Browsing Category

ଦେଶ ବିଦେଶ

ଦୁନିଆରେ ପ୍ରଥମ, କାନପୁରରେ ୨ ବର୍ଷର ଶିଶୁଙ୍କ ଉପରେ ହେବ ଭ୍ୟାକ୍ସିନ ଟ୍ରାଏଲ

କାନପୁର : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଉପରେ କିଛିଟା ବ୍ରେକ୍ ଲାଗିଛି । ହେଲେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ତୃତୀୟ ଲହର ଆସେ ତେବେ ଏହା ଶିଶୁଙ୍କ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞ…

ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଆଇନଗତ ନୁହେଁ, ସେମାନେ ଲିଭ୍-ଇନରେ ଥିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଟଲିଉଡ୍ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ଏବେ ସାଧାରଣରେ ଟାହିଟାପରା ହେଉଥିବା ବେଳେ ଏବେ ଖୋଦ୍ ନୁସରତ୍ ନିଜ ବିବାହକୁ…

ପାଣି ବଦଳରେ ଏସିଡ ପିଇ ଦେଲେ ତହସିଲଦାର; ତା’ପରେ….

ନୂଆଦିଲ୍ଲୀ: ଖୁବ୍ ଶୋଷ ହେଉଥିଲା । ହେଲେ ତରବରରେ ବୁନ୍ଦେ ପାଣି ବଦଳରେ ପିଇ ଦେଲେ ଏସିଡ୍ । ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଗଲା । କୁଲଗାମ ହାଜିପୁରାର ତହସିଲଦାରଙ୍କ ଏଭଳି ଅବସ୍ଥା ହୋଇଛି । ଏ ଘଟଣାକୁ ନେଇ…

ନିଜ ପ୍ରାଣ ଚାଲିଗଲା, ହେଲେ ବଞ୍ଚାଇଦେଲେ ୮ ଜଣଙ୍କୁ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣରେ କୁହାଯାଏ ଯେ ମଣିଷର ଅସଲ ପରିଚୟ ମୃତ୍ୟୁବେଳକୁ ଜଣାପଡ଼େ । ଜଣଙ୍କ ଜୀବନ ଧାରା ଓ ସମାଜ ପ୍ରତି କିଛି ଭଲ କାମ କରିଥିବା କାହାକୁ ମଧ୍ୟ ଲୋକେ ପ୍ରଶଂସା କରନ୍ତି ଓ ମନେପକାନ୍ତି ।…

ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ପ୍ରତ୍ୟାବର୍ତ୍ତନର ରାସ୍ତା ସଫା!

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ଫେରିବାକୁ ନେଇ ରାସ୍ତା ସଫା ହୋଇଯାଇଛି । କାରଣ ଡୋମିନିକା ସରକାର ଚୋକସିକୁ ଜଣେ ଅବୈଧ ଅପ୍ରବାସୀ ଭାବରେ ଘୋଷିତ…

କୋଭିଡ୍ ସମୟରେ ଅନାଥ ପିଲାଙ୍କୁ ମୋଟା ଅଙ୍କରେ ବିକୁଛନ୍ତି ଦଲାଲ୍; ପୁଅ ହୋଇଥିଲେ ୮ଲକ୍ଷ ଓ ଝିଅ ହୋଇଥିଲେ ୫ଲକ୍ଷ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅନେକଙ୍କ ପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ଅନେକ ଛୋଟ ଛୋଟ ପିଲା ସେମାନଙ୍କର ବାପା ମା'ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କୁ ପୋଷ୍ୟ…

ଶିଶୁଙ୍କ ଚିକିତ୍ସା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ସରକାର ଶିଶୁଙ୍କ ଚିକିତ୍ସା…

ଦେଶରେ ଆଜି ସର୍ବାଧିକ ୬୧୪୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି…

ଭାରତ ବାୟୋଟେକ୍‌ କ୍ୟାମ୍ପସକୁ ସୁରକ୍ଷା ଦେବ ସିଆଇଏସ୍‌ଏଫର ସଶସ୍ତ୍ର ଯବାନ, ୧୪ ଜୁନ୍‌ରୁ ମତୟନ ହେବେ…

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କ୍ୟାମ୍ପସକୁ ସୁରକ୍ଷା ଯୋଗାଇବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌) । ଶମିରପେଟ ସ୍ଥିତ ନୋମ ଉପତ୍ୟକାରେ ଥିବା କମ୍ପାନୀର…

ଆମେରିକାରେ ‘ହନ୍ତା’ ଭାଇରସ ଆତଙ୍କ, ପ୍ରଥମ ମାମଲା ରିପୋର୍ଟ

ୱାଶିଂଟନ : ଆମେରିକାରେ ଏବେ କରୋନା ମହାମାରୀ ପରେ ଦେଖାଦେଇଛି ହନ୍ତା ଭାଇରସ ଆତଙ୍କ । ଏହା ଏବେ ସମସ୍ତଙ୍କ ପାଇଁ ବଡ ଆହ୍ୱାନ ପାଲଟିଛି ।ଆମେରିକାର ମିଚିଗାନରେ ହନ୍ତା ଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏଠାରେ…