Browsing Category

ଦେଶ ବିଦେଶ

ଅନଲାଇନ୍ ଖାଇବା ହେବ ମହଙ୍ଗା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ:ବର୍ତ୍ତମାନ ଅନଲାଇନ ଫୁଡ ଡେଲିଭରିର ଅନେକ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ…

ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ…

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେଲା ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ:ବୈଷୟିକ ଶିକ୍ଷାରେ ସାଂସ୍କୃତିକ ବିଭବ ଭର୍ତ୍ତି କରିବାକୁ ଯାଇ ମଧ୍ୟପ୍ରଦେଶ ସରକାର ରାଜ୍ୟର ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଇଂଜିନିୟରିଂ…

ଟଙ୍କା ମତେ ମୋଦୀ ଦେଇଛନ୍ତି, ମୁଁ ଫେରେଇବିନି: ଭୁଲରେ ଯାଇଥିବା ଟଙ୍କା ପାଇବାକୁ ବ୍ୟାଙ୍କ ଅଧିକାରୀ ନାକେଦମ

ନୂଆଦିଲ୍ଳୀ: ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଆସିଥିବା ବେଳେ ଏହାକୁ ନେଇ ବ୍ୟାଙ୍କ ଅଧିକାରୀ ନାକେଦମ ହୋଇଛନ୍ତି । ବିହାର ଅନ୍ତର୍ଗତ ଖଗାରିଆ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ବ୍ୟାଙ୍କର ବୈଷୟିକ…

ଦୀପାବଳୀରେ ଫୁଟିବନି ବାଣ; କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ହୋଇଛି କଟକଣା । କ୍ରମାଗତ ତୃତୀୟ ବର୍ଷ ପାଇଁ ବାଣ ଫୁଟାଇବା ତଥା ବିକ୍ରି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏହି…

ଦେଶରେ କମୁଛି ଅପରାଧ କିନ୍ତୁ ମହିଳା ହିଂସାରେ ଓଡ଼ିଶା ଏକ ନମ୍ବର

ନୂଆଦିଲ୍ଳୀ: ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ବାର୍ଷିକ ଅପରାଧିକ ରେକର୍ଡ ତାଲିକା ପ୍ରକାଶ ପାଇଛି । ସାମଗ୍ରିକ ଭାବରେ ଅପରାଧ ହାର ହ୍ରାସ ପାଇଥିବା ବେଳେ ମହିଳା ବିରୋଧୀ ହିଂସା ଏବଂ ହତ୍ୟା ମାମଲା…

୨୦୨୦ ପାଇଁ ଏନସିଆରବି ଡାଟା: କମିଛି ହତ୍ୟା ଓ ମହିଳା ବିରୋଧୀ ହିଂସା, ସାଇବର ଅପରାଧରେ ଅଭିବୃଦ୍ଧି

ନୂଆଦିଲ୍ଳୀ: ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ବାର୍ଷିକ ଅପରାଧିକ ରେକର୍ଡ ତାଲିକା ପ୍ରକାଶ ପାଇଛି । ସାମଗ୍ରିକ ଭାବରେ ଅପରାଧ ହାର ହ୍ରାସ ପାଇଥିବା ବେଳେ ମହିଳା ବିରୋଧୀ ହିଂସା ଏବଂ ହତ୍ୟା ମାମଲା…

କେରଳକୁ ଅତିକ୍ରମ କଲା ମିଜୋରାମ: ଚିହ୍ନଟ ହେଲେ ସର୍ବାଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି ସଂକ୍ରମଣ ହାର ୧୬.୪ ପ୍ରତିଶତ ପହଞ୍ଚିଯାଇଛି, ଯାହାକି ଦେଶରେ ସବୁଠାରୁ ଅଧିକ ଅଟେ । ଆଜି ରାଜ୍ୟରୁ ମୋଟ ୧୫୦୨…

Encounterରେ ମରିବ ଫେରାର ନାବାଳିକା ଦୁଷ୍କର୍ମକାରୀ ; ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ । ମଙ୍ଗଳବାର ଦିନ ରେଡ୍ଡୀ କହିଛନ୍ତି ନାବାଳିକା ଦୁଷ୍କର୍ମକାରୀକୁ…

ECଙ୍କ ଚାବୁକ ପ୍ରହାର: ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଲଢ଼ିବା ମନା, ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଲାଗୁହେଲା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଶକ୍ତ ପ୍ରହାର କରାଯାଇଛି । ଗତ ଥର ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀମାନେ ଚଳିତ ଥର ନିର୍ବାଚନ ଲଢ଼ିପାରିବେ…