Browsing Category
ଦେଶ ବିଦେଶ
ଯଜ୍ଞରେ ଗାଈର ଘିଅ ପକାଇଲେ ବର୍ଷା ହୁଏ, ହାଇକୋର୍ଟଙ୍କ ବଡ଼ ନିଷ୍ପତି
ନୂଆଦିଲ୍ଲୀ: ଆହ୍ଲାବାଦ୍ ହାଇକୋର୍ଟର ଜଜ୍ ଜଷ୍ଟିସ୍ ଶେଖର କୁମାର ଯାଦବ ନିକଟରେ କହିଥିଲେ ଯେ, ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରିବା ଦରକାର ଓ ସେମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କ ମୁଖ୍ୟ ଅଧିକାର ଭିତରେ ସାମିଲ…
କଇଁଚିରେ ହେଲାନି ବୋଲି ଦାନ୍ତରେ ଫିତା କାଟିଲେ ପାକିସ୍ତାନୀ ମନ୍ତ୍ରୀ, ଦେଖନ୍ତୁ ମଜାଦାର୍ ଭିଡିଓ
ନୂଆଦିଲ୍ଲୀ: ପାକିସ୍ତାନ ହେଉଛି ଏକ ଏପରି ଦେଶ ଯେଉଁଠାରେ ଲୋକ ମାନେ ସବୁବେଳେ କିଛି ଅଜବ କରୁଥାନ୍ତି । ଏଥିରେ ସାଧାରଣ ଲୋକଙ୍କ ବ୍ୟତୀତ ମନ୍ତ୍ରୀ ମାନେ ମଧ୍ୟ ରହିଛନ୍ତି । ସେମାନେ ଅନେକ ସମୟରେ ଏପରି କିଛି କରିବସନ୍ତି…
ନିଖୋଜ ସ୍ତ୍ରୀକୁ ଖୋଜିବା ପାଇଁ ଦେଢ଼ ମାସ ସାଇକେଲରେ ଯାତ୍ରା, ଶେଷରେ….
ଭୋପାଳ: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ଼ ହୋଇଥାଏ । ଶୁଦ୍ଧ ମନରେ ଯଦି ଦୁହେଁ ଦୁହିଁଙ୍କୁ ଭଲ ପାଉଥାଆନ୍ତି ତେବେ ଜଣେ ଜଣଙ୍କୁ ଛାଡ଼ି ରହିବା ଅସମ୍ଭବ । ହେଲେ ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ…
ନ୍ୟୁୟର୍କରେ ବାତ୍ୟା ‘ଇଡ଼ା’ର ଭୟଙ୍କର ତାଣ୍ଡବ, ୪୪ରୁ ଅଧିକ ଲୋକଙ୍କର ମୃତ୍ୟୁ
ନ୍ୟୁୟର୍କ: ଆମେରିକାରେ ଆସିଥିବା ବଡ଼ ବାତ୍ୟା ‘ଇଡ଼ା’ ଭୀଷଣ ତାଣ୍ଡବ କରିଛି । ନ୍ୟୁୟର୍କ ଅଞ୍ଚଳରେ ଗୁରୁବାର ରାତିରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ହୋଇଛିି । ଅଧିକାରୀମାନେ ଏହି ଝଡ଼ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ…
ତେଜସ ଟ୍ରେନରେ ଚଡ଼ି ପିନ୍ଧି ବୁଲୁଥିଲେ JDU ବିୁଧାୟକ, ଯାତ୍ରୀ ବାରଣ କରିବାରୁ…
ପାଟଣା: ନିଜ କାର୍ଯ୍ୟକଳାପକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ବିହାରର JDUର ବିଧାୟକ ଗୋପାଳ ମଣ୍ଡଳ ପୁଣିଥରେ ବିବାଦକୁ ଆସିଛନ୍ତି । ଏଥର ଗୋପାଳ ମଣ୍ଡଳ ଦିଲ୍ଲୀରୁ ପାଟଣା ଯାଉଥିବା ସମୟରେ ଏପରି କାମ କଲେ ଯେ,…
ଟିଏମ୍ସି ନେତା ମୁକୁଲ ରାୟ ହସ୍ପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରାୟ ଗୁରୁବାର କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମମାତା ବାନାର୍ଜୀଙ୍କ ନେତୃତ୍ୱାଧୀନ ‘ତୃଣମୂଳ କଂଗ୍ରେସ’ ପରିତ୍ୟାଗ କରି ଗୈରିକ…
କଲମ୍ବିଆରୁ ମିଳିଲା ‘ମ୍ୟୁ’ ଭାରିଆଣ୍ଟ୍, ଡେଲଟା ଠାରୁ ବି ଅଧିକ ସଂକ୍ରାମକ: ହୁ’
ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ ଦେଢ଼ ବର୍ଷ ହେଲା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହାର ବୃଦ୍ଧିପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକିୟାକୁ ଜୋରଦାର୍ କରାଯାଇଛି । ଏହାପରେ ବି ଏହି ଭୁତାଣୁର…
ଆସନ୍ତାକାଲି ତାଲିବାନ ଘୋଷଣା କରିବ ନୂତନ ସରକାର, ଜାଣନ୍ତୁ କିଏ ହେବ ସୁପ୍ରିମ୍ ଲିଡର୍
କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଶୁକ୍ରବାର ଦିନ ନିଜର ନୂତନ ସରକାରର ଘୋଷଣା କରିବ ତାଲିବାନ । ଶୁକ୍ରବାର ଦିନ ନମାଜ ପରେ ନୂଆ ସରକାରର ଘୋଷଣା କରିବା ତାଲିବାନ । ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲ ଉପରେ…
ବାରୁଦରେ ଭର୍ତ୍ତି କଲେ ଷ୍ଟାଡିୟମ୍, ଶେଷଯାଏଁ ତାଲିବାନିଙ୍କ ସହିତ ଲଢ଼ିବା ମୁଡରେ ପଞ୍ଜଶୀର୍,; ସାମନାକୁ ଆସିଲା ଭିଡିଓ
କାବୁଲ: ଆଫଗାନିସ୍ତାନରେ କେବଳ ପଞ୍ଜଶୀରକୁ ଛାଡ଼ି ବାକି ସବୁ ସ୍ଥାନ ଏବେ ତାଲିବାନିଙ୍କ କବଜାରେ ରହିଛି । ତେଣୁ ଏବେ ତାଲିବାନି ମାନେ କଳେବଳେ କୌଶଳରେ ପଞ୍ଜଶୀର ଉପରେ କବଜା କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।…
ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ, ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତବଲିଗି ଜମାତକୁ ନେଇ ଗଣମାଧ୍ୟମ ରିପୋର୍ଟିଂ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । କିଛି ବି…