Browsing Category

ଦେଶ ବିଦେଶ

ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ଅନ୍‌ଲାଇନ୍ ଗେମର, ୨୦୨୧ଜୁନ୍ ମଧ୍ୟରେ ୩୮୪,୦୦୦ ରୁ ଅଧିକ ୟୁଜର୍ସ ଶିକାର

ନୂଆଦିଲ୍ଲୀ: ଅନ୍‌ଲାଇନ୍ ଗେମ୍ ଆପ୍ ମାଧ୍ୟମରେ ଲୁଟ କରୁଛନ୍ତି ସାଇବର ଲୁଟେରା। ଗତ ବର୍ଷ ଜୁଲାଇ ୨୦୨୧ ରୁ ଜୁନ୍ ମଧ୍ୟରେ ୩୮୪,୦୦୦ ରୁ ଅଧିକ ୟୁଜର୍ସ ମାଲୱେର୍ ଦ୍ୱାରା ଶୋଷିତ ହୋଇଛନ୍ତି। ରୋବ୍‌ଲକ୍ସ, ଫିଫା, PUBG ଏବଂ…

ହ୍ୱାଟ୍ସଆପ୍‌ରେ ଏହି ନମ୍ବରକୁ ‘ହାଏ’ ପଠାଇଲେ ହୋଇଯିବ FASTag ରିଚାର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ବର୍ତ୍ତମାନ ହ୍ୱାଟ୍ସଆପ୍‌ ମେସେଜ୍ ପଠାଇବା ପରି FASTag ରିଚାର୍ଜ କରିବା ସହଜ ହେବ। ଯଦିଓ ଗାଡି ମାଲିକମାନଙ୍କ ପାଇଁ FASTag ରିଚାର୍ଜ କରିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ବ୍ୟାଙ୍କଗୁଡିକ…

Video: ଚଳନ୍ତା ଟ୍ରେନରେ ୧୫ କିଲୋମିଟର ପର୍ଯ୍ୟନ୍ତ ଚୋରକୁ ଝୁଲାଇ ରଖିଲେ ଲୋକେ, କହିଲା ପ୍ଲିଜ୍ ମୋତେ ଛାଡ଼ନ୍ତୁ ନାହିଁ

ନୂଆଦିଲ୍ଲୀ: ଏଭଳି ଆପଣ ଖୁବ୍ କମ୍ ଶୁଣିଥିବେ ଯେ, କେହି ଚୋର ଧରା ପଡିବା ପରେ କହୁଥିବା ମୋତେ ଛାଡ଼ନ୍ତୁ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିହାରରେ ଜଣେ ଚୋର ଧରା ପଡିବା ପରେ ଲୋକମାନଙ୍କୁ ଅପିଲ୍ କରିଥିଲା ଯେ,…

(Video) ହାତୀ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ! ଏମିତି ଚାଲାକି କରି ବଞ୍ଚାଇଦେଲେ ନିଜ ଜୀବନ

ଉତ୍ତରାଖଣ୍ଡ: ସାରା ଦେଶରେ ଏବେ ହାତୀଙ୍କ ଉତ୍ପାତ ବଢିଚାଲିଛି । ଯାହାଫଳରେ ସାଧାରଣ ଲୋକ ଏମାନଙ୍କର ଶିକାର ହେଉଛନ୍ତି । ଏହାରି ଭିତରେ ଗୋଟିଏ ଜଙ୍ଗଲୀ ହାତୀ ହାବୁଡରେ ପଡିଯାଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ…

ଏକାଥରକେ ୬ଟି ସନ୍ତାନ ଜନ୍ମ ଦେଲେ ମହିଳା, ଜାଣନ୍ତୁ କେମିତି ଏତେ ପିଲା ଏକାଠି ଜନ୍ମ ହୁଅନ୍ତି ?

ନୂଆଦିଲ୍ଲୀ: ଏକା ସାଙ୍ଗରେ ଯାଆଁଳା, ତିନୋଟି କିମ୍ବା ଚାରୋଟି ପିଲା ଜନ୍ମ ହେବାର ନଜିର ରହିଛି। ଅନେକ ସମୟରେ ଯାଆଁଳା ଶିଶୁ ଜନ୍ମ ହେବା ସାମାନ୍ୟ ଘଟଣା ବୋଲି କୁହାଯାଏ। କିନ୍ତୁ ପାକିସ୍ତାନର କରାଚିରେ ଜଣେ ମହିଳା ୬ ଟି…

Big Budgetରେ ଆସୁଛି ଐତିହାସିକ ‘ମହାଭାରତ’: ବଡ ପରଦାରେ ଦର୍ଶକ ଦେଖିବେ କୌରବ-ପାଣ୍ଡବଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ସିନେମା ଇତିହାସରେ ପୁଣି ଥରେ ସୃଷ୍ଟି ହେବାକୁ ଯାଉଛି ରେକର୍ଡ । ସିନେ ପରଦାକୁ ଆସୁଛି ଦର୍ଶକଙ୍କୁ ପସନ୍ଦ ଆସିଲା ଭଳି କିଛି ଅଲଗା ଏବଂ ଖାସ ଚଳଚ୍ଚିତ୍ର । ବାହୁବଳୀ ଏବଂ ପୁଷ୍ପା ପରେ ପୁଣି ଥରେ ସିନେ…

Debit-Credit Card ଥିବା ଲୋକଙ୍କୁ ଝଟକା: ଅକ୍ଟୋବର ୧ ରୁ ହେବ ବଡ଼ ପରିବର୍ତ୍ତନ, RBIର ସୂଚନା

ନୂଆଦିଲ୍ଲୀ: କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । ଏପରି…

୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତାବାଘଙ୍କ ଗର୍ଜନ, ଜାଣନ୍ତୁ କାହିଁକି ଅଣାଯାଉଛି ଭାରତ

ନୂଆଦିଲ୍ଲୀ: ପୁଣି ଥରେ ଭାରତରେ ଦେଖିବାକୁ ମିଳିବ ଚିତା | ପ୍ରାୟ ୭୦ ବର୍ଷ ପରେ ଭାରତରେ ପୁଣିଥରେ ଶୁଣିବାକୁ ମିଳିବ ଚିତା ବାଘଙ୍କ ଗର୍ଜନ | ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସ୍ୱତନ୍ତ୍ର…

ଏମିତି ବି ହୋଇପାରେ ମୃତ୍ୟୁ! ଡ୍ୟୁଟି ସମୟରେ ଆଖି ବୁଜିଲେ ପୋଲିସ କନେଷ୍ଟବଳ

ରାଜସ୍ଥାନ: ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ଡ୍ୟୁଟି କରୁଥିବା ସମୟରେ ହିଁ ପୋଲିସ କର୍ମଚାରୀଙ୍କ ନିକଟରେ ପହଞ୍ଚିଛି କାଳ । ଖାକି ବର୍ଦ୍ଦିରେ ମୃତ୍ୟୁକୁ ଆଲିଙ୍ଗନ କରି ଆରପାରିକୁ…

ମିସ୍ କଲରୁ ଆରମ୍ଭ ହେଲା ପ୍ରେମ: ବିବାହ ପରେ ପ୍ରତାରଣା ମିଳିବାରୁ ସ୍ୱାମୀକୁ ଚପଲରେ ପିଟିଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଜିକାଲି ଭଲପାଇବା ଓ ବିବାହ କରିବା ଆଦିକୁ ଲୋକମାନେ ଖେଳ ବୋଲି ଭାବୁଛନ୍ତି । କିଏ ବାହାହୋଇ ପରକୀୟା ପ୍ରୀତି ରଖୁଛି ତ ଆଉ କିଏ ଛୁଆ ପରେ ବି ଅନ୍ୟ କାହା ସହ ପଳାଇଯାଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି…