fbpx
Browsing Category

ଦେଶ ବିଦେଶ

ଓୱାଇସି ଗଡରେ କଂଗ୍ରେସ ଖୋଲିଲା ମୁଖ୍ୟ କାର୍ଯ୍ୟାଳୟ, ୫୫ବର୍ଷର ସ୍ୱପ୍ନ ହେଲା ପୂରଣ

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସ ନିଜର ୫୫ବର୍ଷର ସ୍ୱପ୍ନ ପୂରଣ କରିଛି । ହାଇଦ୍ରାବାଦରେ ଥିବା ଚାରମିନାର ଅଞ୍ଚଳରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ଥର ପାଇଁ ନିଜର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ…

ପାକିସ୍ତାନ କ୍ରିକେଟ୍ ରେ ଚର୍ଚ୍ଚାରେ ଏବେ ଶ୍ୱଶୁର-ଜ୍ୱାଇଁ ଯୋଡି

ନୂଆଦିଲ୍ଲୀ :ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖାଦେଇଛି, ନିକଟରେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ ମଧ୍ୟ ପରିବର୍ତ୍ତନ ହେଇଛନ୍ତି। ଏହା ସହିତ ପାକିସ୍ତାନ କ୍ରିକେଟ୍ ଦଳର ଚୟନର ନିର୍ଦ୍ଦେଶ ଏବେ…

ଜାମ୍ମୁ-କାଶ୍ମୀର ରଜୌରୀ ଆତଙ୍କ : ୨୪ ଘଣ୍ଟା ମଧ୍ୟରେ ଦୁଇଥର ଆଟାକ, ଏପର୍ଯ୍ୟନ୍ତ ୫ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରଜୌରୀର ଡାଙ୍ଗରୀ ଗାଁରେ ରବିବାର ଦିନ ସଂଧ୍ୟାରେ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ । ଏହି ଘଟଣାରେ ୭ଜଣ ଲୋକ ଆହାତ ହୋଇଥିଲେ ଏବଂ ୩ଜଣ ପ୍ରାଣ ହରାଇଥିବା ବେଳେ ଆଜି ପୁଣିଥରେ ସେହି ଗାଁରେ…

ଆନିମଲ ସୁଟିଂ ସମୟରେ ଭୟରେ ଥିଲେ ରଣବୀର କପୁର; କମ୍ଫଟ ଜୋନରୁ ବାହାରେ ହୋଇଛି ଫିଲ୍ମ

ବଲିଉଡ ଅଭିନେତା ରଣବୀର କପୁର ଏକ କନ୍ୟା ସନ୍ତାନର ବାପା ହେବା ପରଠାରୁ ସର୍ବଦା ଲାଇମ୍ ଲାଇଟ୍ ରେ ରହି ଆସୁଛନ୍ତି । ଏଥିସହିତ ସେ ନିଜର ଷ୍ଟାଇଲ ଏବଂ ଲୁକ୍ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ରଣବୀର…

ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ:ଖାରଜ ହେଲା ସବୁ ଯାଚିକା

ନୂଆଦିଲ୍ଲୀ: ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ । କହିଲେ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା । ଏହା ସହିତ ସମସ୍ତ ଯାଚିକା କୁ ଖାରଜ କରିଲେ ସୁପ୍ରିମକୋର୍ଟ । ସୂଚନାମୁତାବକ ଶୀତ ଅବକାଶ ପରେ ପ୍ରଥମ ଦିନରେ…

ନୂତନ ବର୍ଷରେ ସରକାରଙ୍କ ବଡ ଖବର, ଏହି ସରକାରୀ ବ୍ୟାଙ୍କ FD ଉପରେ ସୁଧ ହାର ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ : ନୂତନ ବର୍ଷର ପ୍ରଥମ ଦିନରେ, ପବ୍ଲିକ୍ ସେକ୍ଟର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଥିଲା । ବାସ୍ତବରେ, ଭାରତୀୟ ଓଭରସିଜ୍ ବ୍ୟାଙ୍କ ଫିକ୍ସଡ ଡିପୋଜିଟ (ଏଫଡି) ଉପରେ ସୁଧ…

CBSE Board Exam 2023କୁ ନେଇ ଆସିଲା ବଡ ଅପଡେଟ, ଦ୍ୱାଦଶ ପିଲାଙ୍କ ଡେଟ ସିଟରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ବୋର୍ଡ ପରୀକ୍ଷା ୨୦୨୩ର ତାରିଖରେ ପରିବର୍ତ୍ତନ କରିଛି । ଗତ ଗୁରୁବାର ଦିନ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ସମୟ ତାଲିକା ପ୍ରକାଶ କରିଥିଲା । ବର୍ତ୍ତମାନ…

ଦେଶରେ କରୋନା ସଂକ୍ରମଣର କାରଣ ହୋଇପାରେ ବିହାରର ଗୟା ଜିଲ୍ଲା, ଅନ୍ୟ ଜଣେ ସଂକ୍ରମିତଙ୍କୁ କରାଗଲା ଆଇସୋଲେଟ

ପାଟଣା: ବିଶ୍ୱରେ ପୁଣିଥରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇସାରିଛି । ଚୀନରେ ବର୍ତ୍ତମାନ କରୋନାର ପରିସ୍ଥିତି ଭୟାବହତାରେ ଗତି କରୁଛି । ତେବେ କରୋନାର ଚତୁର୍ଥ ଲହରର ଆଂଶଙ୍କା କରାଯାଉଥିବା ସମୟରେ ହଟସ୍ପଟ ବନିଗଲା…

ବିମୁଦ୍ରୀକରଣ ଉପରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟ ତାର ରାୟ ପ୍ରକାଶ କରିବେ । ଶୀତ ଅବକାଶ ପରେ ପ୍ରଥମ ଦିନରେ ଏହି ଶୁଣାଣି ହେବ । ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ ।…

ପାକିସ୍ତାନୀ ଗୀତର କପି ହେଉଛି ବେସରମ ରଙ୍ଗ ! ଅଭିଯୋଗ ଆଣିଲେ ପାକିସ୍ତାନୀ ଗାୟକ

ନୂଆଦିଲ୍ଲୀ:ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ' ରିଲିଜ ହେବା ପୂର୍ବରୁ ନିରନ୍ତର ଚର୍ଚ୍ଚାରେ ରହିଛି। ଫିଲ୍ମଟି ଜାନୁଆରୀ ୨୫ ରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ କିଙ୍ଗ ଖାନ ଦୀର୍ଘ ସମୟ ପରେ…