
Browsing Category
ଦେଶ ବିଦେଶ
କରୋନା ମୃତ୍ୟୁକୁ ନେଇ ICMR ବୈଜ୍ଞାନିକଙ୍କ ବଡ଼ ଖୁଲାସା: ସୁସ୍ଥ ଓ ଅସୁସ୍ଥଙ୍କ ଠାରେ ଭ୍ୟାକ୍ସିନର ପ୍ରଭାବ ଅଲଗା
ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଆସିଛି । ଏହା ମଧ୍ୟରେ ଅଧିକାଂଶ ଲୋକ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇସାରିଥିବା ବେଳେ ବୁଷ୍ଟର ଡୋଜ୍ ଜାରି…
କାରୱା ଚୌତ ଦିନ କେତେ ବେଳେ ଚାନ୍ଦକୁ ଦେଖିବା ଆପଣଙ୍କ ପାଇଁ ହେବ ଶୁଭ , ଜାଣନ୍ତୁ ଶୁଭ ସମୟ
ନୂଆଦିଲ୍ଲୀ: ଗୁରୁବାର ଦିନ, ସଧବା ନାରୀ ମାନେ ଦିନସାରା ନିର୍ଜଳ ରହି କାରୱା ଚୌଥ ପାଇଁ କଠୋର ଉପବାସ ପାଳନ କରିବେ। କାରୱା ଚୌଥ ହେଉଛି ଏକ ପୂଜା । ଯାହାକୁ ସଧବା ନାରୀ ମାନେ ତାଙ୍କ ସ୍ୱାମୀଙ୍କ ପାଇଁ କରନ୍ତି।…
Infosys ଅଧ୍ୟକ୍ଷ ରବି କୁମାରଙ୍କ ଇସ୍ତଫା
ନୂଆଦିଲ୍ଲୀ: ଆଇଟି ମେଜର ଇନଫୋସିସର ଅଧ୍ୟକ୍ଷ ପଦରୁ ରବି କୁମାର ଏସ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦିଆଯାଇଛି । ରବିଙ୍କ କାର୍ଯ୍ୟ ଦକ୍ଷତା ବଳରେ ବୋର୍ଡ ଅଫ୍ ଡାଇରେକ୍ଟର୍ସ…
NASA ର ଡାର୍ଟ ମିଶନ ; ପୃଥିବୀକୁ ରକ୍ଷା କରିବାରେ ମିଳିଲା ସଫଳତା
ନୂଆଦିଲ୍ଲୀ: ପୃଥିବୀକୁ ମହାକାଶରୁ ରକ୍ଷା କରିବା ପାଇଁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଡାର୍ଟ ମିଶନର ଫଳାଫଳ ପ୍ରକାଶ କରିଛି। ଏକ ନାସା ମହାକାଶଯାନ ଲକ୍ଷ ଲକ୍ଷ ମାଇଲ ଦୂରରେ ଥିବା ଏକ କ୍ଷତିକାରକ ଆଷ୍ଟେରଏଡ…
କର୍ଣ୍ଣାଟକରେ ଦଳିତଙ୍କ ଉପରେ ଅତ୍ୟାଚାର: ୧୫ ଦିନ ଧରି ରଖିଲେ ବନ୍ଧକ, ଆକ୍ରମଣରେ ମହିଳାଙ୍କର ଗର୍ଭପାତ
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ୧୬ ଜଣ ଦଲିତଙ୍କୁ ଅନେକ ଦିନ ଜେଲରେ ରହିବା ପରେ ନିର୍ଯ୍ୟାତନା ଦିଆଯାଇଥିଲା। ଏହି ମାମଲା କର୍ଣ୍ଣାଟକର ଚିକକାମାଲୁରୁ ଜିଲ୍ଲାର।…
ଉଜ୍ଜୈନରେ ମହାକାଳ ଲୋକ କରିଡରର ଉଦଘାଟନ କଲେ ମୋଦୀ
ଉଜ୍ଜୈନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜୈନରେ ମହାକାଳ ଲୋକ କରିଡରର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ମୋଦୀ ମହାକାଳ ମନ୍ଦିରରେ ପୂଜା କରିଥିଲେ । ସେ ଗର୍ଭଗୃହରେ ମନ୍ତ୍ର ଜପ କରିଥିଲେ । ଏହି…
ଶାକାହାରୀ କୁମ୍ଭିର ବାବିୟାର ମୃତ୍ୟୁ: ସମ୍ମାନର ସହ ହେଲା ଶେଷ କୃତ୍ୟ
କେରଳର ପଦ୍ମନାଭସ୍ୱାମୀ ମନ୍ଦିର ହ୍ରଦରେ ରହୁଥିବା କୁମ୍ଭିର ବାବିୟାର ମୃତ୍ୟୁ ହୋଇଛି । କୁହାଯାଏ ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା । କାରଣ ଅହି କୁମ୍ଭିର ତାର ସ୍ୱଭାବରୁ ବାହାରେ ଥିଲା । ଅର୍ଥାତ ଅନ୍ୟ…
ଭାରତ ପାଇଁ ସତର୍କ ଘଣ୍ଟି ବଜାଇଲା IMF: ୨୦୨୨-୨୩ ପାଇଁ ହ୍ରାସ କଲା ଅଭିବୃଦ୍ଧି ହାର
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ୨୦୨୨ରେ ଭାରତର ଆନୁମାନିକ ବିକାଶ ଦରକୁ ହ୍ରାସ କରି ୬.୮ ପ୍ରତିଶତ କରି ଦେଇଛି। ସେହିପରି ଆଇଏମଏଫ ଅନୁମାନ କରୁଛି ଯେ, ୨୦୨୩ରେ ଭାରତର ବିକାଶ ଦର ୬.୧ ପ୍ରତିଶତ…
ମେଟାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲେ ରୁଷ ସରକାର: ଲଗାଇଲେ ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ଆତଙ୍କବାଦୀ ଓ ଉଗ୍ରବାଦୀ ସଙ୍ଗଠନ ବୋଲି ଘୋଷଣା କରିଛି ରୁଷ । ସମାଚାର ଏଜେନ୍ସି ରଏଟର୍ସ ନିଜର ରିପୋର୍ଟରେ ଏହି ସୂଚନା ଦେଇଛି ଏବଂ କହିଛି ଯେ,…
କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କଲେ ଓକିଲ, ୨୫ ହଜାର ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ
ମୁମ୍ବାଇ: ଏକ ଦୁଷ୍କର୍ମ ମାମଲାର ବିଚାର ସମୟରେ କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କରି ଜରିମାନାର ସମ୍ମୁଖିନ ହେଲେ ଓକିଲ। ଏହି ମାମଲାର ଶୁଣାଣି ସମୟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ଦାଖଲ କରିବାକୁ ଯାଇ ଓକିଲ ଏଭଳି…