Browsing Category

ଦେଶ ବିଦେଶ

ଏଥର ବିହାରରେ ବିଜେପି କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏହି ଦୁଇ ପଛୁଆ ସମୁଦାୟର ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏଠାରେ ୧୭ ମାସର ପୁରୁଣା ମେଣ୍ଟ ସରକାରର ଅନ୍ତ ଘଟିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର ମିଡିଆ ସହ ଆଲୋଚନା କରିଛନ୍ତି ଓ ନିଜ ଇସ୍ତଫାର…

(Video) ‘୨୨ ଜାନୁଆରୀ ଦିନ ସାରା ଦେଶ ପାଳନ କଲା ଦୀପାବଳି’, ବର୍ଷର ପ୍ରଥମ ମନ କି ବାତରେ ପ୍ରଭୁ ରାମଙ୍କୁ ସ୍ମରଣ କଲେ PM ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଗଣତନ୍ତ୍ର ଦିବସ ଠାରୁ ଆରମ୍ଭ କରି ରାମ ମନ୍ଦିର ପ୍ରାଣପ୍ରତିଷ୍ଠା…

ବିମାନ ଉଡାଣ ଆରମ୍ଭ କରିବା ବେଳେ ରନୱେ ଉପରକୁ ହଠାତ୍ ଚାଲିଆସିଲେ ଜଣେ ଯୁବକ, ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ବୋଧେ ଭଗବାନଙ୍କ ଭରସାରେ ଚାଲୁଛି । ଗତ କିଛିଦିନ ତଳେ ଜଣେ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥାର ସାମାନ୍ୟତମ ତ୍ରୁଟିର ଫାଇଦା…

ବିହାର ରାଜନୀତି: ନୀତିଶ କୁମାର INDIA ମେଣ୍ଟ ଛାଡ଼ିବାର ୫ଟି କାରଣ

ନୂଆଦିଲ୍ଲୀ: ସରଗରମ ବିହାର ରାଜନୀତି । ରାଜନୀତିରେ ସବୁ କିଛି ନ୍ୟାୟଯୁ୍କ୍ତ । ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନଥାନ୍ତି ଏବଂ ଯେତେବେଳେ ବିହାର ଏବଂ ନୀତିଶ କୁମାରଙ୍କ କଥା ଆସେ ଏହି କଥାଟି…

ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ୧ ନଂ ଧନୀ ହେଲେ ଏହି ବ୍ୟକ୍ତି, ଜାଣନ୍ତୁ କେତେ ବଢିଲା ନେଟୱର୍ଥ

ନୂଆଦିଲ୍ଲୀ: ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସର ମାଲିକ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ହରାଇଛନ୍ତି । ଟେସଲାଙ୍କ ସେୟାରରେ ହ୍ରାସ ଘଟିବା ପରେ ତାଙ୍କ ସଂପତ୍ତି କମିବା ଦେଖାଦେଇଛି । ଫ୍ରାନ୍ସର…

ପଦରୁ ଇସ୍ତଫା ଦେଲେ ନୀତିଶ କୁମାର: ବିହାର ରାଜନୀତିରେ ଯୋଡ଼ି ହେବ କି ନୂଆ କାହାଣୀ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ବିଧାୟକ ଦଳ ବୈଠକରେ ବଡ଼ ଘୋଷଣା

ପାଟନା: ବିହାର ରାଜନୀତି ଏବେ ଖୁବ ସରଗରମ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଛି । ରାଜନୀତିର ଆଗାମୀ ଯୋଜନାକୁ ନେଇ ଏବେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।…

ରେଡିଓ ମେଳାରେ Mega RJ Hunt: ରେଡିଓରେ କ୍ୟାରିୟର ପାଇଁ ‘ଆଉଟରିଚ’ର ବଡ ପ୍ଲାଟଫର୍ମ

ଭୁବନେଶ୍ୱର: ଫେବୃଆରୀ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ଦେଶର ଏକମାତ୍ର ରେଡିଓ ମେଳା ଦର୍ଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ । ଏଥର…

(Video) ମନ୍ଦିରରେ ଭୁଷୁଡିଲା ଷ୍ଟେଜ, ଜଣେ ମହିଳା ମୃତ, ୧୭ ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଥିବା କାଳକାଜୀ ମନ୍ଦିରରେ ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ଜାଗରଣ ସମୟରେ ଷ୍ଟେଜ ଭାଙ୍ଗିଯିବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।…

(Video) ‘ମୋ ବୋତଲ କେଉଁଠି..’ ଯୁବକଙ୍କୁ ଚପଲରେ ଏପରି ପିଟିଲେ ରାହତ ଫତେହ ଅଲ୍ଲୀ ଖାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପାକିସ୍ତାନର ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାହତ ଫତେହ ନିଜ ଘରେ ଜଣେ ଯୁବକଙ୍କୁ ମାରୁଛନ୍ତି ଏବଂ…