Browsing Category

ଦେଶ ବିଦେଶ

ଚୀନର ଉତ୍ତର-ପୂର୍ବ ଭାଗରେ ବିଦ୍ୟୁତ୍ ସଙ୍କଟ, ଫ୍ୟାକ୍ଟ୍ରି-ମଲ୍ ବନ୍ଦ

ନୂଆଦିଲ୍ଲୀ: ଚୀନର ଉତ୍ତର ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଏବେ ବଢ଼ିବାରେ ଲାଗିଛି । ଅବସ୍ଥା ଏପରି ହୋଇଛି ଯେ, ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡୁଛି ଓ ସାଧାରଣ ଲୋକଙ୍କ ଘରେ ସମସ୍ୟା ସୃଷ୍ଟି ହେଉଛି ।…

‘ଭଗବାନ ଶିବ ଟିକା ନେବାକୁ ମନା କରିଛନ୍ତି’, ଟିକାକରଣ ପାଇଁ ଯାଇଥିବା ଟିମକୁ ଏପରି କହିଲେ ମହିଳା

ଦେଶରେ କରୋନା ସହ ଲଢ଼ିବାକୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଅପେକ୍ଷା ଏବେ ଟିକାକରଣ ଅଧିକ ତୀବ୍ର ହୋଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ପାଇଁ ଉଦମ୍ୟ କରାଯାଉଥିବା ବେଳେ କିଛି ସ୍ଥାନରେ ଟିକା ନେବାକୁ…

୧ ଅକ୍ଟୋବରୁ ଏହି ୩ଟି ବ୍ୟାଙ୍କର ଚେକବୁକ୍ ଅଚଳ ହୋଇଯିବ, ଶୀଘ୍ର ଏହି ନମ୍ବରରେ କଲ୍ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । ଆଉ ଦୁଇଦିନ ପରେ ୩ଟି ବ୍ୟାଙ୍କର ପୁରୁଣା ଚେକବୁକ୍ କାମ କରିବ ନାହିଁ । ଗତ ୨୦୨୦ ଏପ୍ରିଲ ୧ରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଦ୍ୱୟ…

କରୋନା ଭାଇରସ୍ ବଞ୍ଚାଇଲା ମହିଳାଙ୍କ ଜୀବନ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଖଳନାୟକ ଭାବେ ଉଭା ହୋଇଛି । ମାତ୍ର ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଘଟିଛି । କରୋନା ଜଣେ ତାଙ୍କର ଜୀବନ ବଞ୍ଚାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌: ଅଧିକ ଦର୍ଶକଙ୍କୁ ସୁଯୋଗ ଦେବାକୁ ଅନୁମତି ଲୋଡିଲା ବିସିସିଆଇ ଓ ଇସିବି

ଦୁବାଇ: ଚଳିତ ବର୍ଷର ଟି-୨୦ କ୍ରିକେଟ ବିଶ୍ୱକପ ଓମାନ ଓ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଦିନ ସମାପ୍ତ ହେବ ବିଶ୍ୱକପ । ତେବେ କରୋନା ଆତଙ୍କ ଜାରି ରହିଥିବା…

ଆସନ୍ତା ସପ୍ତାହରୁ ଶସ୍ତା ହୋଇଯିବ ଖାଇବା ତେଲ, କାର୍ଯ୍ୟକାରୀ ହେବାକୁ ଯାଉଛି ସରକାରଙ୍କ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଋତୁ ଆସୁଥିବାରୁ ଖାଇବା ତେଲର ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ଗୋଟିଏ ପଟେ ଆମଦାନୀ ବୃଦ୍ଧି ପାଇଁ ଆମଦାନୀ ଡ୍ୟୁଟି ହ୍ରାସ କରିଛନ୍ତି । ସେହିପରି ଅନ୍ୟପଟେ ଖାଇବା…

ଅଚାନକ୍ କୁକୁରଙ୍କ ରଙ୍ଗ ହେଲା ନୀଳ, ୪ ବର୍ଷ ପୂର୍ବରୁ ଭାରତରେ ଘଟିଥିଲା ଏପରି ଘଟଣା

ଆପଣ କେବେ ନୀଳ ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ଦିନକୁ ବାଦ୍ ଦେଇ ଆପଣ ଏହି ରଙ୍ଗର କୁକୁରକୁ କେବେବି ଦେଖିନଥିବେ । କୁକୁର ଏପରି ଏକ ଜୀବ, ଯାହାକୁ ସବୁଠାରୁ ଅଧିକ ପ୍ରେମ, ଗାଳି ଓ ଅପମାନ ମିଳିଥାଏ…

REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରୀ ସ୍କୁଲ୍ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀଙ୍‌କ ସମେତ ୪୦ ଜଣ ଗିରଫ ହୋଇଛନ୍ତି। ସେମାନେ…

ଖୁବ୍‌ ଶୀଘ୍ର ଆସିବ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ । ବିଭିନ୍ନ କୋର ସେକ୍ଟର ଏବଂ ନନ କୋର ସେକ୍ଟରର ଜମିକୁ କେନ୍ଦ୍ରୀୟ ଉଦ୍ୟୋଗ ପାଇଁ ନିବେଶ କରିବାକୁ…

ସଙ୍ଗୀତରୁ ସୃଷ୍ଟି ହୁଏ ବର୍ଷା: କାରଣ ଜାଣିବାକୁ ପ୍ରୟାସ କରିବେ କେମ୍ବ୍ରିଜ ଛାତ୍ର

ନୂଆଦିଲ୍ଲୀ: ସଙ୍ଗୀତର ଖୁବ ଶକ୍ତି ଅଛି । ପ୍ରାଚୀନ କାଳରୁ ଏହା ପ୍ରମାଣିତ ହୋଇ ଆସିଥିବା ବେଳେ ରାଜସ୍ଥାନର କୃଷକମାନେ ଏବେ ବି ଏହାକୁ ମାନ୍ୟତା ଦେଇଛନ୍ତି । ସେଠାରେ ବର୍ଷାଋତୁରେ କମ ବର୍ଷା ହେଲେ କୃଷକମାନେ ଛତା ଧରି…