
Browsing Category
ଦେଶ ବିଦେଶ
ଆଜି ଶୁଭାରମ୍ଭ ହେବ ଦ୍ୱିତୀୟ ପୁରୀ-ରାଉରକେଲା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ , ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର; ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଓଡିଶାବାସୀଙ୍କ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର…
ମୋଦୀଙ୍କୁ ଜିତାଇବ ‘ମୋଦୀ ମିତ୍ର’ ଅଭିଯାନ: ଆସନ୍ତା ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେବ ବିଜେପି
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହଛି ବିଜେପି । ଏନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରଚାର, ରାଲି ପାଇଁ ପ୍ରି-ପ୍ଲାନ…
ଆଜି ରାଘବ ଚଡାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଚୋପ୍ରା, ହଳଦୀ-ମେହେନ୍ଦୀ ରଶମରେ ହେଲା ଦମଦାର ଧମାଲ
ଉଦୟପୁର: ପରିଣୀତି ଚୋପ୍ରା ଏବଂ ରାଘବ ଚଡା ଆଜି ଦୁହେଁ-ଦୁହିଁଙ୍କର ହୋଇଯିବେ । ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ଦିନ ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ ବନ୍ଧନରେ ବାନ୍ଧି…
ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଆମେରିକା ଜର୍ଜିଆର ରାଜଧାନୀ ଆଟଲାଣ୍ଟାଠାରେ ଶନିବାର ଏକ ସପିଂ ମଲ୍ ନିକଟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।
ଏପି ରିପୋର୍ଟ…
ପ୍ରଧାନମନ୍ତ୍ରୀଙ୍କ ଗାଡି ଆଗକୁ ଡେଇଁବାକୁ ଚେଷ୍ଟା କରୁଥିଲେ ଯୁବକ, ସୁରକ୍ଷାକର୍ମୀ କଲେ କାବୁ
ବାରାଣାସୀ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବଳୟକୁ ଭେଦ କରି ଏକ ଯୁବକ ତାଙ୍କ କାର ନିକଟକୁ ପଳାଇଥିଲା । ଏହା ପରେ ସୁରକ୍ଷା କର୍ମୀ ତାଙ୍କୁ ଧରିଥିଲେ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ…
ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ
ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ…
ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମ କୋର୍ଟର କବାଟ ବାଇାଇଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ହାଇକୋର୍ଟ ନିଷ୍ପତିକୁ…
ସଫେଇ କର୍ମଚାରୀଙ୍କ ଅଜବ କାରନାମା: ମଦ ପିଇବା ପାଇଁ କବାଡ଼ିବାଲାକୁ ବିକି ଦେଲେ ବଣ୍ଡଲ ବଣ୍ଡଲ ସରକାରୀ ଫାଇଲ୍
ନୂଆଦିଲ୍ଲୀ: ମଦ୍ୟପାନ ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଜାଣି ସୁଦ୍ଧା ଅନେକ ଲୋକ ମଦନିଶାରେ ମସଗୁଲ ରହିଥାନ୍ତି । ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଅନେକ ଲୋକଙ୍କର ଜୀବନ ଚାଲିଯିବା ସହିତ ଅନେକ ବହୁ ଗୁରୁତର…
‘ମୁଁ ତୁମ ଭଉଣୀକୁ ମାରିଦେଇଛି, ଘରକୁ ଆସି ତା’ର ଅନ୍ତିମ ସଂସ୍କାର କର’, ପତ୍ନୀଙ୍କୁ ହତ୍ୟା କରି ଶାଳକକୁ ଡାକିଲା ଭିଣୋଇ
ଓଡ଼ିଶା ଭାସ୍କର: ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା'ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫୋନରେ ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର…
Facebook ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣମାନେ କ୍ରିଏଟ କରିପାରିବେ ଅନେକ ପର୍ସନାଲ ପ୍ରୋଫାଇଲ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ନିକଟରେ ଫେସବୁକରେ ଏକ ନୂଆ ଫିଚର ଯୋଡ଼ିଛି । ଏହି ଫିଚରର ସହାୟତାରେ ଆପଣ ଗୋଟିଏ ଆକାଉଣ୍ଟରେ ଅଲଗା ଅଲଗା ପ୍ରୋଫାଇଲସ କ୍ରିଏଟ କରିପାରିବେ । ଏହି ଫିଚର ୟୁଜର୍ସଙ୍କୁ ନିଜର…