
Browsing Category
ଦେଶ ବିଦେଶ
BIG BREAKING ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢ଼େଇ; ୩୦୦ ମୃତ
ଓଡ଼ିଶା ଭାସ୍କର: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢ଼େଇ, ୩୦୦ ମୃତ । ହମାସ୍ର ରକେଟ୍ ମାଡ଼ ପରେ ଇସ୍ରାଏଲର ପାଲଟା ଆକ୍ରମଣ । ଇସ୍ରାଏଲ୍ର ୧୦୦ ଓ ୨୦୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ସୂଚନା । ହାମାସ…
ରାଜସ୍ଥାନରେ ଚାଲିଥିଲା ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା, ନାଚିଲେ Dutyରେ ଥିବା ମହିଳା ପୋଲିସ
ଅଲୱାର : ଆଜିକାଲି ରାଜସ୍ଥାନ ଅଲୱାରରେ ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ କଥା ବାଗେଶ୍ୱର ନାମରେ ଜଣା ଶୁଣା । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଅନେକ ଲୋକ କଥା ଶୁଣିବାକୁ ଏଠାକୁ ଆସିଛନ୍ତି । ତେବେ ଏଠାରେ ଦେଖିବାକୁ…
ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ‘Air India’ର ୨ ବିମାନ ବାତିଲ
ଓଡ଼ିଶା ଭାସ୍କର: ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଏୟାର ଇଣ୍ଡିଆର ୨ ବିମାନ ବାତିଲ । ନୂଆଦିଲ୍ଲୀରୁ ତେଲ୍ ଆଭିଭ୍ ଯାଉଥିବା ଓ ଆସିବାକୁ ଥିବା ବିମାନ ବାତିଲ କଲା ଏୟାର ଅଣ୍ଡିଆ । ଇସ୍ରାଏଲ ଉପରେ ହମାସର ରକେଟ୍ ମାଡ଼…
ଇସ୍ରାଏଲରେ ହମାସ କଲା ଆକ୍ରମଣ, ୪୦ ମୃତ: ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ଗାଜାରେ ୧୯୮ ଜଣ ପ୍ରାଣ ହରାଇଛନ୍ତି, ୧୬୧୦ ଆହତ ,…
ନୂଆଦିଲ୍ଲୀ: ଇସ୍ରାଏଲରେ ହମାସର ଆକ୍ରମଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଇସ୍ରାଏଲର ଜାତୀୟ ଉଦ୍ଧାର ସେବା ଦ୍ୱାରା ଏହି ସୂଚନା ଦିଆଯାଇଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପାଇଁ ଦୁନିଆର ଅନେକ ଦେଶ ଚିନ୍ତିତ…
ଇସ୍ରାଏଲରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାତୀୟ ସୁରକ୍ଷା ମନ୍ତ୍ରୀ
ଓଡ଼ିଶା ଭାସ୍କର: ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ହାମାସ ଏବଂ ଇସ୍ଲାମିକ ଜିହାଦ ଅତି କମରେ ୪୦ ଜଣ ଇସ୍ରାଏଲବାସୀଙ୍କୁ ହତ୍ୟା କରିଛି,…
ଡାକ୍ତରଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି: କେମିଷ୍ଟ ସପ୍ରେ ଲଗାଇ ପାରିବେନି ସାଇନବୋର୍ଡ
ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (NMC) ଦେଶର ସମସ୍ତ ଡାକ୍ତରଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଗାଇଡଲାଇନ୍ ଅନୁସାରେ କୌଣସି ଡାକ୍ତର ସାଇନବୋର୍ଡ, ଭିଜିଟିଙ୍ଗ କାର୍ଡ ଓ ପ୍ରଚାରପତ୍ର ଜରିଆରେ…
ଗଗନଯାନ ମିଶନ୍ ପ୍ରସ୍ତୁତିକୁ ତୀବ୍ର କରିଛି ISRO, ‘କ୍ରୁ ଏସ୍କେପ୍ ସିଷ୍ଟମ୍’ ଚଳିତ ମାସରେ ପରୀକ୍ଷା କରାଯିବ
ବେଙ୍ଗାଲୁରୁ : ଚନ୍ଦ୍ରାୟଣ -3 ମିଶନର ସଫଳତା ଏବଂ ଆଦିତ୍ୟ ଏଲ -1 ର ସଫଳ ଉତକ୍ଷେପଣରେ ଉତ୍ସାହିତ ହୋଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଗଗନାନ ମିଶନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ISRO 'କ୍ରୁ…
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: କହିଲେ କେଉଁ ଦଳକୁ କରନ୍ତି ସମର୍ଥନ
ଓଡ଼ିଶା ଭାସ୍କର: ବାଗେଶ୍ୱର ଧାମର ପିଠାଧିଶ୍ଵର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ରାଜନୀତିକୁ ନେଇ ବଡ ବୟାନ ଦେଇଛନ୍ତି । ରାଜସ୍ଥାନର ଅଲଓ୍ଵାରକୁ ପ୍ରବର୍ଚନ ଦେବାକୁ ଆସିଥିବା ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ସେ…
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, 14 ଜଣଙ୍କର ମୃତ୍ୟୁ
କାବୁଲ: ଆଫଗାନିସ୍ତାନରେ ଏକ ବଡ଼ ଭୂକମ୍ପ ଘଟିଛି। ଏହି ଭୂକମ୍ପ ଯୋଗୁଁ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 78 ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 6.3 ରେ ଥିଲା |ଭୁଶୁଡି…
ମହାଦେବ ଅନଲାଇନ ବେଟିଂ କାରବାର ମାମଲା : ୬ଟି ସ୍ଥାନରେ ଇଡିର ଚଢାଉ
ନୂଆଦିଲ୍ଲୀ : ଅନ୍ଲାଇନ୍ ବେଟିଂ କାରବାର ସହ ଜଡିତ ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାକୁ ନେଇ ED ଆଜି ପୁଣି ଏକ ବଡ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ଅନେକ ବଲିଉଡ ଷ୍ଟାରଙ୍କ ନାମ ସାମ୍ନାକୁ ଆସିଛି । ଆଜି…