CHARIDHAM
Browsing Category

ଦେଶ ବିଦେଶ

ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା: ୭ ଜଣଙ୍କ ମୃତ୍ୟୁ, ୧୧ ଆହତ

ଆନ୍ଧ୍ରପ୍ରଦେଶ: ତୀର୍ଥଯାତ୍ରାରେ ଭଗବାନଙ୍କ ଦର୍ଶନ କରି ଫେରୁଥିଲେ । କିନ୍ତୁ ବାଟରେ ଜଗି ବସିଥିଲା କାଳ । ସଡକ ଦୁର୍ଘଟଣା ରୂପରେ ଆସି ୭ ଜଣଙ୍କ ଜୀବନ ନେଇଛି ମୃତ୍ୟୁ । ଏହାସହିତ ୧୧ ଜଣ ଆହତ ହୋଇଥିବା ମଧ୍ୟ ସୂଚନା…

ପୁଲୱାମାରେ ପୁଣି ପୋଲିସ ଆତଙ୍କୀ ମୁହାଁମୁହିଁ: ଏକାଉଣ୍ଟରରେ ୨ ଆତଙ୍କୀ ଢେର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ମୁହାମୁହିଁ ହୋଇଛନ୍ତି ଆତଙ୍କବାଦ ଏବଂ ସୁରକ୍ଷାକର୍ମୀ । ସାରା ରାତି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି । ଏ ନେଇ…

କେଜ୍ରିୱାଲଙ୍କୁ ଜବରଦସ୍ତ ଝଟକା: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ତାଜା ଅପଡେଟ୍ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଗିରଫ ହୋଇଛନ୍ତି । ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ କରାଯାଇଛି…

ଭାରତୀୟ ନୌସେନାକୁ ମିଳିବ ନୂଆ ହତିଆର: ପ୍ରସ୍ତୁତ ହେଉଛି ଆତ୍ମଘାତୀ ଡ୍ରୋନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଖୁବଶୀଘ୍ର ପସ୍ତୁତ ହେବାକୁ ଯାଉଛି ଆତ୍ମଘାତୀ ଡ୍ରୋନ । ଶତୃମାନଙ୍କ ପାଇଁ ଏହା ଖୁବ ଭୟଙ୍କର ପ୍ରମାଣିତ ହୋଇପାରେ । ସେମାନଙ୍କ ଜାହାଜ, ବିମାନ ଇତ୍ୟାଦିକୁ ସହଜରେ ଟାର୍ଗେଟ କରିପାରିବ…

ଦିଲ୍ଲୀ ଏନସିଆରରେ ଝଡ ତୋଫାନ ପରେ ପ୍ରବଳ ବର୍ଷାର ଦମନ ଲୀଳା: ଉପୁଡିଲା ମହାଦ୍ରୁମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆରରେ ସୋମବାର ପାଣିପାଗରେ ପରିବର୍ତ୍ତନ ଆସିଛି । ସାରା ଦିନ ଖରାତାତିରେ ସିଝୁଥିବା ବେଳେ ଅପରାହ୍ନରେ ହାଲକା ବର୍ଷାର ଝଲକ ଦେଖିବାକୁ ମିଳିଛି । ସନ୍ଧ୍ୟା ଆକାଶରେ ହଠାତ…

ଦିଲ୍ଲୀରେ ମୋଦୀ-ନବୀନ ସାକ୍ଷାତ: ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ BJD, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ…

ଆଉ ଜଣେ ମଡେଲଙ୍କ ମୃତ୍ୟୁ: କୋଲକାତାର ୧୮ ବର୍ଷୀୟ ସରସ୍ୱତୀଙ୍କ ଆତ୍ମହତ୍ୟା

କୋଲକାତା: କୋଲକାତାରେ ବଢି ଚାଲିଛି ଆତ୍ମହତ୍ୟା ଘଟଣା । ସେ ବି ସିନେ ଜଗତ କିମ୍ବା ମଡେଲିଂ ଜଗତର କିଛି ଜଣାଶୁଣା ଚେହେରା ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ । ଦୁଇ ସପ୍ତାହ ମଧ୍ୟରେ ଏମିତି ଚତୁର୍ଥ ଘଟଣା…

ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର…

ଅଧାରୁ ଛାଡ଼ିଥିଲେ ପଢା.. ୮୪ ବର୍ଷ ବୟସରେ ହାସଲ କଲେ ଡିଗ୍ରୀ

ନୂଆଦିଲ୍ଲୀ: ପଢିବାର ବୟସ ସୀମା ନଥାଏ, ଏହା ତ ସମସ୍ତେ ଜାଣନ୍ତି । କିଛି ଶିଖିବାକୁ ଇଚ୍ଛା ଥିଲେ ମଣିଷର ବୟସ କେବେ ବାଧା ସୃଷ୍ଟି କରିପାରେ ନାହିଁ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୮୪ ବର୍ଷିୟ ମହିଳା…

୧୬ ବର୍ଷରୁ ପ୍ରତି ସପ୍ତାହରେ କନିଆ ସାଜୁଛନ୍ତି ଏହି ପାକିସ୍ତାନୀ ମହିଳା: କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତନାର ଜଣେ କନିଆ ଏବେ ସାରା ଦୁନିଆ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି କନ୍ୟାଙ୍କ ନାଁ ହୀରା ଜିଶାନ ବୋଲି ଜଣାପଡିଛି । ସେ ପ୍ରତି ସପ୍ତାହରେ କନିଆ ବେଶରେ ସଜେଇ ହୁଅନ୍ତି,…