
Browsing Category
ଦେଶ ବିଦେଶ
ଗୁଜରାଟ-ହିମାଚଳ ପ୍ରଦେଶ ନିର୍ବାଚନ: ସର୍ଭେରେ ବିଜେପିର ଦବଦବା କାଏମ, କଂଗ୍ରେସ ସ୍ଥିତି ନିରାଶଜନକ
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କୌଣସି ବି ଦିନ ନିର୍ବାଚନ ତାରିଖ…
ଗୋଟିଏ ପେଗ୍ ର ଦାମ୍ ୪.୭ କୋଟି: ଜାଣନ୍ତୁ କେଉଁଠି ମିଳେ ଏହି ହ୍ୱିସ୍କି
ଜାପାନ: ଆଜିକାଲି ଅନେକ ଲୋକ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ବିଶେଷ କରି ଯୁବପିଢିମାନେ ଏହି ନିଶାଦ୍ରବ୍ୟର ଶିକାର ହେଉଛନ୍ତି । ତେବେ ଭାରତ ଅପେକ୍ଷା ଅନ୍ୟ ଦେଶମାନଙ୍କରେ ଏହି ମଦ କିମ୍ବା ନିଶା ଦ୍ରବ୍ୟ ସେବନ କରିବା…
ଅନଲାଇନରେ ପାଠପଢା ବାହାନାରେ ଆଡ଼ଲ୍ଟ ସାଇଟ୍ ଦେଖୁଥିଲେ ଶିକ୍ଷକ; ଧରା ପଡିବାରୁ ହେଲେ ଚାକିରୀରୁ ନିଲମ୍ବିତ
ନୂଆଦିଲ୍ଲୀ: ଏଇ କିଛି ବର୍ଷ ହେବ ଅନ ଲାଇନ ପାଠ ପଢା ଉପରେ ଅଧିକା ପ୍ରଧ୍ୟାନ୍ୟ ଦିଆଯାଉଛି । କାରଣ ଗତ ବର୍ଷ କରୋନା ଜୀବାଣୁ ସଂକ୍ରମଣ ହେତୁ ବିଶ୍ବର ପ୍ରାୟ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିଲା। ତେଣୁ ଅନ୍ଲାଇନ୍ ରେ…
ସ୍ଵାମୀ ଜଣାଉନଥିଲେ ନିଜର ଇନକମ, ଆରଟିଆଇ ଦାୟର କରି ସବୁ ଜାଣିଲେ ପତ୍ନୀ
ନୂଆଦିଲ୍ଲୀ: ଆପଣ କେତେ ଆୟ କରନ୍ତି ? ଏହି ଧରଣର ପ୍ରଶ୍ନର ଉତ୍ତରର ଜବାବ ଦେବାକୁ ପସନ୍ଦ କରନ୍ତି ନାହିଁ ଅଧିକାଂଶ ଲୋକ। ସାଧାରଣତଃ ଏହି କଥା ଲୋକେ ନିଜ ପରିବାର ସହିତ ଆଲୋଚନା କରିଥାନ୍ତି। ଯେବେ ବୈବାହିକ ଜୀବନରେ…
କୋଲକାତା ଦୁର୍ଗା ପେଣ୍ଡାଲରେ ମହିଷାସୁର ଜାଗାରେ ମହାତ୍ମା ଗାନ୍ଧୀ, ବଢିଲା ବିବାଦ
କୋଲକାତା: ସମଗ୍ର ଦେଶରେ ବେଶ ଆନନ୍ଦ ଉଲ୍ଲାସର ସହ ଦୁର୍ଗାପୂଜା ପାଳନ କରାଯାଉଛି। ଏହା ମଧ୍ୟରେ କୋଲକାତାରେ ଦୁର୍ଗାପୂଜାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି। ସହରର ଏକ ପେଣ୍ଡାଲରେ ମହିଷାସୁର ସ୍ଥାନରେ ମହାତ୍ମା…
ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା: ଦିଲ୍ଲୀରେ ଲ୍ୟାଣ୍ଡିଂ ପାଇଁ ଅନୁମତି ନାହିଁ, ପିଛା କରୁଛି ସୁଖୋଇ-୩୦MK
ନୂଆଦିଲ୍ଲୀ: ତେହରାନରୁ ଚୀନ ଯାଉଥିବା ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ଭାରତୀୟ ବାୟୁସୀମା ଭିତରେ ଥିବାବେଳେ ଇରାନୀୟ ବିମାନରେ ବୋମା ଥିବା ଜଣାପଡିଛି । ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପକ୍ଷଣୁ…
ଏହି ଲେଜେଣ୍ଡ ଅଭିନେତ୍ରୀ ନିଜ ଫିଲ୍ମ ସେଟରେ ଖାଇଥିଲେ ଶକ୍ତ ଚାପୁଡା: ଜାଣନ୍ତୁ ଏହାର ପ୍ରକୃତ କାରଣ..
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ମୁଖାର୍ଜିଙ୍କ ମା' ଅଭିନେତ୍ରୀ ତନୁଜା ସମର୍ଥଙ୍କୁ କିଏ ବା ନଜାଣେ । ତାଙ୍କର ସେହି ଅଭୁଲା ଅଭିନୟର ଯାଦୁ ଆଜି ବି ଲୋକଙ୍କ ମନରେ ବଂଚି ରହିଛି । ତେବେ ଅଭିନୟ ଜଗତରୁ…
Light Combat Helicopter: ବାୟୁ ସେନାରେ ସାମିଲ ହେଲା ସ୍ବଦେଶୀ ଲଢୁଆ ବିମାନ,ଶତ୍ରୁକୁ ମାତ ଦେବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ
ଯୋଧପୁର:୩ ଅକ୍ଟୋବର ୨୦୨୨ ଦିନ ୧୧ ଟା ସମୟରେ ଯୋଧପୁର ଏୟାରବେସରେ ଭାରତୀୟ ବାୟୁସେନା ଦ୍ୱାରା ହାଲୁକା ଯୁଦ୍ଧ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଭାରତୀୟ ବାୟୁସେନା ଟୁଇଟ୍ କରି ଏହି ସୂଚନା ସେୟାର କରିଛନ୍ତି। ଏହି…
ଘରେ ଚାର୍ଜରେ ବସିଥିବା ଇଲେକ୍ଟ୍ରିକ୍ ସ୍କୁଟିରେ ବିସ୍ଫୋରଣ: ୭ ବର୍ଷ ଶିଶୁର ମୃତ୍ୟୁ, ପିତା କରିଥିଲେ…
ନୂଆଦିଲ୍ଲୀ: ଯେବେବି ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟାଟେରୀ ଫାଟିବା ମାମଲା ବନ୍ଦ ହୋଇଥିବା ମନେହୁଏ, ସେବେ କିଛି ନୂଆ ମାମଲା ସାମ୍ନାକୁ ଆସିଥାଏ । ଏଥର ଦୁର୍ଘଟଣା ମୁମ୍ବାଇରେ ହୋଇଛି । ସେଠାରେ ଏକ ଇଲେକ୍ଟ୍ରିକ୍ ସ୍କୁଟି…
ମାର୍କେଟରୁ ନକଲି ମେଡିସିନ କିଣୁଛନ୍ତି କି ? ହୋଇଯାଅନ୍ତୁ ସାବଧାନ, ଏହି ମାଧ୍ୟରେ କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ଅନେକ ସମୟରେ ଆମେ ବଜାରରୁ ବିଭିନ୍ନ ପ୍ରକାର ଔଷଧ ଆଣିଥାଆନ୍ତି । କିନ୍ତୁ ଆମେ ବହୁତ ସମୟରେ ଜାଣି ନଥାନ୍ତି ଯେ ଆମେ ଯେଉଁ ମେଡିସିନ ଖାଉଛନ୍ତି ତାହା ଅସଲି କିମ୍ବା ନକଲି । ତେବେ ମହାମାରୀ ପରଠାରୁ ଦେଶ ତଥା…