Browsing Category
ଦେଶ ବିଦେଶ
କଂଗ୍ରେସରୁ ସସପେଣ୍ଡ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରନୀତ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଧର୍ମପତ୍ନୀ ତଥା ପଟିଆଲା ସାଂସଦ ପରନୀତ କୌରଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ତେବେ ପରନୀତଙ୍କୁ ନିଜ ପକ୍ଷ ରଖିବା ପାଇଁ ୩ ଦିନ…
ରିଲେସନସିପ୍ ଚାଲିଥିଲେ ଖୁସି ଲାଗେ: ହୃଦୟ ଭାଙ୍ଗିଗଲେ ଦୁଃଖ ଓ ଯନ୍ତ୍ରଣା କାହିଁକି ହୁଏ, ବୈଜ୍ଞାନିକଙ୍କ ବଡ଼ ଅନୁସନ୍ଧାନ
ନୂଆଦିଲ୍ଲୀ: କୁହାଯାଏ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ଏହାର ପ୍ରଭାବରେ ଜଣେ ମଣିଷ ଶାରୀରିକ ଓ ମାନସିକ ଭାବେ ରୋଗଗ୍ରସ୍ତ ହୋଇପଡ଼େ । କିଛି ଲୋକ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉଥିବା ବେଳେ ଆଉ…
ରେଳ ବଜେଟକୁ ନେଇ ମନ୍ତ୍ରୀଙ୍କ ସୂଚନା: ଚଳିତ ଥର ବୃଦ୍ଧି ପାଇଲା ଅନୁଦାନ ରାଶି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟ ଆଗତ କରିଛନ୍ତି । ରେଳ ବଜେଟରେ…
ଆମର କୌଣସି ସମ୍ପର୍କ ନାହିଁ… ଆଦାନୀ ଗ୍ରୁପର ସେୟାରରେ ହ୍ରାସ ମଧ୍ୟରେ କହିଲେ ମୋଦୀ ସରକାର
ନୂଆଦିଲ୍ଲୀ: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଆଦାନୀ ଗ୍ରୁପ୍ ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର…
ସଂସଦରେ ଆଦାନୀ ଝଡ଼, ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଅଡ଼ିବସିଲେ ବିରୋଧୀ
ନୁଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସରକାରଙ୍କ ଉପରେ ଅଭିଯୋଗ…
BBC ଡକ୍ୟୁମେଣ୍ଟାରୀ ବିବାଦର ଶୁଣାଣି: କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ଯାଞ୍ଚ କରିବେ ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ପରବର୍ତ୍ତୀ…
Tripura Election 2023:ତ୍ରିପୁରା ଗଢ଼ିବ କି ବିଜେପି ସରକାର? ଆଜି ଦୁଇ ଦୁଇଟି ରାଲି ଦ୍ୱାରା ଶକ୍ତି ପ୍ରଦର୍ଶନ କରିବେ ନଡ୍ଡା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଆଜି ତ୍ରିପୁରା ଗସ୍ତରେ ଆସିଛନ୍ତି । ଯେଉଁଠାରେ ସେ ଦୁଇଟି ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବେ। ତ୍ରିପୁରାର ଗଣମାଧ୍ୟମ ଦାୟିତ୍ୱରେ ଥିବା ପ୍ରଭାରୀ ସୂଚନା…
(Video)ଦେଖନ୍ତୁ କିପରି ଦ୍ରୁତ ଗତିରେ ଆସୁଥିବା କାରଟି ବାଇକକୁ ଧକ୍କା ଦେଲା ଆଉ ତାପରେ ୪ କିଲୋମିଟର ଟାଣି ନେଲା
ନୂଆଦିଲ୍ଲୀ:ଗୁରୁଗ୍ରାମରେ ରୋଡ଼ ରେଜ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କ ଜୀବନ ଅଳ୍ପକେ ବଞ୍ଚି ଥିବାର କୁହାଯାଉଛି।…
ଆମେରିକା ଆକାଶରେ ଚୀନ୍ର ଗୁପ୍ତଚର ବେଲୁନ୍: ତିନୋଟି ବସ୍ ଆକାର ସହିତ ସମାନ: ପେଣ୍ଟାଗନ୍
ନୁଆଦିଲ୍ଲୀ: ଆମେରିକା ରକ୍ଷା ମନ୍ତ୍ରଳାୟ ମୁଖ୍ୟାଳୟ ପେଣ୍ଟାଗନ ଦାବି କରିଛି ଯେ, ଏହାର ଏୟାର୍ ବେସ୍ ଉପରେ ଚୀନ୍ର ସ୍ପାଏ ବେଲୁନ୍ ଉଡୁଛି । ଏହାର ଆକାର ପ୍ରାୟ ତିନୋଟି ବସ୍ ଆକରର ହେବ ବୋଲି କୁହାଯାଉଛି। ବିଦେଶ…
ନିର୍ମାଣାଧୀନ ସଚିବାଳୟରେ ଅଗ୍ନିକାଣ୍ଡ : ଫାୟାର ବ୍ରିଗେଡର ୧୦ଟି ଗାଡ଼ି କଲା ନିୟନ୍ତ୍ରଣ
ନୂଆଦିଲ୍ଲୀ: ହାଇଦ୍ରାବାଦରେ ନିର୍ମାଣାଧୀନ ସଚିବାଳୟ ଭବନରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଘଟଣାରେ କୌଣସି ମୃତାହତ ହେବାର…