CHARIDHAM
Browsing Category

ଦେଶ ବିଦେଶ

(Video) ଉଚ୍ଚତା କମ୍ ଥବାରୁ ମିଳୁନଥିଲା ଚାକିରି, ବିଧାୟକ ନିଜେ କଲେ ପୋଷ୍ଟ: ଏହାପରେ ହେଲା ଏମିତି…

କେବେ କେବେ ସୋସିଆଲ ମିଡିଆ କେବଳ ଚର୍ଚ୍ଚାର ମାଧ୍ୟମ ନ ସାଜି ଅନେକଙ୍କ ଜୀବନ ପରିବର୍ତ୍ତନ କରିଦିଏ । ସୋସିଆଲ ମିଡିଆ ଯୋଗୁଁ ଅନେକ ରାତାରାତି ପାଲଟିଯାନ୍ତି ଚର୍ଚ୍ଚିତ ଚେହେରା । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ…

ଜୀବନ ବଞ୍ଚାଇଦେଲେ CISF : ଅକ୍ଷରଧାମ ମେଟ୍ରୋ ଷ୍ଟେସନରୁ ଡେଇଁ ପଡିଲେ ଯୁବତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅକ୍ଷରଧାମ ମେଟ୍ରୋ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨ ନମ୍ବର ପ୍ଲାଟଫର୍ମରେ ଚଢି ଜଣେ ଯୁବତୀ ୫୦ ଫୁଟକୁ ତଳକୁ ଡେଇଁ ପଡିଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା CISF ଯବାନ ମହିଳାଙ୍କୁ…

ଶାଢ଼ୀ ଦୋକାନରେ ଭୟାଭୟ ନିଆଁ, ବାପା, ପୁଅଙ୍କ ସମେତ ଚାରିଜଣ ଜୀବନ୍ତ ଦଗ୍ଧ

ବାରାଣାସୀରେ ଗୁରୁବାର ଏକ ଶାଢ଼ୀ ଦୋକାନରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା । ଏହି ଅଗ୍ନିାକଣ୍ଡରେ ବାପା, ପୁଅଙ୍କ ସମେତ ଚାରିଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦମକଳ ନାହିନୀ ପହଁଞ୍ଚିବା…

୩ ମାସରେ ୮୦,୦୦୦ କର୍ମଚାରୀ ଛାଡ଼ିଛନ୍ତି Infosys, ଜାଣନ୍ତୁ କ’ଣ ଏହାର କାରଣ

ଆଇଟି ସେକ୍ଟରର ପ୍ରମୁଖ କମ୍ପାନୀ ଇନଫୋସିସ୍ ରୁ ଚାକିରି ଛାଡ଼ି ଯାଇଥିବା କର୍ମଚାରୀଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଗତ ତିନିମାସ ମଧ୍ୟରେ ଅଧିକ ସଂଖ୍ୟାରେ କର୍ମଚାରୀ ଛାଡ଼ିଛନ୍ତି କମ୍ପାନୀ । ସାଧାରଣ ଭାବରେ ଆଇଟି କମ୍ପାନୀ…

ବିମାନରୁ ଜବତ ହେଲା ୧୯୦ କୋଟିର ଡ୍ରଗ୍ସ, ପାଇଲଟଙ୍କ ସମେତ ସମସ୍ତ କ୍ରୁ ସଦସ୍ୟ ଗିରଫ

କାନାଡ଼ାରେ ଏକ ବିନମାନରୁ ପ୍ରାୟ ୧୯୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଏହା ପରେ ଏହି ମାମଲାରେ ବିମାନର ପାଇଲଟଙ୍କ ସମେତ ସମସ୍ତ କ୍ରୁ ମେମ୍ବରଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ଯେତେବେଳେ ବିମାନ ବବନ୍ଦରରେ…

ଅଖିଳେଶ ଯାଦବଙ୍କ ବଡ଼ ବୟାନ: କହିଲେ ଇଂରେଜଙ୍କ ପରି ଦେଶକୁ ବାଣ୍ଟୁଛି ଭାଜପା, ବିପଦରେ ଗଣତନ୍ତ୍ର

ଲକ୍ଷ୍ନୌ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ମୈନପୁରୀ ସମୀକ୍ଷା କରିବାକୁ ପହଞ୍ଚିଥିଲେ । ଏହି ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେବା ସହ ୟୁପିରେ ଭାଜପା ସରକାରଙ୍କ ଉପରେ ବଷିଛନ୍ତି ।…

ଦିଲ୍ଲୀରେ କରୋନା: ଘରୋଇ ସ୍କୁଲ୍ ପାଇଁ ଆଡଭାଇଜରି ଜାରି, ସଂକ୍ରମଣ ବାହାରିଲେ ବନ୍ଦ କର ସ୍କୁଲ୍

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ଘରୋଇ ସ୍କୁଲ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିରେ କୁହାଯାଇଛି ଯେ ଯଦି କୌଣସି ସ୍କୁଲରେ କରୋନା ମାମଲା…

ସୋପିଆନ ଏନକାଉଣ୍ଟର: ୪ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ସୋପିଆନରେ ସେନା ଗୁଳିରେ ୪ ଆତଙ୍କବାଦୀ ନିହତ । ସୋପିଆନ ଜିଲ୍ଲା ବଡ଼ିଗ୍ରାମରେ ଗୁରୁବର ବଡ଼ ଧରଣର ଏନକାଉଣ୍ଟର ହୋଇଛି ଯେଉଁଥିରେ ୪ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ  ହୋଇଛି ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି…

ଟୁଇଟର କିଣିବା ପାଇଁ ୪୧ ବିଲିୟନ ଡ଼ଲାର୍ ଅଫର କଲେ ଏଲନ, ତାଙ୍କ ଅଫରକୁ ଫାଇନାଲ୍ ବୋଲି କହିଲେ

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟରକୁ ସମ୍ପୁର୍ଣ୍ଣ ରୁପେ କିଣିବାକୁ ଆଶା ପ୍ରକାଶ କରିଛନ୍ତି । ଟୁଇଟର ବୋର୍ଡରେ ସାମିଲ ହେବାକୁ ମନା କରିବାର କିଛି ଦିନ ପରେ ଏଲୋନ ଟୁଇଟରକୁ ସମ୍ପୁର୍ଣ୍ଣ ରୁପରେ କିଣିବା…

ୟୁକ୍ରେନ ପରେ ଏବେ ଏହି ଦେଶକୁ ଟାର୍ଗେଟ କରୁଛି ଋଷ: ମସ୍କୋ ଦେଲା ଏମିତି ଧମକ

ନୂଆଦିଲ୍ଲୀ: ଜାତିସଂଘରୁ ବାହାରିବା ପରେ ଧମକ ପରେ ଧମକ ଦେଇ ଚାଲିଛି ଋଷ । ଏହା ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ୟୁନିଅନକୁ ଚେତାବନୀ ଦେଇଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦବେଦେବ । ଫିନଲାଣ୍ଡ ଏବଂ…