CHARIDHAM
Browsing Category

ଦେଶ ବିଦେଶ

ଛୁଟିରେ ସବୁ ଜଜ ଏକ ସଙ୍ଗେ କାହିଁକି ଚାଲି ଯାଉଛନ୍ତି, ଜନତାଙ୍କ ସହ ଅନ୍ୟାୟ; ପ୍ରକ୍ରିୟା ବିରୋଧରେ ଜନସ୍ଵାର୍ଥ ମାମଲା

ନୂଆଦିଲ୍ଲୀ: ସବୁ ଜଜ ଛୁଟିରେ ଏକ ସଙ୍ଗେ କାହିଁକି ଚାଲି ଯାଉଛନ୍ତି। ଏଥିରେ ଶୁଣାଣି ପ୍ରଭାବିତ ହେଉଛି। ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ଏମିତି ଅଭିଯୋଗ କରି ବମ୍ବେ ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ଦାଖଲ…

ଓଡିଶା ଉପକୂଳରୁ ଆଣବିକ କ୍ଷମତାପୂର୍ଣ୍ଣ ବାଲାଷ୍ଟିକ୍ ମିସାଇଲ୍ ‘ଅଗ୍ନି ପ୍ରାଇମ’କୁ ପରୀକ୍ଷା କଲା ଭାରତ

ବାଲେଶ୍ୱର: ବଢୁଛି ଭାରତର ପ୍ରତିରକ୍ଷା ଶକ୍ତି। ଭାରତୀୟ ସେନା ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ୱର ଉପକୂଳରୁ ଆଣବିକ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ'ର ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା…

ସଞ୍ଜୟ ଦତ୍ତ କହିଲେ- ମୁଁ ଏବେ ଆହୁରି ସାଉଥ ଫିଲ୍ମରେ କାମ କରିବି, ବଲିଉଡ ତ…

ନୂଆଦିଲ୍ଲୀ: ଗତ କିଛି ସମୟ ଧରି ସାଉଥ ଫିଲ୍ମରେ କାମ କରୁଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। କେଜିଏଫ ଚାପ୍ଟର ୨ରୁ କନ୍ନଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ଏବେ ସଞ୍ଜୟ ଦତ୍ତ ଫିଲ୍ମ ଥଲାପତି ୬୭ ଜରିଆରେ ତାମିଲ ଫିଲ୍ମରେ…

ଆସନ୍ତାବର୍ଷରୁ ନ୍ୟୁୟର୍କ ସ୍କୁଲରେ ଦୀପାବଳି ଛୁଟି: ମେୟର କଲେ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଠାରୁ ନ୍ୟୁୟର୍କ ସହରରେ ହିନ୍ଦୁ ପର୍ବ ଦୀପାବଳି ପାଇଁ ସ୍କୁଲ ବନ୍ଦ ରହିବ ବୋଲି ମେୟର ଏରିକ ଆଡାମସ୍ ଘୋଷଣା କରିଛନ୍ତି । ଗୁରୁବାର ସକାଳେ ରାଜ୍ୟ ବିଧାନସଭା ଲେଡି ଜେନିଫର ରାଜକୁମାର ଏବଂ…

Pakistan Update: ଇମ୍ରାନଙ୍କୁ ଲାଗିଲା ଶକ୍ତ ଝଟକା ,ନିର୍ବାଚନ ଆୟୋଗ କରିଲେ ଅଯୋଗ୍ୟ ଘୋଷଣା

ନୂଆଦିଲ୍ଲୀ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଶକ୍ତ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା…

ମୋଦୀଙ୍କ କେଦାରନାଥ ଲୁକ୍: ୬ ଥର ଗସ୍ତ, ୬ଟି ନୂଆ ବେଶ, ୨୮ ବର୍ଷ ପରେ ଦେବଭୂମିରେ ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେବଭୂମି କେଦାରନାଥ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କ ସ୍ୱତନ୍ତ୍ର ବେଶପୋଷାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି । ଏହା ମୋଦୀଙ୍କ ଷଷ୍ଠ ଗସ୍ତ ହୋଇଥିବା ବେଳେ…

ଏଠି ଭଗବାନଙ୍କ ଦର୍ଶନ ପାଇବାକୁ ଲାଗେ ଡାକ୍ତର ମାନଙ୍କ ଭିଡ଼, ଦୀର୍ଘ ଜୀବନ ପାଇଁ ଲୋକ କରନ୍ତି ଆରାଧନା

ଧନତେରସ ଦିନ ସାରା ଦେଶରେ ସ୍ୱାସ୍ଥ୍ୟ ଦେବତା ଭଗବାନ ଧାନଭନ୍ତ୍ରିଙ୍କ ବିଶେଷ ଉପାସନା କରାଯାଏ। ଏହି ବର୍ଷ ଧନତେରସ ପର୍ବ ୨୨ ଅକ୍ଟୋବରରେ ପାଳନ କରାଯିବ। ଦେଶରେ ଧାନଭନ୍ତ୍ରି ଦେବଙ୍କର ଅନେକ ମନ୍ଦିର ନାହିଁ ଯଦିଓ କେତେକ…

T20 WCରେ ବଡ ବିପର୍ଯ୍ୟୟ: ସୁପର ୧୨ରେ ଆୟରଲାଣ୍ଡ, ଦୁଇ ଥର ଓ୍ଵାର୍ଲ୍ଡ ଚାମ୍ପିଅନ ବିଶ୍ଵ କପରୁ ବିଦା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପରେ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଦୁଇ ଥରର ବିଶ୍ଵ କପ୍ ବିଜେତା ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବାଦ୍ ପଡି ଚଳିତ ବିଶ୍ଵ କପରୁ ବିଦା…

ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର ,ରାଜ୍ୟସରକାର ବାଣ୍ଟିବେ ୩୬,୦୦୦ ହଜାର ସ୍କୁଟର

ଗୁଆହାଟି: ଶିକ୍ଷା କୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟ ସରକାର ଙ୍କ ନୂତନ ନିଷ୍ପତି। ଆସାମ ସରକାର ଏହି ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩୬,୦୦୦ ମେରିଟିଭ୍ ବିଦ୍ୟାର୍ଥୀଙ୍କୁ ସ୍କୁଟର…

BigBreaking:ସାମରିକ ଚପର ଦୁର୍ଘଟଣାଗ୍ରସ୍ତ;ସର୍ଚ୍ଚ ଅପରେଶନ ଜାରି

ନୂଆଦିଲ୍ଲୀ :ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ସିଙ୍ଗିଗ ଗ୍ରାମ ନିକଟରେ ଏକ ସାମରିକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ସ୍ଥାନ ସିଆଙ୍ଗ ଜିଲ୍ଲାର ଟୁଟିଙ୍ଗ ମୁଖ୍ୟାଳୟଠାରୁ ୨୫ କିଲୋମିଟର…