Browsing Category
ଦେଶ ବିଦେଶ
କରୋନାର ଦ୍ୱିତୀୟ ଲହର ବିଗାଡି ଦେଲା ମୋଦୀ ସରକାରଙ୍କ ଛବି ! ସଂଘ ସହ ବିଜେପିର ମାନସ ମନ୍ଥନ
ନୂଆଦିଲ୍ଲୀ : ଗତ ବର୍ଷ କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରି ପ୍ରଶଂସା ସାଉଁଟିଥିଲା ନରେନ୍ଦ୍ର ମୋଦୀ ସରକାର । କିନ୍ତୁ ଦ୍ୱିତୀୟ ଲହର ଆଗରେ ଫିକା ପଡିଗଲା କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁତି । ମଳିନ…
କିଏ ହେବେ ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକ ? ଆଜି ବାଜିବ ମୋହର
ନୂଆଦିଲ୍ଲୀ : ଦେଶକୁ ଖୁବ୍ ଶୀଘ୍ର ମିଳିବ ନୂତନ ସିବିଆଇ ମୁଖ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିଙ୍କ ବୈଠକ ସୋମବାର ବସିବାକୁ ଯାଉଛି । ବୈଠକରେ ସିବିଆଇର ନୂତନ…
କୋଭିଡ୍ ମୁକାବିଲାରେ ପିଲାମାନଙ୍କ କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହୋଇପାରେ ନାଜାଲ୍ ଟିକା: ଡବ୍ଲୁଏଚଓ
ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ କମ୍ ବର୍ଷର ପିଲାମାନଙ୍କୁ ଟିକା ଦିଆଯିବା ନେଇ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତ କରାଯାଉଛି । ତେବେ ଦେଶରେ ବର୍ତ୍ତମାନ ନାକରେ ଦ୍ୱାରା ଟିକା ନେବା ପରି ଏକ…
ଆସିଲା ଖୁସି ଖବର: ୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ
ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ବର୍ତ୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ରହିଛି । ତେବେ ଏହା ମଧ୍ୟରେ କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଏକ ନୂଆ ସୂଚନା ଆସିଛି । ଆସନ୍ତା ଜୁନ୍ ମାସରୁ ଭାରତ…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଲା
ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୫୪ ଜଣଙ୍କ ମୃତ୍ୟୁ…
ସୁନ୍ଦରୀ ଯୁବତୀ କରୁଛନ୍ତି ରାଜମିସ୍ତ୍ରୀ କାମ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ କିଏ କେତେବେଳେ ଫେମସ୍ ହେବ, ତାହା କହିବା ମୁସ୍କିଲ । ଏପରି ଏକ ଘଟଣା ଘଟିଛି ବ୍ରିଟେନରେ ରହୁଥିବା ଜଣେ ଯୁବତୀଙ୍କ ସହ । ଏହି ସୁନ୍ଦରୀ ଯୁବତୀ ରାଜମିସ୍ତ୍ରୀ କାମ କରୁଥିବା ଭିଡିଓ ଭାଇରାଲ…
ବିବାହର ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟାଙ୍କୁ ବାଥରୁମ୍ ମନା, ନ ମାନିଲେ ପରିସ୍ଥିତି ଭୟଙ୍କର, ଆସନ୍ତୁ ଜାଣିବା ଏହା ପଛର କାରଣ
ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । କିଛି ଦେଶରେ ଏପରି କିଛି ଅଜବ ପରମ୍ପରା ରହିଛି, ଯାହାକୁ ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏମିତି ଏକ ଦେଶ ଅଛି, ଯେଉଁଠି, ବିବାହ…
କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୭୭ ହଜାର ଟପିଲା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୭୭ ହଜାର ୯୧୮ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୭୫ ଲକ୍ଷ ୧୦…
ଜୁନ୍ ପହିଲା ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବ ଭାରତୀୟ ପରୀକ୍ଷା ତଥା ବିଭିନ୍ନ ରାଜ୍ୟର ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଗାମୀ ଦିନରେ…
ଆଜି ବାତ୍ୟାର ରୂପ ନେବ “ୟାସ୍’:୨୪ ଘଣ୍ଟା ପରେ ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା, ପାରାଦୀପଠୁ ୫୭୦…
ଭୁବନେଶ୍ବର/ ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର ): ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଅବପାତରେ ପରିଣତ ହୋଇଛି ।ସୋମବାର ସକାଳେ ସାମୁଦ୍ରିକ ଝଡ"ୟାସ୍' ବ୍ୟାତାର ରୂପ ନେବ । ଏହାର୨୪…