ଚାହୁଁଥିଲେ ବାଜପେୟୀ, ଆଡଭାନୀ ତାଙ୍କୁ ବଞ୍ଚାଇଥିଲେ: ଜୟରାମ ରମେଶ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସବୁଠାରୁ ବଡ଼ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ୩ ଫେବୃଆରୀ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି ।…
World Cancer Day 2024: କ୍ୟାନ୍ସରକୁ ଜନ୍ମ ଦେଇପାରେ ଆପଣଙ୍କର ଏହି ଅଭ୍ୟାସ, ବିଳମ୍ବ ନ କରି ଆଜି ହିଁ ଛାଡି ଦିଅନ୍ତୁ
ନୂଆଦିଲ୍ଲୀ: ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୪ ଫେବୃଆରୀରେ ବିଶ୍ୱ କର୍କଟ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ। କର୍କଟ ଭଳି ବିପଦପୂର୍ଣ୍ଣ ରୋଗ ବିଷୟରେ ଲୋକଙ୍କୁ ସଚେତନ…
ଚିଲି ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ: ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କର ମୃତ୍ୟୁ, ଦେଖନ୍ତୁ Video
ଚିଲିର ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ଘର ପୋଡି ପାଉଁଶ ହୋଇଯାଇଛି । ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଶନିବାର ଏହି ସୂଚନା…
ମଥୁରାରେ କିଏ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରଥିଲେ? ASI କଲା ବଡ଼ ଖୁଲାସା
ନୂଆଦିଲ୍ଲୀ: ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ ବିଷୟରେ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ। ଏଥିରେ ସେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ମଧ୍ୟ ସୂଚନା ମାଗିଥିଲେ। ଏହାର ଉତ୍ତର ଦେବାକୁ…
ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ସୁନା ଓ ରୂପା
ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଫେବୃଆରୀ ୩ ଶନିବାର ବା ଆଜି ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ।…
ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ…
ଲଜ୍ଜରି ଲାଇଫ୍ ଷ୍ଟାଇଲ୍ ପାଇଁ ଦାବି କରୁଥିଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ସ୍ୱାମୀ: ହାଇକୋର୍ଟ
ନୂଆଦିଲ୍ଲୀ: ଲଜ୍ଜରି ଲାଇଫ୍ ଷ୍ଟାଇଲ୍ ପାଇଁ ସ୍ୱାମୀକୁ ବାଧ୍ୟ କରୁଥିଲେ ହୋଇଯାଅନ୍ତୁ ସାବଧାନ୍ । କାରଣ ସ୍ୱାମୀ ଆପଣଙ୍କ ନାଁରେ କରିପାରିବେ କେସ୍ । ଦେଇପାରନ୍ତି ଛାଡ଼ପତ୍ର । ହଁ ଆଜ୍ଞା, ବିଳାସପୂର୍ଣ୍ଣ ଜୀବନ ଯାପନ…
(Video) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ଉପହାର ଦେଲା ଓଡ଼ିଶା? ସମ୍ବଲପୁରରେ ଖୁସି ହୋଇଗଲେ ପିଏମ ମୋଦୀ
ସମ୍ବଲପୁର: ଆଜି ସାରା ରାଜ୍ୟରେ ମୋଦୀ ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶାକୁ ଆସି ରାଜ୍ୟର ବିଭିନ୍ନ ବିକାଶାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଏଠାରେ ପହଞ୍ଚି ରାଜ୍ୟ…
(Video) ଜୟ ଶ୍ରୀରାମ… ପିଠିରେ କରିଦେଲେ ‘ରାମ ମନ୍ଦିର’ର ଟାଟୁ: ରାମଭକ୍ତିର ଅଜବ ଦୃଶ୍ୟ
ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଭାରତ ସମେତ ବିଦେଶରେ ମଧ୍ୟ ରାମ ମନ୍ଦିରକୁ ନେଇ ଅନେକ ଉତ୍ସାହ ଦେଖାଯାଉଛି । ଏହି ମହୋତ୍ସବରେ ଅନେକ…