Browsing Category
ଦେଶ ବିଦେଶ
ଚାକିରି କରିବ ତ ଏମିତି: ଧାଡିରେ ଛିଡା ହେଲେ ମାସକୁ ମିଳିବ ୫ ଲକ୍ଷ ଟଙ୍କା
ନୂଆଦିଲ୍ଳୀ: ଚାକିରି କଲେ ମାସକୁ ଦରମା ମିଳିଥାଏ । ତେବେ ଏମିତି କିଛି ଚାକିରି ରହିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏମିତି ଏକ ଚାକିରି ରହିଛି ଯେଉଁଥିରେ କିଛି କାମ ନକରି କେବଳ ଧାଡିରେ…
INS ରଣବୀରରେ ବିସ୍ପୋରଣ: ୩ ନୌସେନା କର୍ମୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧଜାହଜ ଆଇଏନଏସ ରଣବୀରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ଜଣାପଡିଛି । ମଙ୍ଗଳବାର ମୁମ୍ବାଇ ନାଭାଲ ଡକୟାର୍ଡରେ ରହିଥିବା ଯୁଦ୍ଧ ଜାହଜ…
ମାସ୍କ ନ ପିନ୍ଧି ଅଜବ ଯୁକ୍ତି ବାଢିଲେ ମନ୍ତ୍ରୀ, କହିଲେ- ପିଏମ କହିଛନ୍ତି ମାସ୍କ ପିନ୍ଧିବା ବ୍ୟକ୍ତିଗତ ନିଷ୍ପତ୍ତି
ବେଙ୍ଗାଲୁରୁ : କରୋନା ମହାମାରୀର ମୁକାବିଲା ପାଇଁ ଯେଉଁଠି ରାଜ୍ୟଠୁ ନେଇ କେନ୍ଦ୍ର ସଭିଏଁ ତତ୍ପରତାର ସହ କାମ କରୁଛନ୍ତି, ସେହି ସମୟରେ କିଛି ମନ୍ତ୍ରୀଙ୍କ ବେପରୁଆ ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ମାସ୍କ…
ସାଧାରଣତନ୍ତ୍ର ଦିବସ ପରେଡ: ଯୋଗ ଦେବେନି ବିଦେଶୀ ଅତିଥି
ନୂଆଦିଲ୍ଲୀ: ଚଳିତ ସାଧାରଣ ତନ୍ତ୍ର ଦିବସ ପାଇଁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ପ୍ରତିବର୍ଷ ବିଭିନ୍ନ ରାଷ୍ଟ୍ରମୁଖ୍ୟ ମାନଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରଣ…
ରୋଚକ ହେଲା ୟୁପି ନିର୍ବାଚନ, ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇ ଯାଇଛି ଜୋରସୋର ପ୍ରଚାର। ସାର୍ବଜନୀନ ରାଲି କି ରୋଡ୍ ଶୋ ନହୋଇପାରିଲେ ବି ରାଜନୈତିକ ଦଳ ଭର୍ଚୁଆଲ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ…
ଡାଭୋସ ସମ୍ମିଳନୀ ଅଧାରେ ବନ୍ଦ ହେଲା ମୋଦୀଙ୍କ ଟେଲିପ୍ରମ୍ପଟର: ତେରେଛା ବାଣ ମାରିଲେ ରାହୁଲ, ଟ୍ୱିଟ କରି କହିଲେ ଏମିତି [video]
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୋଦୀଙ୍କ ଭାଷଣ ସର୍ବଦା ଚମକ୍ରାର ରହୁଥିବା ବେଳେ ବିଶ୍ୱ ଅର୍ଥନୈତିକ ସମ୍ମିଳନୀରେ ହଟହଟାର ସମ୍ମୁଖୀନ ହୋଇଛନ୍ତି ମୋଦୀ…
୨୨ ବର୍ଷ ତଳେ ହୋଇଥିଲେ ଦୁଷ୍କର୍ମର ଶିକାର: Live TV ଶୋରେ ଶେୟାର କଲେ ଯନ୍ତ୍ରଣାର କାହାଣୀ
ନୂଆଦିଲ୍ଲୀ: ୨୨ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ନିଜର ଯନ୍ତ୍ରଣାର କାହାଣୀ ଶୁଣାଇଛନ୍ତି । ଗୁଡ ମର୍ଣ୍ଣିଂ ବ୍ରିଟେନ ନାମକ ଏହି ଶୋ ଟି ଅତ୍ୟନ୍ତ ପ୍ରସିଦ୍ଧ । ଏହି ଶୋରେ ବିଭିନ୍ନ ପୀଡିତ ବ୍ୟକ୍ତି…
ପର୍ଣ୍ଣ ଦେଖିବାର ନିଶା! ପଡ଼ୋଶୀଙ୍କ ଫଟୋରେ କରୁଥିଲା ଏପରି କାମ, ମୋବାଇଲରୁ ମିଳିଲା ୪୦ ହଜାର ଭିଡ଼ିଓ
ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପୋଲିସ ଏପରି ଏକ ଯୁବକକୁ ଗିରଫ କରିଛି, ଯାହା ପାଖରେ ହଜାର ମାତ୍ରାରେ ପର୍ଣ୍ଣ ଭିଡ଼ିଓ ଓ ଫଟୋଗ୍ରାଫ ମିଳିଛି । ପୋଲିସର କହିବା ମୁତାବକ, ୨୪…
ଚୀନକୁ ଭାଇ କହୁଥିଲା ଶ୍ରୀଲଙ୍କା, ଏବେ ଋଣ ଜାଲରେ ହେଉଛି ଛଟପଟ: ସାହାଯ୍ୟ ପାଇଁ ଭାରତ ଆଗରେ ନେହୁରା ହେଲା ସିଂହଳି
ନୂଆଦିଲ୍ଲୀ: ଶ୍ରୀଲଙ୍କାର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି । ପରିସ୍ଥିତି ଏପରି ହୋଇଛି ଯେ ଋଣ ଅର୍ଥକୁ ଶ୍ରୀଲଙ୍କା ଫେରାଇବାକୁ ସମର୍ଥ ହେବ ନାହିଁ । ତେଣୁ ବାଧ୍ୟ ହୋଇ ଶ୍ରୀଲଙ୍କା ଭାରତର ଶରଣାପନ୍ନ ହୋଇଛି ।…
ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଭଗୱନ୍ତ ମାନ୍, ଅରବିନ୍ଦ କେଜରିୱାଲଙ୍କ ଘୋଷଣା
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ବା ଆପରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜରିୱାଲ ।…