Browsing Category
ଦେଶ ବିଦେଶ
ନିର୍ବାଚନ ପ୍ରକ୍ରିୟାରେ ଆସିବ ସଂସ୍କାର : ଆଧାରକୁ ଭୋଟର ସୂଚୀ ସହ ସଂଯୁକ୍ତ କରିବା ଲାଗି ନୋଟିଫିକେସନ ଜାରି
ନୂଆଦିଲ୍ଲୀ: ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ଜରୁରୀ କରାଯାଇଥିଲା । ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ଜରୁରୀ କରିଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ…
ଧନୀ ରାଷ୍ଟ୍ରଙ୍କ ଠାରୁ ଭାରତ ଆଦାୟ କରିବ ବାର୍ଷିକ ୭ଲକ୍ଷ କୋଟି!
ବୋନ୍: ଦିନକୁ ଦିନ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ବିଶେଷଭାବେ ଭାରତୀୟମାନେ ଏହାର ଶିକାର ହୋଇଚାଲିଛନ୍ତି । ଏଥିପାଇଁ ଗ୍ରୀଷ୍ମଦିନେ ଭାରତରେ ପାଖାପାଖି ୮୩ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ ପ୍ରବଳ…
ଆସାମ ବନ୍ୟାସ୍ଥିତି ସାଂଘାତିକ: ୧୯ ଲକ୍ଷ ପ୍ରଭାବିତ, ୫୪ ମୃତ
ଗୌହାଟୀ, ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଆସାମର ୨୮ଟି ଜିଲ୍ଳାର ୧୯ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି…
ଶ୍ରୀଲଙ୍କାରେ ବଢ଼ିଲା ଇନ୍ଧନ ସଙ୍କଟ, ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ
ଶ୍ରୀଲଙ୍କା ସରକାର ଆସନ୍ତା ସୋମବାର ଠାରୁ ଏକ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ଘୋଷଣା କରିଛନ୍ତି । କାରଣ ଆର୍ଥିକ ସଙ୍କଟ ସହ ଜୁଝୁଥିବା ଦେଶରେ ଇନ୍ଧନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଏହାସହ ବିଜୁଳି…
ଚିହ୍ନଟ ହେଲା Pegasus ପରି ଆଉ ଏକ Spyware, ବିଭିନ୍ନ ଦେଶର ଲୋକଙ୍କ ଉପରେ ରଖୁଛି ନଜର
ନୂଆଦିଲ୍ଲୀ: ପୁଣି ଆସିଲା ପେଗାସସ୍ ଝଡ଼ । ପେଗାସସ୍ ପରି ଏକ ନୂଆ ସ୍ପାଇୱେୟରକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଏହି ସ୍ୱାଇୱେୟରର ବ୍ୟବହାର କରାଯାଇ ଲୋକଙ୍କ ଉପରେ ନଜର ରଖାଯାଉଛି । ଅନେକ ଦେଶର ଲୋକଙ୍କର ଫୋନରେ ହରମିଟ…
ଏଇଟା ଗାଡ଼ିଆ ନା ପୋଖରୀ! ଯୁବକଙ୍କ ପେଟରୁ ଡାକ୍ତର ବାହାର କଲେ ୨୫୦ଟି ଲୁହାକଣ୍ଟା, ୩୫ଟି କଏନ୍ ଓ ପଥର ଖଣ୍ଡ
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଆମ ଚାରିପାଖରେ ଅନେକ ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳିଥାଏ । ତେବେ ନିକଟରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ଯୁବକଙ୍କ ପେଟରୁ ଏପରି କିଛି ଜିନିଷ ବାହାରିଛି, ଯାହାକୁ ଶୁଣିଲେ…
ମାତ୍ର ୨ ଟଙ୍କା ପାଇଁ ମିସ ହୋଇଗଲା ୧୭୦୦ କୋଟି: ଜାଣନ୍ତୁ କ’ଣ ରହସ୍ୟ
ନୂଆଦିଲ୍ଲୀ: କୁହାଯାଏ ଅଧିକ ପରିଶ୍ରମ ସହିତ ସଫଳତା ପାଇଁ ମଣିଷର ଭାଗ୍ୟ ମଧ୍ୟ ନିହାତି ଆବଶ୍ୟକ । ଉଚିତ ସମୟରେ ଭାଗ୍ୟ ସାଥ ଦେଲେ ମଣିଷ ବିରାଟ ସଫଳତା ହାସଲ କରିପାରେ । କିନ୍ତୁ ଯଦି ଭାଗ୍ୟ କୌଣସି ମଣିଷର ହାତ ଛାଡିଦିଏ…
ଖୁବଶୀଘ୍ର ଆସୁଛି ୫ଜି: ଜାଣନ୍ତୁ କେବେ ପାଇପାରିବେ ନେଟୱର୍କର ସୁବିଧା
ନୂଆଦିଲ୍ଲୀ: ୫ଜିର ଅପେକ୍ଷା କରୁଥିବା ଲୋକଙ୍କୁ ଚଳିତ ବର୍ଷ ଏହି ସେବା ମିଳିବା ଆରମ୍ଭ ହେବ । ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ୫ଜି ସେବା ଆରମ୍ଭ ହେବ । ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ…
୫୦୦ ବର୍ଷ ପରେ ପାବାଗଡ଼ ମହାକାଳୀ ମନ୍ଦିରରେ ଉଡ଼ିଲା ପତାକା: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଥିବା ପ୍ରସିଦ୍ଧ ମହାକାଳୀ ମନ୍ଦିରରେ ୫୦୦ ବର୍ଷ ପରେ ପତାକା ଲଗାଯାଇଛି । ଯାହାର ଉଦଘାଟନ କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ମନ୍ଦିର ଉପରେ ତିଆରି ହୋଇଥିବା…
ଟ୍ରେନ ସେବା ଉପରେ ପଡିଲା ଅଗ୍ନିପଥ ନିଆଁର ଧାସ, ଜାଣନ୍ତୁ କ’ଣ ହେଲା ପରିସ୍ଥିତି
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଥମିବାର ନାଁ ଧରୁନି ବିବାଦ । ବିହାରରୁ ଆରମ୍ଭ ହୋଇତିବା ଏହି ବିରୋଧ ଏବେ ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ବ୍ୟାପି ସାରିଲାଣି । ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରି କିଛି…