Browsing Category

ଦେଶ ବିଦେଶ

ଟାଟୁ ବୟ ଅଭିଷେକ : ଶରୀରରେ ରହିଛି ୬୦୦ରୁ ଅଧିକ ସହିଦଙ୍କ ନାମର ଟାଟୁ

ମୁମ୍ବାଇ: ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଧିକାଂଶ ଲୋକ ସେମାନଙ୍କର ଫଟୋ ଆଗରେ ଫୁଲ ଦେଇଥାଆନ୍ତି ନଚେତ ଦୀପ ଜଳାଇ ଥାଆନ୍ତି । ନିକଟରେ ଜଣେ ବ୍ୟକ୍ତି ସହିଦଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରଦ୍ଧାଞ୍ଜଳି…

SBI ଗ୍ରାହକ ସାବଧାନ୍! Yono SMS ଲିଙ୍କ୍ ଜରିଆରେ ଏପରି ଚାଲିଛି ଠକେଇ, ବ୍ୟାଙ୍କ ଦେଲା ଚେତାବନୀ

ନୂଆଦିଲ୍ଲୀ: Phishing Attacks ଏବେ ଅତି ସାଧାରଣ କଥା ହୋଇଗଲାଣି । ଆଜିକାଲି ଇଣ୍ଟରନେଟ୍ ଯୁଗରେ ହ୍ୟାକରମାନେ ଆପଣଙ୍କ ରୋଜଗାର ଟଙ୍କାକୁ ଚୋରି କରିବାରେ ଲାଗିପଡିଛନ୍ତି । ସ୍କାମର ଗ୍ରାହକଙ୍କ ବ୍ୟକ୍ତିିଗତ ସୂଚନା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ EDର ଜେରା

ଶ୍ରୀନଗର: ଜାମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀ ମୁଖ୍ୟାଳୟକୁ ଡାକି ଓମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି ।…

ନୂଆ ଟିମ୍‌ ଗଢିବେ ଜଗନ: ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେଲେ ୨୪ ମନ୍ତ୍ରୀ, ଏପ୍ରିଲ ୧୧ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ

ନୂଆଦିଲ୍ଲୀ: କ୍ୟାବିନେଟ୍‌ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍‌ ପୁନର୍ଗଠନ ପାଇଁ…

ଭୋଟିଂ ବେଳେ ଚୁପ ରହିଲା ଭାରତ: କିନ୍ତୁ ଜାତିସଂଘରୁ ବାଦ ପଡିଲା ପୁତିନ ରାଷ୍ଟ୍ର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଭୋଟିଂ କରାଯାଇଛି । କିନ୍ତୁ ବୈଠକରେ ଟତା ପୂର୍ବଂ ତଥା ପରଂ ଭଳି ଘଟଣା ଦେଖିବାକୁ ମିଳିଛି । ପୂର୍ବ ଭଳି ଏଥର ମଧ୍ୟ ଗୋଟିଂରୁ ନିଜକୁ ଦୂରେଇ ରଖିଛି ଭାରତ । ଭାରତ…

ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ନିଷ୍ପତ୍ତି: ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ଇମ୍ରାନ ଖାନ୍

ପାକିସ୍ତାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ଖାରଜକୁ ଅସମ୍ବିଧାନିକ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ…

ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ…

ଭାରତ-ଋଷ ଭିତରେ ଆରମ୍ଭ ହେଲା କି ତିକ୍ତତା?: ଦୁଇ ଦେଶ ମଧ୍ୟରେ ବନ୍ଦ ହେଲା ଏହି ସେବା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ପୁତିନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ଅସୁବିଧା । ଋଷ ବିରୁଦ୍ଧରେ ଏକ କଡା ପଦକ୍ଷେପ ନେଇଛି ଭାରତ । ଏବେଠୁ ଉଭୟ ଦେଶ ମଧ୍ୟରେ କୌଣସି ସିଧା ବିମାନ ସେବାକୁ ରଦ୍ଧ କରାଯାଇଛି…

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି

କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ…

ବଢୁଛି ପୁତିନଙ୍କ ଅଡୁଆ: ଯୁଦ୍ଧରୁ ବିଦ୍ରୋହକୁ ଓହରିଲେ ଋଷ ସୈନିକ, ରାଷ୍ଟ୍ରପତିଙ୍କ ବିରୋଧରେ ଆଣିଲେ ଏମିତି ଅଭିଯୋଗ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯେତେ ଦିନ ଗଡୁଛି, ସେତିକି ବଢୁଛି ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ଅଡୁଆ । ପ୍ରଥମେ ପଡୋଶୀ ରାଷ୍ଟ୍ର ପୁଣି ଏବେ ନିଜ ଦେଶର ନାଗରିକ ମଧ୍ୟ ପୁତିନଙ୍କ ବିରୋଧରେ ଠିଆ ହୋଇଥିବା…