Browsing Category

ଦେଶ ବିଦେଶ

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ବକେୟା ବିଜୁଳି ଛାଡ଼ କଲେ

ନୂଆଦିଲ୍ଲୀ: ଆପଣଙ୍କର କିଛି ବକେୟା ବିଜୁଳି ବିଲ୍ ରହିଛି କି । ଯଦି ସରକାର ଏହାକୁ ଛାଡ଼ ପାଇଁ ଘୋଷଣା କରନ୍ତି, ତେବେ ଆପଣ କେତେ ମାତ୍ରାରେ ଖୁସି ହେବେ । ହଁ ଏପରି କିଛି ଘଟିଛି, ମାତ୍ର ଏଠାରେ ନୁହେଁ ପଞ୍ଜାବରେ ।…

ନୌସେନାର ମହିଳା ଅଧିକାରୀ ରଚିଲେ ଇତିହାସ, ପ୍ରଥମ ଥର ସଂପୂର୍ଣ୍ଣ କଲେ ସାମୁଦ୍ରିକ ମିଶନ

ନୂଆଦିଲ୍ଲୀ: ଆଜିକା ସମୟରେ ମହିଳାମାନେ  କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନାହାଁନ୍ତି  । ପ୍ରଥମ ଥର ପାଇଁ ଭାରତୀୟ ନୌସେନାର ମହିଳା ଅଧିକାରୀମାନେ ଉତ୍ତର ଆରବ ସାଗରରେ ଆତ୍ମନିର୍ଭରଶୀଳ ହୋଇ ସାମୁଦ୍ରିକ…

(Video) ଭାଇରାଲ ହେଉଛି ମା ପୁଅଙ୍କ ହୃଦୟସ୍ପର୍ଶୀ କାହାଣୀ, ଆଜି ପୁଅ ଯେଉଁଠି ଦିନେ ମା’ ଥିଲେ ସେଇଠି

୨୭ ବର୍ଷର ପୁନରାବୃତ୍ତି..ମା’ ଙ୍କ ସ୍ଥାନରେ ଆଜି ଛିଡା ହୋଇଛନ୍ତି ପୁଅ... ଦିନେ ମା’ ଯେଉଁ ସ୍ଥାନରୁ ନିଜ ଜୀବନର ଏକ ଗରୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର ଆରମ୍ଭ କରିଥିଲେ ଆଜି ପୁଅ ସେହି ସ୍ଥାନରୁ ହିଁ ନିଜ ଜୀବନର ଆଉ ଏକ…

୯ ବର୍ଷ ପରେ ହେଲା ମହା ମିଳନ: କ୍ରିକେଟ ପାଇଁ ବାପା-ମା’ଙ୍କଠାରୁ ଥିଲେ ଦୂରରେ

ନୂଆଦିଲ୍ଲୀ: ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ । ମଣିଷର ସାମର୍ଥ୍ୟ ହିଁ ଏହି ଅସମ୍ଭବ ଶବ୍ଦକୁ ସମ୍ଭବ କରି ଦେଖାଇ ଦିଏ । ଏହି ଇଚ୍ଛାଶକ୍ତି ଆଉ ତ୍ୟାଗ କରି ଆଜି କ୍ରିକେଟ ଜଗତରେ ଖୁବ ସଫଳ ହୋଇପାରିଛନ୍ତି…

Go-First ଏୟାରଲାଇନ ବିମାନ ସହ ଧକ୍କା ହେଲା ପକ୍ଷୀ: ଜାଣନ୍ତୁ ତା ପରେ କ’ଣ ହେଲା…

ଅହମ୍ମଦାବାଦ: ଏବେ ଏୟାରଲାଇନ୍ସରେ ବିଭିନ୍ନ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି । ଏମିତି କି ଅନେକ ବିମାନ ଇମରଜେନ୍ସି ଲାଣ୍ଡିଂ ମଧ୍ୟ କରାଇବାକୁ ପଡିଛି । ସେହିଭଳି ଅହମ୍ମଦାବାଦରୁ ଚଣ୍ଡୀଗଡକୁ ଉଡାଣ ଭରିଥିବା ଗୋ…

ନାନ୍ସୀଙ୍କ ଗସ୍ତକୁ ହଜମ କରିପାରୁନି ଚୀନ୍, ତାଇୱାନ ତଟବର୍ତ୍ତୀ ଇଲାକାରେ ଡ୍ରାଗନ୍ ର ମିଶାଇଲ ମାଡ଼

ନୂଆଦିଲ୍ଲୀ: ତାଇୱାନର ସ୍ୱତନ୍ତ୍ରତାକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ ଚୀନ ଓ ଆମେରିକା ମଧ୍ୟରେ ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ସାଂସଦ ନାନ୍ସି ପେଲୋସୀଙ୍କ ତାଇବାନ ଯାତ୍ରାକୁ ନେଇ…

iPhone-13 ଦାମରେ ମିଳିବ iPhone-14? Apple କମ୍ପାନୀର ପ୍ଲାନ ଲିକ…

ଚଳିତବର୍ଷ ଆପଲ କମ୍ପାନୀ ଲଞ୍ଚ କରିବ ଆଇଫୋନ-୧୪ । ତେବେ ଆପଲ ଯଦି ନିଜ ପ୍ରତିବର୍ଷର ଟାଇମଲାଇନକୁ ଫଲୋ କରେ, ତେବେ ଏହି ଫୋନ ଆସନ୍ତା ସେପ୍ଟେମ୍ବର ମାସରେ ଲଞ୍ଚ ହୋଇପାରେ । ତେବେ କମ୍ପାନୀ ତରଫରୁ ଏହାର ଲଞ୍ଚିଂକୁ ନେଇ…

ଇଣ୍ଡିଆନ ରେଲୱେର ବଡ଼ ଘୋଷଣା: ଟ୍ରେନରେ ଯାତ୍ରୀମାନେ ଆମିଷ ଖାଇପାରିବେନି କି ନେଇପାରିବେନି

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ସୂଚନା ରହିଛି । ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନରେ…

ତାଇଓ୍ଵାନ ସୀମାରେ ଖୁବ୍ ମିସାଇଲ ମାଡ କଲା ଚୀନ, ଜାପାନ ଉପରେ ରାଗ ସୁଝାଇବାକୁ ଚେଷ୍ଟା

ନୂଆଦିଲ୍ଲୀ: ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନା ଯାତ୍ରାକୁ ନେଇ ରାଗରେ ଜର୍ଜରିତ ଚୀନ। ଫଳସ୍ଵରୂପ ଚୀନ ସୈନିକ ତାଇଓ୍ଵାନ ସୀମା ଉପରେ ଖୁବ୍ ମିସାଇଲ ମାଡ କରିଛି। ସାମରିକ ଅଭ୍ୟାସ୍ ସମୟରେ ତାଇଓ୍ଵାନର…

ମହିଳାଙ୍କ ପାଇଁ ଆସିଲା ସରକାରୀ ଚାକିରୀ ସୁଯୋଗ : ୧୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି

ସରକାରୀ ଚାକିରୀ କରିବା ପାଇଁ ଚାହୁଁଥିବା ମହିଳାମାନଙ୍କ ପାଇଁ ଆସିଛି ଖୁସି ଖବର । ବିହାରର ବୈଷୟିକ ସେବା ବିଭାଗ (ଟେକ୍ନିକାଲ ସର୍ଭିସ କମିଶନ) ପକ୍ଷରୁ ମହିଳା ସ୍ୱାସ୍ଥ୍ୟକର୍ମୀ (ANM)ପଦବୀ ପାଇଁ ୧୦ ହଜାରରୁ ଅଧିକ…