Browsing Category

ଦେଶ ବିଦେଶ

ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର, କହିଲେ ଡ୍ରଗ୍ସ-ଆତଙ୍କର ବିନାଶ କରିବା ଆମ ସରକାରର ମୂଳ ଉଦେଶ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ଆମ ସରକାର ଡ୍ରଗ୍ସ ଏବଂ ଆତଙ୍କବାଦ ଉପରେ ଜିରୋ ଟଲରାନ୍ସ ନୀତି ଅନୁସରଣ କରୁଛନ୍ତି। ଡ୍ରଗ୍ ପ୍ରସଙ୍ଗରେ ଅମିତ ଶାହା ଲୋକସଭାରେ ଏହି ଉତ୍ତର…

Pakistan Cricket Boardରୁ ରମିଜ ରାଜାଙ୍କ ଛୁଟି,ଜାଣନ୍ତୁ କାହାକୁ ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ :ଭାରତକୁ ଅନୁକରଣ କରୁଛି ପାକିସ୍ତାନ। ଯେଉଁ ଭଳି ଭାବେ ଭାରତ କ୍ରିକେଟ୍ ବୋର୍ଡରେ ଏବେ ପରିବର୍ତ୍ତନ କରିଥିଲା ଠିକ ସେହିପରି ପାକିସ୍ତାନର କ୍ରିକେଟ୍ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ…

ମଣିପୁରରେ ୨ଟି ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ମଣିପୁର: ମଣିପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ନୋନି ଜିଲ୍ଲାରେ ବୁଧବାର ଦିନ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୨ଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ…

୫୦୦ ଟଙ୍କାରେ ସିଲିଣ୍ଡର ପରେ ଏବେ ଅଟା,ତେଲ,ଡାଲିର ଦର ମଧ୍ୟ କମିବ ବୋଲି ସୂଚନା ଦେଲେ ଗେହଲଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଏହି ସମୟରେ ରାଜସ୍ତାନ ସରକାର କିଛି ଅଲଗା ପଦକ୍ଷେପ ନେଉଛନ୍ତି ଯାହା ପାଇଁ ତାଙ୍କ ଉପରେ ତାଙ୍କ ରାଜ୍ୟବାସୀ…

ମାନସିକ ସ୍ତରରେ କିପରି ଫିଟ୍ ରହିବେ: ନିୟମିତ ଖାଇବାକୁ ପଡ଼ିବ ଏହିସବୁ ଖାଦ୍ୟ

ଆମେଁ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ମାନସିକ ସ୍ତରରେ ସୁସ୍ଥ ଓ ଶକ୍ତିଶାଳୀ ରୁହେ, ତେବେ ସମସ୍ତ ପ୍ରକାର ଅସୁବିଧା ଓ…

ରାହୁଲଙ୍କ ସହ ସେଲ୍ଫି ନେବା ପାଇଁ ଷ୍ଟେଜ ଉପରେ ମାଡ଼ଗୋଳ ,ରାଗିଲେ ରାହୁଲ

ନୂଆଦିଲ୍ଲୀ: ହରିୟାଣାର ନହୁରେ, ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପ୍ରବେଶ କରିଥିଲା ​​ଏବଂ ପତାକା ବିନିମୟ କାର୍ଯ୍ୟକ୍ରମ ଚାଲିଥିଲା, କିଛି କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେବାକୁ ଚେଷ୍ଟା…

ନକଲି କଂଗ୍ରେସଙ୍କୁ ମଝିରେ ମଝିରେ ମହାତ୍ମା ଗାନ୍ଧୀଙ୍କ କଥା ମନେପଡୁଛି: ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ଆଜି ସଂସଦ ଶୀତଅଧିବେଶନର ୧୧ତମ କାର୍ଯ୍ୟଦିବସ । ଲୋକସଭାରେ ଚୀନ ପ୍ରସଙ୍ଗରେ ଆଜି ମଧ୍ୟ ବିରୋଧୀଙ୍କ ଅନ୍ଦୋଳନ ଜାରି ରହିଛି । ଏହା ବ୍ୟତିତ ଆଜି ସଂସଦର ସେଣ୍ଟ୍ରାଲ ହଲରେ କଂଗ୍ରେସ ସଂସଦୀୟ ଦଳର ଏକ ବୈଠକ…

IPLରେ ଇମ୍ପ୍ୟାକ୍ଟ ପ୍ଲେୟାର୍ସଙ୍କ ପାଇଁ BCCI ଲାଗୁ କରିବାକୁ ଯାଉଛି ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ସିଜନରେ କିଛି ଖେଳାଳିଙ୍କୁ ଲାଗିପାରେ ବଡ଼ ଝଟକା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ ଇମ୍ପ୍ୟାକ୍ଟ ପ୍ଲେୟାର୍ସଙ୍କ ପାଇଁ ନୂଆ ନିୟମ ପ୍ରସ୍ତୁତ କରୁଛି । ଇମ୍ପ୍ୟାକ୍ଟ…

ଲେଉଟିଲା କରୋନା: ପୁଣି ମାସ୍କ ହୋଇପାରେ ବାଧ୍ୟତାମୂଳକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡକାଇଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଫେରିଛି କରୋନା ସଂକ୍ରମଣ । ଚୀନ ସମେତ ୧୦ରୁ ଅଧିକ ରାଷ୍ଟ୍ରରେ ଏହା ମଧ୍ୟରେ ସଂକ୍ରମଣ ହାର ଉପରମୁହାଁ ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୧୦ ହଜାର…

କରୋନା ଭୟରେ ୨ ବର୍ଷ ଧରି ଘରେ ଲୁଚିଥିଲେ ମା’ ଓ ଝିଅ; ଜାଣନ୍ତୁ କାହିଁକି କଲେ ଏପରି

ନୂଆଦିଲ୍ଲୀ: ଦୁନିଆରେ ପୁଣି ଥରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚୀନ୍ରେ କରୋନା ମହାମାରୀ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ତେବେ ଭାରତରେ ମାମଲା କମ୍ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…