Browsing Category
ଦେଶ ବିଦେଶ
Instagram ପୋଷ୍ଟରୁ ଟଙ୍କା ରୋଜଗାର କରିବାର ଫର୍ମୂଲା ଜାଣନ୍ତୁ, ଅଧିକ ଫଲୋଅର୍ସ ଆବଶ୍ୟକ ନାହିଁ
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ବ୍ୟବହାର ବହୁତ ବଢ଼ିଯାଇଛି । ତେବେ ପ୍ରାୟ ଅଧିକାଂଶ ଲୋକ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟଗ୍ରାମକୁ ମନୋରଞ୍ଜନ ତଥା ସମୟ ଅତିବାହିତର ଏକ ମାଧ୍ୟମ ବୋଲି ଧରିନେଇଛନ୍ତି । ତେବେ ଆପଣମାନେ…
‘ନା ସଂସଦରେ କାମ ହେଉଛି, ନା ଘରେ କାମ ହେଉଛି, ଏମିତି ଆଉ କେତେ ଦିନ ଚାଲିବ’
ନୂଆଦିଲ୍ଲୀ : ବିରୋଧୀରେ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମାରେ ଅଚଳ ହୋଇ ପଡିଛି ସଂସଦ। ନା ଆଲୋଚନା ହୋଇ ପାରୁଛି ନା ହୋଇପାରୁଛି ବିତର୍କ। ଲୋକସଭା ଓ ରାଜ୍ୟସଭାର ଅବସ୍ଥା ସମାନ। ସଂସଦର ଉଚ୍ଚସଦନରେ ଅଚଳାବସ୍ଥାକୁ…
୧୦୦୦କୁ ବୃଦ୍ଧି ହେବ ଲୋକସଭା ଆସନ!
ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରହିଛି । ତେବେ ସରକାର ଏହି ସଂଖ୍ୟାକୁ ୧ ହଜାରକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୯ ମସିହାରେ ଲୋକସଭା ସିଟ୍ ୧…
ପାଙ୍ଗଙ୍ଗ ହ୍ରଦରୁ ମାତ୍ର କେଇ ପାଦ ଦୂରରେ ଡେରା ପକାଇଛି ଚୀନ ସେନା, ଉପଗ୍ରହ ଚିତ୍ରରୁ ବଡ ଖୁଲାସା
ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଗୋଟିଏ କଥା କହି ଆଉ ଗୋଟିଏ କାମ କରୁଛି ଡ୍ରାଗନ। ପୂର୍ବ ଲଦାଖରେ ଭାରତୀୟ ସୀମା ନିକଟରେ କ୍ରମାଗତ ମିସାଇଲ ଓ ଘାତକ ମାରଣାସ୍ତ୍ର ମୁତୟନ କରୁଥିବା ଚୀନ…
ଏବେ ନିଜ ଇଚ୍ଛାରେ ଗ୍ୟାସ୍ ଭରି ପାରିବେ ଗ୍ରାହକ ! ମୋଦୀ ସରକାର ଆରମ୍ଭ କଲେ ନୂଆ ସୁବିଧା
ନୂଆଦିଲ୍ଲୀ: ମୋଦୀ ସରକାର ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଯୋଜନା ଆଣିଛନ୍ତି । ବର୍ତ୍ତମାନ ଗ୍ରାହକମାନେ ନିଜ ଇଚ୍ଛା ଅନୁସାରେ, ବିତରକ ବାଛି ପାରିବେ । ଏହାର ଅର୍ଥ ହେଉଛି…
ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ମଦ ଦୋକାନ ହଟାଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମଦ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଏକ ଦୁଃଖ ଖବର । ଏଣିକି ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିଯିବ ସମସ୍ତ ମଦ ଦୋକାନ । ରାଜପଥର ୫୦୦ ମିଟର ଦୂରରେ ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ । ଏହି ସାନି…
ପତ୍ନୀର ଥିଲା ଅନ୍ୟ ଯୁବକଙ୍କ ସହ ସମ୍ପର୍କ, ରାଗରେ ଆସି ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟ ଉପରକୁ ଗୁଳି ଚଳାଇଲା ସ୍ୱାମୀ
ଥିରୁବନନ୍ତପୁରମ୍: ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟକୁ ଗୁଳି କରିଦେଇଛି । ବର୍ତ୍ତମାନ ଉକ୍ତ ଯୁବକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ତ୍ରୀର ଅନ୍ୟ ଯୁବକ ସହ ସମ୍ପର୍କ ଥିବା କଥାକୁ ନେଇ…
୫୦ ପରେ ବିଦାହେବେ ସମସ୍ତ ଅପାରଗ ଅଫିସର, କାର୍ଯ୍ୟ ରିଭ୍ୟୁ କରିବେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଣ୍ଡର ସେକ୍ରେଟାରୀ ସ୍ତରର ଅଫିସରଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟ ରିଭ୍ୟୁ କରାଯିବା ସହ ଅପାରଗ ବାବୁମାନଙ୍କୁ ୫୦ ବର୍ଷ ପରେ…
ବି.ଏଲ୍. ସନ୍ତୋଷ ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!
ନୂଆଦିଲ୍ଲୀ: ବି.ଏସ୍. ୟେଦ୍ଦୁରାପ୍ପାଙ୍କ ଇସ୍ତାଫା ପରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ଆହୁରି ଦୁଇ ବର୍ଷ ଶାସନ ବାକିଥିବା ବେଳେ ୟେଦ୍ଦୁଙ୍କ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…
ଦେଶରେ ୩୦ ହଜାର ତଳକୁ ଖସିଲା ସଂକ୍ରମଣ୍, ଆଜି ୪୧୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…