
Browsing Category
ଦେଶ ବିଦେଶ
ଏହି କମ୍ପାନୀରେ କର୍ମଚାରୀଙ୍କୁ ମିଳୁଛି ୬ ଦିନର ଅତିରିକ୍ତ ଛୁଟି: ଏମିତି ରହିଛି ସର୍ତ୍ତ, ମିଳିବ ଡବଲ ଫାଇଦା
ନୂଆଦିଲ୍ଲୀ: ଅଫିସରେ କାର୍ଯ୍ୟଚାପରୁ ଟିକିଏ ବିରତୀ ପାଇଁ କର୍ମଚାରୀମାନଙ୍କୁ ମିଳିଥାଏ ସାପ୍ତାହିକ ଛୁଟି । ଏହି ଛୁଟିଦିନକୁ ପରିବାର ଏବଂ ସାଙ୍ଗସାଥୀଙ୍କ ବିତାଇ କୁବ ଉପଭୋଗ କରିଥାନ୍ତି କାର୍ଯ୍ୟରତ କର୍ମଚାରୀ । ତେବେ…
Wifiରୁ ଆରମ୍ଭ କରି ସିରିଞ୍ଜ ପରି ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି ମହିଳା: ମାନବସତ୍ତାକୁ ମିଳିଛି ଏହି ସବୁ ଫାଇଦା
ନୂଆଦିଲ୍ଲୀ: ଯୁଗ ବଦଳିବା ସହିତ ସମାଜରେ ମହିଳାଙ୍କ ଭୂମିକାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ନିକଟରେ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି । ତେବେ ଏହା ପୂର୍ବରୁ ମହିଳା ମାନଙ୍କ ଆବିଷ୍କାର କିଭଳି ମାନବ…
ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏହି ତାରିଖରୁ ହେବ ଦଶମ ୱ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଏସ୍ଇ ପକ୍ଷରୁ ଘୋଷଣା ହୋଇଛି ପରୀକ୍ଷା ତାରିଖ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟର୍ମ-୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଦଶମ ଶ୍ରେଣୀର ଟର୍ମ-୨ ପରୀକ୍ଷା…
ଯୁଦ୍ଧ ଭିତରେ ଫସି ରହିଥିଲେ ୬ ସିଂହ: ପୋଲାଣ୍ଡରେ ପହଞ୍ଚାଇଲେ ଉଦ୍ଧାରକାରୀ ଦଳ
ନୂଆଦିଲ୍ଳୀ: ୟୁକ୍ରେନ ବିପକ୍ଷରେ ଋଷ ଲଗାତାର ୧୬ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହି ମହାଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଥିବା ବେଳେ ୨୦ ଲକ୍ଷରୁ ଅଦିକ ପଳାୟନ କରିସାରିଲେଣି । କିନ୍ତୁ…
‘ବିଜେପିର ବିଜୟରେ ମାୟାବତୀ ଏବଂ ଓଓ୍ଵେସିଙ୍କ ଯୋଗଦାନ ରହିଛି, ସେମାନଙ୍କୁ ଭାରତ ରତ୍ନ ଦେବାକୁ ପଡିବ’
ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇ ସାରିଛି। ୟୁପି ସମେତ ୪ଟି ରାଜ୍ୟରେ ବିଜେପି ଉଡାଇଛି ବିଜୟ ବାନା। ପୁନର୍ବାର ସେଠାରେ ସରକାର ଗଢିବାକୁ ଯାଉଛି ଶାସକ ବିଜେପି। ଅନ୍ୟପଟେ ନେତାଙ୍କର ପ୍ରତିକ୍ରିୟା…
ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ-କାଶ୍ମୀର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବରଫାବୃତ ଦୁର୍ଘଟଣାସ୍ଥଳରେ…
ବିଜେପିର ବମ୍ପର ବିଜୟ ପରେ ସାମ୍ନାକୁ ଆସିଲେ ପ୍ରଶାନ୍ତ କିଶୋର, ମୋଦୀଙ୍କ ରଣନୀତି ବିଷୟରେ କହିଲେ ଏମିତି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟରେ କ୍ଷମତାକୁ ଫେରିବା ପରେ ଉତ୍ସବ ପାଳନ କରୁଛି ବିଜେପି। ଏହା ମଧ୍ୟରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଫଳାଫଳ ଉପରେ ଟିପ୍ପଣୀ ଦେଇଛନ୍ତି। ପ୍ରଶାନ୍ତ କିଶୋର…
୭ମ ଥର ବାପା ହେଲେ ଏଲନ୍ ମସ୍କ, ନ୍ୟୁବର୍ନ ବେବିର ରଖିଲେ ଅଜବ ନାମ; ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ହଲିଉଡ୍ ଗାୟିକା ଗ୍ରିମ୍ସ ପୁଣିଥରେ ମାଆ ହୋଇଛନ୍ତି । ଟେସଲା ସିଇଓ ଏଲନ୍ ମସ୍କଙ୍କ ସହିତ ଗ୍ରିମ୍ସ ନିଜର ଦ୍ୱିତୀୟ ଶିଶୁକୁ ଦୁନିଆକୁ ସ୍ୱାଗତ କରିଛନ୍ତି । ୩୩ ବର୍ଷୀୟା ଗ୍ରିମ୍ସ ଭ୍ୟାନିଟି ଫେୟାର୍…
ମିଶନ ଗୁଜରାଟରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ, ଫଳାଫଳର ପରବର୍ତ୍ତୀ ଦିନ ହିଁ କଲେ ୯ କିମିର ଲମ୍ବା ରୋଡ୍ ଶୋ
ଅହମ୍ମଦାବାଦ: ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ ପରେ ବିଜେପି ମିଶନ ଗୁଜରାଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୁରୁବାର ୫ ରାଜ୍ୟର ଫଳାଫଳ ଆସିବାର ପରବର୍ତ୍ତୀ ଦିନ ହିଁ…
ଏହି ବ୍ୟକ୍ତିଙ୍କର ଜିଭରେ ଉଠିଛି କେଶ, ବିରଳ ରୋଗରେ ଅଛନ୍ତି ପୀଡ଼ିତ; ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ଆମେରିକାରେ ଜଣେ ବ୍ୟକ୍ତିଙ୍କର ଜିଭରେ କେଶ ଉଠୁଥିବା ଦେଖିବାକୁ ମିଳିଛି । ତାଙ୍କ ଜିଭରେ ଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଛି । କ୍ରମଶଃ ଏହି ବ୍ୟକ୍ତିଙ୍କ ଜିଭରେ କେଶ ବଢ଼ିବାରେ ଲାଗିଛି ଓ…