
Browsing Category
ଦେଶ ବିଦେଶ
ମିଳିତ ଜାତି ସଂଘରେ ପୁଣି ଋଷ ସପକ୍ଷରେ ଛିଡ଼ା ହେଲା ଭାରତ, ନିନ୍ଦା ପ୍ରସ୍ତାବ ଭୋଟିଂରୁ ରହିଲା ଦୂରରେ
ନୂଆଦିଲ୍ଲୀ: ୟୁକ୍ରେନ୍ର ଚାରି ଅଞ୍ଚଳକୁ ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ସହିତ ମିଶ୍ରଣ କରିବା ପରେ ଆମେରିକା, ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏହାପରେ ମିଳିତ…
‘ଅଦାଲତ ପ୍ରଚାର କରିବାର ମାଧ୍ୟମ ନୁହେଁ’: ଇଭିଏମ ସମ୍ବନ୍ଧୀୟ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏକ ରାଜନୀତିକ ଦଳ ତରଫରୁ ଦାୟର ହୋଇଥିବା ଇଭିଏମ ସମ୍ବନ୍ଧୀୟ ଯାଚିକାକୁ ଖାରଜ କରିବା ସହ କଡ଼ା ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଦାଲତ ଏଭଳି ସ୍ଥାନ ନୁର୍ହେ…
ପୁଟିନ୍ଙ୍କ ଟାର୍ଗେଟ୍ରେ ପାଶ୍ଚାତ୍ୟ ରାଷ୍ଟ୍ର: କାହିଲେ- ‘ଯେପରି ଭାରତକୁ ଲୁଟିଥିଲେ, ଋଷକୁ ମଧ୍ୟ ଲୁଟିବାକୁ ଚାହୁଁଛନ୍ତି’
ନୂଆଦିଲ୍ଲୀ: ୟୁକ୍ରେନ୍ର କବଜା କରିଥିବା ଚାରି ପ୍ରଦେଶକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ସହିତ ଆଜି ଔପଚାରିକ ଭାବରେ ମିଶ୍ରଣ କରିଛନ୍ତି। କ୍ରିମିଲିନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଡୋନେଟସ୍କ, ଲୁହାନସ୍କ,…
ଗୁରୁତର ବ୍ୟକ୍ତିର ଯତ୍ନ ନେବା ପାଇଁ ପତ୍ନୀ ଓ ପ୍ରେମିକ ମଧ୍ୟରେ ମାରପିଟ୍: ମେଡିକାଲରେ ଦେଖିବାକୁ ମିଳିଲା…
ନୂଆଦିଲ୍ଲୀ: ସ୍ୱାମୀକୁ ନେଇ ପତ୍ନୀ ଓ ପ୍ରେମିକା ମଧ୍ୟରେ ଝଗଡ଼ା । ସୂଚନା ମୁତାବକ, ଛାଡ଼୍ପତ୍ର ବିନା ପତ୍ନୀ ଏବଂ ଦୁଇ ପିଲାଙ୍କୁ ଛାଡି ପ୍ରେମିକା ସହ ରହୁଥିବା ସ୍ୱାମୀ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାକୁ ଶୁଣିବା…
‘ମୋ ପତ୍ନୀ ମହିଳା ନୁହେଁ’: ସ୍ତ୍ରୀଙ୍କ ବିରୋଧରେ ଠକାମୀ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଗଲେ ସ୍ୱାମୀ…
ଭୋପାଳ: ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଯୁବକ ବୁଝାମଣାକୁ ନେଇ ଏବେ ସୁପ୍ରମକୋର୍ଟଙ୍କ ଶରଣ ନେବାକୁ ପଡ଼ିଥିଲା । ଯୁବକଙ୍କ କହିବା ଅନୂଯାୟୀ ତାଙ୍କ ପତ୍ନୀ ମହିଳା ନୁହେଁ ପୁରୁଷ । ଯେତେବେଳେକି ମହିଳା ନିଜ ଶପଥ ପତ୍ରରେ…
୪ ରୁ ୩ ଥର ପାସ୍ କରିଥିଲେ UPSC ପରୀକ୍ଷା: ହିନ୍ଦୀ ମିଡିୟମରେ ଟପ୍ କରିଥିଲେ ଚାଷୀ ପୁଅ
ନୂଆଦିଲ୍ଳୀ: ଆଇଏଏସ ଅଧିକାରୀ ରବି କୁମାର ସିହାଗଙ୍କ ସଫଳତାର କାହାଣୀ ଆଶାୟୀଙ୍କୁ ଜାଣିବା ଦରକାର । କାରଣ ତାଙ୍କ ଜୀବନ ସହ ଜଡ଼ିତ କାହାଣୀରୁ ଆପଣଙ୍କୁ ନିଶ୍ଚୟ ପ୍ରେରଣା ମିଳିବ । ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାର…
ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ବଡ ଝଟକା, ୪୦ ପ୍ରତିଶତ ବୃଦ୍ଧି ପାଇଲା ପ୍ରାକୃତିକ ଗ୍ୟାସର ମୂଲ୍ୟ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସର୍ବାଧିକ ହୋଇଛି। ଏହା ସହିତ, ଏବେ ଅନୁମାନ କରାଯାଉଛି ଯେ ଅକ୍ଟୋବର ମାସର ପ୍ରଥମରେ…
୪ ଦିନରେ ୬୦-୭୦ ଲକ୍ଷ ମୋବାଇଲ୍ ବିକିଲେ ଇ-କମର୍ସ କମ୍ପାନୀ, ହେଲା ହଜାର ହଜାର କୋଟି ଟଙ୍କାର ବ୍ୟବସାୟ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଇ-କମର୍ସ କମ୍ପାନୀ ମାନଙ୍କ ଲୋଭନୀୟ ଅଫର ଜାରି ରହିଛି। ଗ୍ରାହକମାନେ ଏହି ସୁବିଧାର ଫାଇଦା ଉଠାଇ ଜବରଦସ୍ତ କିଣାକିଣି କରୁଛନ୍ତି। ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରଥମ ଚାରି ଦିନରେ…
ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଲେ ତିନି ହେଭିୱେଟ୍: ଥରୁର କହିଲେ ପରିବର୍ତ୍ତନ ପାଇଁ ମୋତେ ଭୋଟ ଦିଅନ୍ତୁ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ସରିଛି। ନାମାଙ୍କନ ଦାଖଲ ପରେ ଏବେ ନିର୍ବାଚନକୁ ନେଇ ସ୍ଥିତି ଏବେ ଧୀରେ ଧୀରେ ସ୍ପଷ୍ଟ ହେଉଛି । କାରଣ ଆଜି…
ଶନିବାର ଆରମ୍ଭ ହେବ 5G କମର୍ସିଆଲ ସେବା: ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବରରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଦ୍ୱାରକା…